Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବର ମହାନଗର ଷ୍ଟାଣ୍ଡିଂ କମିଟ ଅଧ୍ୟକ୍ଷ ନିର୍ବାଚନ, ସବୁ ପୋଛି ନେଲା ବିଜେଡି
ଆଜିର ଖବର

ଭୁବନେଶ୍ବର ମହାନଗର ଷ୍ଟାଣ୍ଡିଂ କମିଟ ଅଧ୍ୟକ୍ଷ ନିର୍ବାଚନ, ସବୁ ପୋଛି ନେଲା ବିଜେଡି

June 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
BMC
ଭୁବନେଶ୍ବର ମହାନଗର ଷ୍ଟାଣ୍ଡିଂ କମିଟ ଅଧ୍ୟକ୍ଷ ନିର୍ବାଚନ, ସବୁ ପୋଛି ନେଲା ବିଜେଡି

ଭୁବନେଶ୍ବର: ରାଜ୍ୟ ଓ କେନ୍ଦ୍ରରେ ବିଜେପି ଶାସନ ଥିଲେ ମଧ୍ୟ ଏବେ ବି ବିଜେଡିର ଦବଦବା ଜାରୀ ରହିଛି। ଯାହାର ପ୍ରମାଣ ହେଲା ଗତକାଲି ଭୁବନେଶ୍ବର ମହାନଗର ନିଗମର ହୋଇଥିବା ବିଭିନ୍ନ ଷ୍ଟାଣ୍ଡିଂ କମିଟ ଅଧ୍ୟକ୍ଷ ନିର୍ବାଚନ। ଏଥିରେ ମୋଟ 9 ଟି କମିଟ ଅଧ୍ୟକ୍ଷ ନିର୍ବାଚନ ହୋଇଥିଲା। ସେଥି ମଧ୍ୟରୁ ବିଜେଡି 8 ଟି ହାତେଇ ଥିବା ବେଳେ ବିଜେପି ଗୋଟିଏ ଅଧ୍ୟକ୍ଷ ପଦ ନେଇଛି।

ତେବେ ମିଳିଥିବା ସୂଚନା ଅନୁସାରେ ବିଜେଡି ହାତେଇଥିବା 8 ଟି ଅଧ୍ୟକ୍ଷ ପଦ ମଧ୍ୟରୁ 7 ଟିରେ ଅପରବର୍ତ୍ତିତ ରହିଛି। ଜଣେ କେବଳ କର୍ପୋରେସନ ଏଷ୍ଟାବିଲ୍ସମେଣ୍ଟ ଷ୍ଟାଣ୍ଡିଂ କମିଟର ଅଧ୍ୟକ୍ଷ ପରିବର୍ତ୍ତନ କରାଯାଇ ନୂଆ କରର୍ପୋରେଟଙ୍କୁ ଦିଆଯାଇଛି। ସେ ହେଉଛନ୍ତି 24 ନମ୍ବର ୱାର୍ଡର କରର୍ପୋରେଟର ଦୀପକ କୁମାର ମିଶ୍ର। ସେହିପରି ଶିକ୍ଷା ଓ ରିକ୍ରିଏସନ କମିଟର ଅଧ୍ୟକ୍ଷ ଭାବେ ବିଜେପିର ରାମଚନ୍ଦ୍ର ରଣସିଂହ ବିଜେଡିର ମୋନାଲିସା ବେହେରାଙ୍କୁ ହରାଇ ଦେଇଥିଲେ।

ଏହି କମିଟର ବିଜେଡି ତରଫରୁ 2 ନମ୍ବର ୱାର୍ଡର କର୍ପୋରେଟର ମୋନାଲିସା ବେହେରା ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ହେଲେ ବିଜେପି ତରଫରୁ 50 ନମ୍ବର ୱାର୍ଡର ରାମଚନ୍ଦ୍ର ରଣସିଂହ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଫଳରେ ସେହି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ତେବେ ଜଣ ସ୍ବାଧୀନ ପ୍ରାର୍ଥୀ ବିଜେପିକୁ ଭୋଟ ଦେବା ଦ୍ବାରା ସେ ଜିତିଗଲେ। ତେବେ ଅନ୍ୟସବୁ ଅଧ୍ୟକ୍ଷପଦ ନିର୍ଦ୍ବନ୍ଦରରେ ନିର୍ବାଚିତ ହୋଇଛନ୍ତି।

bhubaneswar bmc ବିଏମସି ଭୁବନେଶ୍ବର ମହାନଗର ନିଗମ
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025
Latest News

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.