Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ରୀଷ୍ମ ଛୁଟି ସମୟରେ ଯାତ୍ରୀ ଚାହିଦା ପୂରଣ ପାଇଁ 32ଟି ଟ୍ରେନରେ ଅସ୍ଥାୟୀ ଭାବେ କୋଚ ସଂଯୋଗ
ଆଜିର ଖବର

ଗ୍ରୀଷ୍ମ ଛୁଟି ସମୟରେ ଯାତ୍ରୀ ଚାହିଦା ପୂରଣ ପାଇଁ 32ଟି ଟ୍ରେନରେ ଅସ୍ଥାୟୀ ଭାବେ କୋଚ ସଂଯୋଗ

June 3, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ଛୁଟି ସମୟରେ ଟ୍ରେନ ଯାତ୍ରୀଙ୍କ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ 2025 ଜୁନ୍ ମାସରେ 32ଟି ଟ୍ରେନ୍ (16 ଯୋଡ଼ା) ଟ୍ରେନରେ ଅସ୍ଥାୟୀ ଭାବରେ ଅତିରିକ୍ତ କୋଚ୍ ସଂଯୋଗ କରୁଅଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ପ୍ରମୁଖ ମାର୍ଗ ଦେଇ ଦେଶର ବିଭିନ୍ନ ପ୍ରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା।

ଅସ୍ଥାୟୀ ଭାବେ କୋଚ୍ ସଂଯୋଗ ହେଉଥିବା ପ୍ରମୁଖ ଟ୍ରେନ୍:

▪ 12074/12073 ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ
➤ 1 ଜୁନ୍ ରୁ 30 ଜୁନ୍ 2025 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଗୋଟିଏ ଚେୟାର କାର କୋଚ୍ ସଂଯୋଗ କରାଯାଉଅଛି

▪ 22823/22824 & 22811/22812 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ
➤ ପ୍ରତ୍ୟେକ ସେବାରେ ଗୋଟିଏ ଏସି 2-ଟାୟାର କୋଚ୍ ସଂଯୋଗ କରାଯାଉଅଛି
➤ ଭୁବନେଶ୍ୱରରୁ: ଜୁନ୍ 1/2 ରୁ ଜୁନ୍ 29/30 ପର୍ଯ୍ୟନ୍ତ
➤ ନୂଆଦିଲ୍ଲୀରୁ: 2/3 ଜୁନ୍ ରୁ 30 ଜୁନ୍/1 ଜୁଲାଇ 2025 ପର୍ଯ୍ୟନ୍ତ

▪ 20817/20818 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଭାୟା ସମ୍ବଲପୁର ସିଟି
➤ ଭୁବନେଶ୍ୱରରୁ ଗୋଟିଏ ଏସି 2-ଟାୟାର କୋଚ୍: 7 ରୁ 28 ଜୁନ୍ ପର୍ଯ୍ୟନ୍ତ
➤ ନୂଆଦିଲ୍ଲୀରୁ: 8 ରୁ 29 ଜୁନ୍ 2025 ପର୍ଯ୍ୟନ୍ତ

▪ 20837/20838 ଭୁବନେଶ୍ୱର-ଜୁନାଗଡ଼ ରୋଡ୍-ଭୁବନେଶ୍ୱର ଏକ୍ସପ୍ରେସ୍
➤ ଉଭୟ ପାର୍ଶ୍ୱରୁ ଗୋଟିଏ ସ୍ଲିପର କ୍ଲାସ କୋଚ୍: 1 ରୁ 30 ଜୁନ୍ ଭୁବନେଶ୍ୱରରୁ ଏବଂ 2 ଜୁନ୍ ରୁ 1 ଜୁଲାଇ ମଧ୍ୟରେ ଜୁନାଗଡ଼ ରୋଡ୍ ରୁ

