Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ କନେଷ୍ଟବଳରୁ ବନିଗଲେ କଲେକ୍ଟର, କିପରି ???
ଆଜିର ଖବର

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ କନେଷ୍ଟବଳରୁ ବନିଗଲେ କଲେକ୍ଟର, କିପରି ???

September 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ହେଡ କନେଷ୍ଟବଳରୁ ବନିଗଲେ କଲେକ୍ଟର, କିପରି ???

The Samikhsya Desk: କାହାର ଭାଗ୍ୟ କେତେବେଳେ କଣ ହେବ ତାହା କହି ହେବ ନାହିଁ। ସେ ଦିଲ୍ଲୀରେ କନେଷ୍ଟବଳ ଚାକିରୀ କରିଥିଲେ। ପରେ ସେ ପଦନ୍ନୋତି ପାଇ ହେଡ କନେଷ୍ଠବଳ ହେଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ପରେ ହେଲେ କଲେକ୍ଟର।  କନେଷ୍ଟବଳ ରୁ କଲେକ୍ଟର ଏହି କଥାଟି ନିଶ୍ଚିତ ସମସ୍ତଙ୍କୁ ବଡ ଅଜବ ଲାଗୁଥିବା। କିନ୍ତୁ କଥାଟି ସତ। ଆସନ୍ତୁ ଜାଣିବା କନେଷ୍ଟବଳରୁ ଜଣେ କିପରି କଲେକ୍ଟର ହେଲେ।

ସେ ହେଉଛନ୍ତି ରାଜସ୍ଥାନର ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ରାମ ଭଜନ କୁମାର। ବାପା ଶ୍ରମିକ ଭାବେ କାମ କରନ୍ତି। ଘରେ ଦୁଇଥର ଖାଇବା ସେହି ପରିବାର ପାଇଁ ବଡ କଷ୍ଟକର। ପୁଅ ରାମ ଭାଜନଙ୍କୁ ପାଠ ପଢାଇବା ବାପାମାଙ୍କ ପାଖରେ ବଡ କଷ୍ଟ ଦାୟକ ଥିଲା। ହେଲେ ସେମାନେ ନିଷ୍ପତି କଲେ ଯେ, ଯେପରି ହେଉ ପୁଅ ପାଠ ପଢାଇବୁ। ଚାକିରୀ କରୁ କିନ୍ତୁ ତାଙ୍କ ପରି ଶ୍ରମିକ ନ ହେଉ।

ତାହା ହିଁ ହେଲା ପୁଅ ପାଠ ପଢିଲା ଆଉ ବହୁ ଚେଷ୍ଠା ପରେ ସେ ଦିଲ୍ଲୀରେ କନେଷ୍ଠବଳ ଚାକିରୀ ପାଇଲା। ପରବର୍ତ୍ତି ସମୟରେ ସେ ହେଲେ ହେଡ କନେଷ୍ଠବଳ। ତେବେ ଚାକିରୀ ଭିତରେ ସେ ଆଇଏଏସ ପରୀକ୍ଷା ଦେଲେ ଆଉ ଭାଗ୍ୟ ସାଥ ଦେଲା ସେ ତାହା ପାଇଗଲେ। ତେବେ ଥରେ ନୁହେଁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ଆଠ ଥର ଆଇଏଏସ ପରୀକ୍ଷା ଦେଇଛନ୍ତି। ହେଲେ ସେ ସବୁ ସମୟରେ ଫେଲ ମାରିଛନ୍ତି। କିନ୍ତୁ ଗତଥର ସେ ଏହି ପରୀକ୍ଷା ଦେଇ ଆଇଏଏସ ଅଫିସର ବନିଯାଇଛନ୍ତି।

ରାମ ଭଜନ କହନ୍ତି ଯେ, ତାଙ୍କର ଜଣେ କନେଷ୍ଠବଳ ବନ୍ଧୁ ଏହିପରି ଆଇଏଏସ ଦେଇ ସଫଳ ହୋଇଥିଲେ। ତାଙ୍କ ଦ୍ବାରା ଅନୁପ୍ରାଣୀତ ହୋଇ ମୁଁ ମଧ୍ୟ ପରୀକ୍ଷା ଦେଲି। ହେଲେ ପାଇଲି ନାହିଁ। ତେବେ ମୋରି ଆଇଏଏସ ହେବାର ନିଶା ଜୋର ଧରିଥିଲା। ହତାଶ ନ ହୋଇ ବାରମ୍ବାର ପରୀକ୍ଷା ଦେଲି। ଆଠଥର ପରୀକ୍ଷା ଦେବା ପରେ ଏଥିରେ ମୁଁ ସଫଳ ହେଲି। ରାମ ଭଜନଙ୍କ ଏହି ଉଦ୍ୟମକୁ ନେଇ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି।

Read More- East Coast Railway Wins 4th Senior Men’s Hockey State Championship 2025

ଆଇଏଏସ ରାମ ଭାଜନ କୁମାର ଶ୍ରମିକରୁ ଆଇଏଏସ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

August 21, 2026

ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ: ଫେରିଲେ ଆଶିଷ କୁମାର ସିଂ

August 21, 2026

ଭେଜିପୁଟ ଗ୍ରାମରେ ସାମାନ୍ୟ କଥାକୁ ନେଇ ମାରଣାନ୍ତକ ଆକ୍ରମଣ

August 21, 2026

ବାପା ପୁଅକୁ ହତ୍ୟା ଉଦ୍ୟମ: ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

August 21, 2026
Latest News

ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

August 21, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ: ଫେରିଲେ ଆଶିଷ କୁମାର ସିଂ

August 21, 2026

ଭେଜିପୁଟ ଗ୍ରାମରେ ସାମାନ୍ୟ କଥାକୁ ନେଇ ମାରଣାନ୍ତକ ଆକ୍ରମଣ

August 21, 2026

ବାପା ପୁଅକୁ ହତ୍ୟା ଉଦ୍ୟମ: ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.