Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗା ପ୍ରଧାନଙ୍କ ଗିରଫକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀ ଯାହା କହିଲେ ତାକୁ ନେଇ ରାଜନୀତି ହଲଚଲ
ଆଜିର ଖବର

ଜଗା ପ୍ରଧାନଙ୍କ ଗିରଫକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀ ଯାହା କହିଲେ ତାକୁ ନେଇ ରାଜନୀତି ହଲଚଲ

July 4, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
BBSRMP
ଜଗା ପ୍ରଧାନଙ୍କ ଗିରଫକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀ ଯାହା କହିଲେ ତାକୁ ନେଇ ରାଜନୀତି ହଲଚଲ

ଭୁବନେଶ୍ବର: ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ପରେ ବର୍ତ୍ତମାନ ଓଡିଶା ରାଜନୀତି ହଲଚଲ ହେବାରେ ଲାଗିଛି। ବିଶେଷ କରି ବିଜେପି ଶିବିରରେ ଏହାକୁ ନେଇ ଏକ ଭିନ୍ନ ପ୍ରକାରର ବାତାବରଣ ସୃଷ୍ଟି ହୋଇଛି। ଏପରି ଏକ ସମୟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଯାହା କହିଛନ୍ତି ତାହା ରାଜନୀତି ପାଣିପାଗକୁ ଆହୁରି ସରଗରମ କରିଦେଇଛି।

ଆଜି ଅପରାଜିତା କହିଛନ୍ତି ଯେ, ବିଏମସି ଅଫିସ ଭିତରେ ଯାହା ହେଲା ତାହା ଯଦି ମୋ ପୁଅ କରଥାଆନ୍ତା ତେବେ ମୁଁ ପୋଲିସକୁ ଡାକି ତାକୁ ଆରେଷ୍ଟ କର ବୋଲି କହିଥାନ୍ତି। ଫଳରେ ଜଗା ପ୍ରଧାନଙ୍କ ଗିରଫକୁ ନେଇ ଅପରାଜିତା ସନ୍ତୁଷ୍ଠ ଅଛନ୍ତି। ସେ କହିଛନ୍ତି ଯେ, ଜଗା ପ୍ରଧାନ ଆମର ସହକର୍ମୀ। ସେ ବର୍ତ୍ତମାନ ଜେଲରେ ଅଛନ୍ତି। ଆମ ପାଇଁ ଏହା ଯନ୍ତ୍ରଣା ଦାୟକ।

ତେବେ ଏହା ମଧ୍ୟ ସେ କହିଛନ୍ତି ଯେ, ଯାହା ଭୁଲ ତାହାକୁ ଭୁଲ କହିବାର ସତସାହସ ରହିବା ଦରକାର। ଆମେ ମର୍ଯ୍ୟଦାପୂର୍ଣ୍ଣ ଭାବେ ରହିବା, ଶାଳିନତା ରହିବା ଦରକାର। ମୁଁ ପୂର୍ବରୁ କମିଶନର ଥିଲି, ହେଲେ ଏପରି କିଏ ଦୁଃବ୍ୟବାହର କରିବା କଥା ଶୁଣି ନ ଥିଲି। ତାହା ଏକ ଦୁଃଖ ଦାୟକ ଘଟଣା। ଆମକୁ ସୁଧାରିବାକୁ ପଡିବ ବୋଲି ଅପରାଜିତା ଷଡଙ୍ଗୀ କହିଛନ୍ତି।

BBSRMP ଜଗା ପ୍ରଧାନ ଜଗା ପ୍ରଧାନ ଗିରଫ ଭୁବନେଶ୍ବର ସାଂସଦ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଖୁବ ଶୀଘ୍ର ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି

August 18, 2025

ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

August 18, 2025

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 18, 2025

ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସିପି ରାଧାକୃଷ୍ଣନଙ୍କ ମନୋନୟନକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

August 18, 2025
Latest News

ରାଜ୍ୟରେ ଖୁବ ଶୀଘ୍ର ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି

August 18, 2025

ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

August 18, 2025

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 18, 2025

ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସିପି ରାଧାକୃଷ୍ଣନଙ୍କ ମନୋନୟନକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

August 18, 2025

ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ: ପଢନ୍ତୁ ତାଲିକା

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.