▪ 12882/12881 ପୁରୀ-ଶାଲିମାର-ପୁରୀ ଗରିବ ରଥ ଏକ୍ସପ୍ରେସ
➤ ଗୋଟିଏ ଏସି 3-ଟାୟାର ଇକୋନୋମି କୋଚ୍: 2 ଜୁନ୍ ରୁ 30 ଜୁନ୍ ପର୍ଯ୍ୟନ୍ତ ପୁରୀରୁ ଏବଂ 3 ଜୁନ୍ ରୁ 1 ଜୁଲାଇ ମଧ୍ୟରେ ଶାଲିମାରରୁ

▪ 22883/22884 ପୁରୀ-ଯଶୋବନ୍ତପୁର-ପୁରୀ ଗରିବ ରଥ ଏକ୍ସପ୍ରେସ
➤ ଗୋଟିଏ ଏସି 3-ଟାୟାର ଇକୋନୋମି କୋଚ୍: 6 ରୁ 27 ଜୁନ୍ ମଧ୍ୟରେ ପୁରୀରୁ ଏବଂ 7 ରୁ 28 ଜୁନ୍ ମଧ୍ୟରେ ଯଶବନ୍ତପୁରରୁ

▪ 12892/12891 ପୁରୀ-ବାଙ୍ଗିରିପୋସି-ପୁରୀ ଏକ୍ସପ୍ରେସ
➤ ଗୋଟିଏ ଚେୟାର କାର କୋଚ୍: 1 ରୁ 30 ଜୁନ୍ ମଧ୍ୟରେ ପୁରୀରୁ ଓ 2 ଜୁନ୍ ରୁ 1 ଜୁଲାଇ ମଧ୍ୟରେ ବାଙ୍ଗିରିପୋଷିରୁ

▪ 08439/08440 ପୁରୀ-ପାଟନା-ପୁରୀ ସ୍ୱତନ୍ତ୍ର
➤ ଦୁଇଟି ଏସି 3-ଟାୟାର କୋଚ୍ ଏବଂ ଗୋଟିଏ ସ୍ଲିପର୍ କ୍ଲାସ କୋଚ୍: 7 ରୁ 28 ଜୁନ୍ ମଧ୍ୟରେ ପୁରୀରୁ ଏବଂ 8 ରୁ 29 ଜୁନ୍ ମଧ୍ୟରେ ପାଟନାରୁ

▪ 20809/20810 ସମ୍ବଲପୁର-ନାନ୍ଦେଡ଼-ସମ୍ବଲପୁର ଏକ୍ସପ୍ରେସ
➤ ଗୋଟିଏ ଏସି 3-ଟାୟାର ଏବଂ ଗୋଟିଏ ସ୍ଲିପର କ୍ଲାସ କୋଚ୍: 2 ରୁ 30 ଜୁନ୍ ମଧ୍ୟରେ ସମ୍ବଲପୁରରୁ ଏବଂ 3 ରୁ 1 ଜୁଲାଇ ମଧ୍ୟରେ ନାନ୍ଦେଡ଼ରୁ

▪ 08311/08312 ସମ୍ବଲପୁର-ଇରୋଡ୍-ସମ୍ବଲପୁର ସ୍ୱତନ୍ତ୍ର ଏକ୍ସପ୍ରେସ୍
➤ ଗୋଟିଏ ଏସି 3-ଟାୟାର ଏବଂ ଗୋଟିଏ ସ୍ଲିପର କ୍ଲାସ କୋଚ୍: 4 ରୁ 25 ଜୁନ୍ ମଧ୍ୟରେ ସମ୍ବଲପୁରରୁ ଓ 6 ରୁ 27 ଜୁନ୍ ମଧ୍ୟରେ ଇରୋଡ୍

▪ 58506/58505 ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ପାସେଞ୍ଜର
➤ ଗୋଟିଏ ସ୍ଲିପର କ୍ଲାସ କୋଚ୍: ଜୁନ୍ 1 ରୁ 30 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ

▪ 58501/58502 ବିଶାଖାପାଟନମ୍ – କିରାଣ୍ଡୁଲ – ବିଶାଖାପାଟନମ୍ ପାସେଞ୍ଜର
➤ ଗୋଟିଏ ସ୍ଲିପର କ୍ଲାସ କୋଚ୍: 1 ରୁ 30 ଜୁନ୍ ମଧ୍ୟରେ ବିଶାଖାପାଟଣାରୁ ଏବଂ 2 ଜୁନ୍ ରୁ 1 ଜୁଲାଇ ମଧ୍ୟରେ କିରାଣ୍ଡୁଲରୁ

