Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀରେ ୭୯ତମ ସ୍ୱାଧୀନତା ଦିବସ‌ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କଲେ ଆଇନ ମନ୍ତ୍ରୀ
ଆଜିର ଖବର

ପୁରୀରେ ୭୯ତମ ସ୍ୱାଧୀନତା ଦିବସ‌ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କଲେ ଆଇନ ମନ୍ତ୍ରୀ

August 15, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ପତାକା ଉତ୍ତୋଳନ କଲେ ଆଇନ ମନ୍ତ୍ରୀ
ପୁରୀରେ ୭୯ତମ ସ୍ୱାଧୀନତା ଦିବସ‌ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କଲେ ଆଇନ ମନ୍ତ୍ରୀ

ପୁରୀ: ଆଜି ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ‌ -୨୦୨୫ ସମାରୋହ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ।

ଭାରତର ସ୍ୱାଧୀନତା ସଂଗ୍ରାମ ତ୍ୟାଗ, ବଳିଦାନ, ଜାତୀୟତା, ସ୍ୱଦେଶ ପ୍ରୀତି ଓ ଆତ୍ମୋତ୍ସର୍ଗର ମହତ୍ତ୍ବପୂର୍ଣ୍ଣ ଅଧ୍ୟାୟ ।ଦେଶର ସ୍ଵାଧୀନତା, ଅଖଣ୍ଡତା ଏବଂ ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଲକ୍ଷ ଲକ୍ଷ ସ୍ଵାଧୀନତା ସଂଗ୍ରାମୀ ବୀର ଏବଂ ବିରଙ୍ଗନାମାନଙ୍କୁ ମନ୍ତ୍ରୀ ମହୋଦୟ ପ୍ରଣାମ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦିବ୍ୟଜ୍ୟୋତି ପରିଡ଼ା,ଜିଲ୍ଲା ଆରକ୍ଷୀ ଅଧିକ୍ଷକଶ୍ରୀ ପିନାକ ମିଶ୍ରଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀ ଗଣ,କର୍ମଚାରୀ ବୃନ୍ଦ,ଜିଲ୍ଳାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ଛାତ୍ର-ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ଆଇନ ମନ୍ତ୍ରୀ ତାଳବଣିଆ ପୁରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ୱାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ଗାଡ଼କଣ ଅଳିଆ ଗଦା ସ୍ଥିତି ସମୀକ୍ଷା କରିବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

September 8, 2025

AIIMS Bhubaneswar ଆୟୋଜିତ କଲା ମେଡିକାଲ ଅକ୍ସିଜେନ ପରିଚାଳନା କାର୍ଯ୍ୟକ୍ରମ 

September 8, 2025

ନୂଆପଡା ବିଧାୟକଙ୍କ ପରଲୋକରେ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ, କହିଲେ

September 8, 2025

ଆପ ବିଧାୟକ ମେହରାଜ ମଲିକ ଗିରଫ, ଅଭିଯୋଗ କ’ଣ?

September 8, 2025
Latest News

ଭୁବନେଶ୍ବର ଗାଡ଼କଣ ଅଳିଆ ଗଦା ସ୍ଥିତି ସମୀକ୍ଷା କରିବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

September 8, 2025

AIIMS Bhubaneswar ଆୟୋଜିତ କଲା ମେଡିକାଲ ଅକ୍ସିଜେନ ପରିଚାଳନା କାର୍ଯ୍ୟକ୍ରମ 

September 8, 2025

ନୂଆପଡା ବିଧାୟକଙ୍କ ପରଲୋକରେ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ, କହିଲେ

September 8, 2025

ଆପ ବିଧାୟକ ମେହରାଜ ମଲିକ ଗିରଫ, ଅଭିଯୋଗ କ’ଣ?

September 8, 2025

ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ, ୪ ଥର ବିଧାୟକ

September 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.