Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅସୁରକ୍ଷିତ ସ୍ମାର୍ଟ ସିଟି : ଗାଡକଣରେ ଦମ୍ପତ୍ତିଙ୍କ ନିକଟରୁ ଲୁଟ୍‌
ଆଜିର ଖବର

ଅସୁରକ୍ଷିତ ସ୍ମାର୍ଟ ସିଟି : ଗାଡକଣରେ ଦମ୍ପତ୍ତିଙ୍କ ନିକଟରୁ ଲୁଟ୍‌

July 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅସୁରକ୍ଷିତ ହୋଇପଡ଼ିଛି ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱର । ପ୍ରତ୍ୟେକ ଦିନ ହତ୍ୟା ଓ ଲୁଟ୍‌ ଭଳି ଜଘନ୍ୟ ଅପରାଧ ଘଟୁଛି । ପୁଣି ଥରେ ଭୁବନେଶ୍ୱରରେ ଦମ୍ପତ୍ତିଙ୍କଠାରୁ ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତମାନେ । ଘଟଣାଟି ଘଟିଛି ଗାଡ଼କଣ ଗୁରୁ କେଳୁଚରଣ ପାର୍କ ନିକଟରେ । ଲୁଟ୍‌ର ଶିକାର ହୋଇଥିବା ଦମ୍ପତ୍ତି ହେଲେ ସ୍ୱାମୀ ଉମାକାନ୍ତ ମିଶ୍ର ଓ ତାଙ୍କ ସ୍ତ୍ରୀ । ଏ ନେଇ ସେମାନେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ଭୋର ପ୍ରାୟ 5ଟା ବେଳେ ଉମାଶଙ୍କର ଓ ତାଙ୍କ ସ୍ତ୍ରୀ ଷ୍ଟେସନ୍‌କୁ ଅଟୋରେ ଯାଉଥିଲେ । ଏହି ସମୟରେ ଗାଡ଼କଣ ଗୁରୁ କେଳୁଚରଣ ପାର୍କ ସମ୍ମୁଖରେ ତିନି ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଅଟୋକୁ ଅଟକାଇଥିଲେ । ଏହା ପରେ ମୁଣ୍ଡରେ ବନ୍ଧୁକ ଲଗାଇ ସେମାନଙ୍କଠାରୁ ସୁନା ଚୁଡ଼ି, ଚେନ୍‌ ଓ କାନଫୁଲ୍‌ ଆଦି ଲୁଟି ନେଇ ଚମ୍ପଟ ମାରିଥିଲେ । ଏତଲା ପରେ ମଞ୍ଚେଶ୍ୱର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

X ଆକାଉଣ୍ଟର ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ ମୋଦୀ: ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା

May 7, 2026

ବିଜେପିରେ ଯୋଗଦେବେ ପ୍ରିୟଙ୍କା ଚତୁର୍ବେଦୀ?: ସ୍ପଷ୍ଟ କଲେ ଶିବସେନା (UBT) ନେତ୍ରୀ

May 7, 2026

ବିଜୟଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ: ସରକାର ଗଠନ ପାଇଁ ଟିଭିକେ ସମ୍ମୁଖରେ ସର୍ତ୍ତ ରଖିଲେ ରାଜ୍ୟପାଳ

May 7, 2026

ଶତକ ହାସଲ କରି ଇତିହାସ ରଚିଲେ କୁପର୍ କନୋଲି: ଭାଙ୍ଗିଲେ ଡି କକ୍‌ଙ୍କ ୧୦ ବର୍ଷର ପୁରୁଣା ରେକର୍ଡ  

May 7, 2026
Latest News

ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

May 7, 2026

X ଆକାଉଣ୍ଟର ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ ମୋଦୀ: ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା

May 7, 2026

ବିଜେପିରେ ଯୋଗଦେବେ ପ୍ରିୟଙ୍କା ଚତୁର୍ବେଦୀ?: ସ୍ପଷ୍ଟ କଲେ ଶିବସେନା (UBT) ନେତ୍ରୀ

May 7, 2026

ବିଜୟଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ: ସରକାର ଗଠନ ପାଇଁ ଟିଭିକେ ସମ୍ମୁଖରେ ସର୍ତ୍ତ ରଖିଲେ ରାଜ୍ୟପାଳ

May 7, 2026

ବିହାରରେ ସମ୍ରାଟଙ୍କ କ୍ୟାବିନେଟ୍ ବିସ୍ତାର: ମନ୍ତ୍ରୀ ହେଲେ ନୀତିଶଙ୍କ ପୁଅ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.