▪ 08581/08582 ବିଶାଖାପାଟନମ୍ – ବେଙ୍ଗାଲୁରୁ – ବିଶାଖାପାଟନମ୍ ସ୍ପେଶାଲ୍
➤ ଗୋଟିଏ ଏସି 3-ଟାୟାର କୋଚ୍: 1 ରୁ 29 ଜୁନ୍ ମଧ୍ୟରେ ବିଶାଖାପାଟଣାରୁ ଓ 2 ରୁ 29 ଜୁନ୍ ମଧ୍ୟରେ ବେଙ୍ଗାଲୁରୁରୁ

▪ 08547/08548 ବିଶାଖାପାଟନମ୍ – ତିରୁପତି – ବିଶାଖାପାଟନମ୍ ସ୍ପେଶାଲ୍
➤ ଗୋଟିଏ ଏସି 3-ଟାୟାର କୋଚ୍: 4 ରୁ 25 ଜୁନ୍ ମଧ୍ୟରେ ବିଶାଖାପାଟଣାରୁ ଏବଂ 5 ରୁ 26 ଜୁନ୍ ମଧ୍ୟରେ ତିରୁପତିରୁ

▪ 08579/08580 ବିଶାଖାପାଟଣା–ଚେରଲାପାଲି-ବିଶାଖାପାଟଣା ସ୍ପେଶାଲ୍
➤ ଗୋଟିଏ ଏସି 3-ଟାୟାର କୋଚ୍: 6 ରୁ 27 ଜୁନ୍ ମଧ୍ୟରେ ବିଶାଖାପାଟଣାରୁ ଏବଂ 7 ରୁ 28 ଜୁନ୍ ମଧ୍ୟରେ ଚେରଲାପାଲିରୁ

ଏହି ଅସ୍ଥାୟୀ ଅତିରିକ୍ତ କୋଚ ସଂଯୋଗ ଗ୍ରୀଷ୍ମ ଛୁଟି ସମୟରେ ବର୍ଦ୍ଧିତ ଯାତ୍ରୀ ଚାହିଦାକୁ ପୂରଣ କରିବା ପାଇଁ କେବଳ ଜୁନ୍ 2025 ପାଇଁ କାର୍ଯ୍ୟକାରୀ କରାଯାଉଛି। ଏହି ପଦକ୍ଷେପ ଦ୍ୱାରା ନୂଆଦିଲ୍ଲୀ, ହାଓଡ଼ା, ଯଶବନ୍ତପୁର, ପାଟନା, ତିରୁପତି, ବେଙ୍ଗାଲୁରୁ, ଜୁନାଗଡ଼ ରୋଡ଼ ଏବଂ କିରାଣ୍ଡୁଲ ଭଳି ପ୍ରମୁଖ ଗନ୍ତବ୍ୟସ୍ଥଳଗୁଡ଼ିକୁ ସଂଯୋଗ କରି ବିଭିନ୍ନ ବର୍ଗରେ ଅତିରିକ୍ତ ବର୍ଥ ଯୋଗାଇ ଦିଆଯାଉଅଛି। ଯାତ୍ରୀମାନେ ଅତିରିକ୍ତ କୋଚ ସଂଯୋଗ ସମ୍ବନ୍ଧରେ ଏବଂ ସଂରକ୍ଷଣ ଉପଲବ୍ଧତା ପାଇଁ ରେଳବାଇ ୱେବସାଇଟ୍ କିମ୍ବା ନିକଟସ୍ଥ ରେଳବାଇ ଅନୁସନ୍ଧାନ କେନ୍ଦ୍ର ମାନଙ୍କରେ ସୂଚନା ପାଇବାକୁ ପରାମର୍ଶ ଦିଆଯାଇଛି।

ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026
Latest News

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.