Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀକୁ ଫେରିଲା ମାସ୍କ ପିନ୍ଧା ବୈଠକ, ବିଭିନ୍ନ ଅଫିସରେ କରୋନା ପାଇଁ ଲାଗିଲା ଅଘୋଷିତ କଟକଣା
ଆଜିର ଖବର

ଦିଲ୍ଲୀକୁ ଫେରିଲା ମାସ୍କ ପିନ୍ଧା ବୈଠକ, ବିଭିନ୍ନ ଅଫିସରେ କରୋନା ପାଇଁ ଲାଗିଲା ଅଘୋଷିତ କଟକଣା

June 5, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Mask
ଦିଲ୍ଲୀକୁ ଫେରିଲା ମାସ୍କ ପିନ୍ଧା, ବିଭିନ୍ନ ଅଫିସରେ କରୋନା ପାଇଁ ଲାଗିଲା ଅଘୋଷିତ କଟକଣା

ନୂଆଦିଲ୍ଲୀ: ବର୍ତ୍ତମାନ କୋରନା ପୁଣି ଥରେ ଡରାଇବା ଆରମ୍ଭ କରିଛି। କାରଣ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଦିଲ୍ଲୀରେ ମଧ୍ୟ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପକ୍ଷରେ କରୋନା ମୃତ୍ୟୁ ମଧ୍ୟ ଆରମ୍ଭ ହୋଇଯାଇଛି। ଏ ସବୁକୁ ଲକ୍ଷ୍ୟ ରଖି ନୂଆଦିଲ୍ଲୀରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଫଳରେ ସରକାରୀ ଅଫିସରେ ବର୍ତ୍ତମାନ ସମସ୍ତେ ମାସ୍କ ପିନ୍ଧି ବସୁଥିବାର ଜଣାପଡିଛି।

ବର୍ତ୍ତମାନ ଦିଲ୍ଲୀ ସରକାର ମାସ୍କ ପିନ୍ଧିବା ନେଇ କୌଣସି କଟକଣା କରି ନ ଥିଲେ ମଧ୍ୟ ସମସ୍ତେ ନିଜନିଜ ସୁରକ୍ଷା ପାଇଁ ମାସ୍କ ପିନ୍ଧିବା ଆରମ୍ଭ କରିଛନ୍ତି। ବିଶେଷ କରି ରୁନ୍ଧା ବୈଠକ ରୁମରେ ସମସ୍ତେ ମାସ୍କ ପିନ୍ଧି ବସିବା ପାଇଁ ଆଘୋଷିତ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ଏପରିକି ମନ୍ତ୍ରୀଙ୍କ ବୈଠକରେ ମାସ୍କ ପିନ୍ଧି ଆସିବା ପାଇଁ ବାଧ୍ୟ କରାଯାଇଛି। ଫଳରେ ଗତ ଦୁଇଦିନ ଧରି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ମାସ୍କ ପିନ୍ଧା ବୈଠକ ଆରମ୍ଭ ହୋଇଛି।

(ଏଥିରେ ଥିବା ଫଟୋ ଟି ଗତକାଲି ଅର୍ଥାତ 4th June 2025 ତାରିଖରେ ଆୟୋଜିତ ବୈଠକରେ ଅଧିକାରୀମାନେ ମାସ୍କ ପିନ୍ଧି ବସିଥିବାର ଦୃଶ୍ୟ)

covid19 କରୋନା କୋଭିଡ ଦିଲ୍ଲୀରେ କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୯ ତାରିଖ: ମଙ୍ଗଳବାର ଦିନ କେମିତି ରହିବ ଆପଣଙ୍କର ଭାଗ୍ୟ, ପଢନ୍ତୁ ଆଜିର ରାଶିଫଳ

September 9, 2025

ସମ୍ ହସ୍ପିଟାଲ୍‌ରେ ଚତୁର୍ଥ ଥର ପାଇଁ ଅଙ୍ଗଦାନ ପ୍ରକ୍ରିୟା ସମ୍ପନ୍ନ

September 8, 2025

ବିଜେଡି ଭୋଟଦାନରୁ ବିରତ ରହିବା ଅର୍ଥ ପରୋକ୍ଷ ବିଜେପିକୁ ସମର୍ଥନ, କଂଗ୍ରେସ

September 8, 2025

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ: ଏଣିକି ପ୍ରତ୍ୟେକ ସୋମବାର ‘ପଲ୍ଲୀରେ ପ୍ରଶାସନ’ କାର୍ଯ୍ୟକ୍ରମ

September 8, 2025
Latest News

ସେପ୍ଟେମ୍ବର ୯ ତାରିଖ: ମଙ୍ଗଳବାର ଦିନ କେମିତି ରହିବ ଆପଣଙ୍କର ଭାଗ୍ୟ, ପଢନ୍ତୁ ଆଜିର ରାଶିଫଳ

September 9, 2025

ସମ୍ ହସ୍ପିଟାଲ୍‌ରେ ଚତୁର୍ଥ ଥର ପାଇଁ ଅଙ୍ଗଦାନ ପ୍ରକ୍ରିୟା ସମ୍ପନ୍ନ

September 8, 2025

ବିଜେଡି ଭୋଟଦାନରୁ ବିରତ ରହିବା ଅର୍ଥ ପରୋକ୍ଷ ବିଜେପିକୁ ସମର୍ଥନ, କଂଗ୍ରେସ

September 8, 2025

ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ

September 8, 2025

ଚିଲିକା: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି

September 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.