Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ବିଜେଡ଼ି ରୁ ନିଲମ୍ବିତ
ଆଜିର ଖବର

ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ବିଜେଡ଼ି ରୁ ନିଲମ୍ବିତ

September 12, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Prafulla Mallik
Prafulla mallik suspended

ଭୁବନେଶ୍ଵର: ବିଜେଡ଼ି ର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ନିଲମ୍ବିତ ହୋଇଛନ୍ତି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ଉପସଭାପତି ପ୍ରତାପ ଜେନା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ସେ ଦୀର୍ଘଦିନ ଧରି ସେ ଦଳୀୟ କାର୍ଯ୍ୟରୁ ଦୂରେଇ ରହିଥିଲେ ଏବଂ ଗତକାଲି ଦଳର ନେତୃତ୍ଵକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ, ”ମୁଁ ଏବେ ବିଜେଡ଼ି ରେ ଅଛି, କିନ୍ତୁ ସଙ୍ଗଠନାତ୍ମକ କାର୍ଯ୍ୟରେ ଅଂଶ ଗ୍ରହଣ କରୁନାହିଁ। ଯଦି ଦଳ ସଠିକ ଭାବେ ନଚାଲେ, ତେବେ ମୁଁ ଦଳ ଛାଡିବି।”

ତେବେ ଶ୍ରୀଯୁକ୍ତ ମଲ୍ଲିକଙ୍କ ନିଲମ୍ବନ ପରେ ଦଳ ଉପରେ କ’ଣ ପ୍ରଭାବ ପଡିବ, ତାହା ଦେଖିବା ବାକି ରହିଲା। ଏନେଇ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ପ୍ରଫୁଲ୍ଲ ମଲ୍ଲିକ ବରିଷ୍ଠ ନେତା ବିଜେଡ଼ି ରୁ ନିଲମ୍ବିତ
Share. Facebook Twitter LinkedIn Email WhatsApp Copy Link

Related Posts

‘ଆଜି ଅପରାହ୍ନ ୪ଟାରେ ବିହାରରେ ହେବ ବିସ୍ଫୋରଣ’: ପାକିସ୍ତାନୀରୁ ଆସିଲା ଧମକ

September 12, 2025

କୋରାପୁଟ ଓ ମାଲକାନଗିରିରେ ବିଭିନ୍ନ ଯୋଜନାର ସମୀକ୍ଷା କଲେ ରାଜ୍ୟପାଳ

September 12, 2025

ଭୁବନେଶ୍ୱରରେ “ହେଲଦି ଡାଏଟ୍ ଅଭିଯାନ” ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

September 12, 2025

ଲଜ୍ ରେ ଯୌନ କାରବାର, ପରିଚାଳକ ସମେତ ୪ ଗିରଫ

September 12, 2025
Latest News

‘ଆଜି ଅପରାହ୍ନ ୪ଟାରେ ବିହାରରେ ହେବ ବିସ୍ଫୋରଣ’: ପାକିସ୍ତାନୀରୁ ଆସିଲା ଧମକ

September 12, 2025

କୋରାପୁଟ ଓ ମାଲକାନଗିରିରେ ବିଭିନ୍ନ ଯୋଜନାର ସମୀକ୍ଷା କଲେ ରାଜ୍ୟପାଳ

September 12, 2025

ଭୁବନେଶ୍ୱରରେ “ହେଲଦି ଡାଏଟ୍ ଅଭିଯାନ” ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

September 12, 2025

ଲଜ୍ ରେ ଯୌନ କାରବାର, ପରିଚାଳକ ସମେତ ୪ ଗିରଫ

September 12, 2025

ଜାତୀୟ ଭୋଭିନାମ ମାର୍ସଲ ଆର୍ଟ ଚମ୍ପିୟାନସିପ: ୫ ପଦକ ଜିତିଲେ ଓଡ଼ିଶା ପୋଲିସର ଯୁବ କ୍ରୀଡ଼ାବିତ

September 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.