Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱରରେ ଅତ୍ୟାଧୁନିକ ନ୍ୟୁରୋ ମଡୁଲେସନ ସେବା କେନ୍ଦ୍ର ଆରମ୍ଭ 
ଆଜିର ଖବର

ଏମ୍ସ ଭୁବନେଶ୍ୱରରେ ଅତ୍ୟାଧୁନିକ ନ୍ୟୁରୋ ମଡୁଲେସନ ସେବା କେନ୍ଦ୍ର ଆରମ୍ଭ 

August 29, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
AIIMSBBSR
Centre for Neuromodulation Services Inaugurated at AllMS Bhubaneswar

ଭୁବନେଶ୍ଵର: ଏମ୍ସ ଭୁବନେଶ୍ୱରର ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ନ୍ୟୁରୋ ମଡୁଲେସନ ସେବା କେନ୍ଦ୍ର ଆରମ୍ଭ କରାଯାଇଛି। ଏହି କେନ୍ଦ୍ରରେ ଅତ୍ୟାଧୁନିକ ନନ୍ଇନ୍ଭେସିଭ୍ ବ୍ରେନ ଷ୍ଟିମୁଲେସନ ଥେରାପି ମାଧ୍ୟମରେ ଗୁରୁତର ମାନସିକ ରୋଗୀଙ୍କ ଚିକିତ୍ସା କରାଯିବ। ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ଏହି ସେବା କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହା ଓଡିଶା ଓ ପଡୋଶୀ ରାଜ୍ୟର ଲୋକମାନଙ୍କୁ ସର୍ବାଧୁନିକ ତଥା ପ୍ରଭାବଶାଳୀ ଚିକିତ୍ସା ଯୋଗାଇଦେବ। ଏହି କେନ୍ଦ୍ରରେ ନ୍ୟୁରୋ ମଡୁଲେସନ ପ୍ରଯୁକ୍ତି ରହିଛି ଯେଉଁଥିରେ କି ରିପିଟେଟିଭ୍ ଟ୍ରାନ୍ସକ୍ରାନିଏଲ ମ୍ୟାଗ୍ନେଟିକ ଷ୍ଟିମୁଲେସନ ୟୁନିଟ, ଅଲ୍ଟ୍ରା-ବ୍ରିଫ୍ ପଲ୍ସ ଇସିଟି ୟୁନିଟ କାର୍ଯ୍ୟକ୍ଷମ ହେବ ବୋଲି ଡକ୍ଟର ବିଶ୍ୱାସ କହିଛନ୍ତି।

 

AllMS Bhubaneswar Centre for Neuromodulation Services
Share. Facebook Twitter LinkedIn Email WhatsApp Copy Link

Related Posts

ହିଣ୍ଡେନବର୍ଗ ମାମଲା: ସମସ୍ତ ଅଭିଯୋଗ ଭିତ୍ତିହୀନ, ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍ ଦେଲା ସେବି

September 18, 2025

ଢୋଲକିଆଙ୍କ ପରଲୋକ ପରେ ବିଜେଡିର ଖସିଗଲା ଗୋଟିଏ ଆସନ, କଣ ହେବ କଂଗ୍ରେସର ଅନାସ୍ଥା ଗଣିତ

September 18, 2025

ସେପ୍ଟେମ୍ବର ୨୦ ରେ ବୃତ୍ତିଗତ ଚିତ୍ର ଶିଳ୍ପୀଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା

September 18, 2025

ନିଶା କାରବାର ବିରୋଧରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ, ବାତିଲ କଲେ ଏହି ଭାରତୀୟ ଅଧିକାରୀଙ୍କ ଭିସା

September 18, 2025
Latest News

ହିଣ୍ଡେନବର୍ଗ ମାମଲା: ସମସ୍ତ ଅଭିଯୋଗ ଭିତ୍ତିହୀନ, ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍ ଦେଲା ସେବି

September 18, 2025

ଢୋଲକିଆଙ୍କ ପରଲୋକ ପରେ ବିଜେଡିର ଖସିଗଲା ଗୋଟିଏ ଆସନ, କଣ ହେବ କଂଗ୍ରେସର ଅନାସ୍ଥା ଗଣିତ

September 18, 2025

ସେପ୍ଟେମ୍ବର ୨୦ ରେ ବୃତ୍ତିଗତ ଚିତ୍ର ଶିଳ୍ପୀଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା

September 18, 2025

ନିଶା କାରବାର ବିରୋଧରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ, ବାତିଲ କଲେ ଏହି ଭାରତୀୟ ଅଧିକାରୀଙ୍କ ଭିସା

September 18, 2025

ଓଡିଶା ରାଜନୀତିରେ ହଲଚଲ, ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ, ସମର୍ଥନ ପାଇଁ ବିଜେଡି ବିଧାୟକଙ୍କୁ ସାକ୍ଷାତ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.