Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୀପାବଳି ପାଇଁ ରେଳବାଇର ଘୋଷଣା, ପୁରୀ ଓ ନୂଆଦିଲ୍ଲୀ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍
ଆଜିର ଖବର

ଦୀପାବଳି ପାଇଁ ରେଳବାଇର ଘୋଷଣା, ପୁରୀ ଓ ନୂଆଦିଲ୍ଲୀ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍

October 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦୀପାବଳି ପାଇଁ ରେଳବାଇର ଘୋଷଣା
ପୂଜାପର୍ବ ପାଇଁ ପୁରୀ ଏବଂ ନୂଆଦିଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଘୋଷଣା କଲା ରେଳବାଇ

ଦୀପାବଳି ପାଇଁ ରେଳବାଇର ଘୋଷଣା: ପାର୍ବଣ ଋତୁରେ ଅତିରିକ୍ତ ଭିଡ଼ ଦୂର କରିବା ପାଇଁ, ଭାରତୀୟ ରେଳବାଇ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ପୁରୀ ଏବଂ ନୂଆଦିଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ପରିଚାଳନା କରିବା ।

୧. ଆନନ୍ଦ ବିହାର – ପୁରୀ- ଆନନ୍ଦ ବିହାର, ଅଣସଂରକ୍ଷିତ ପାର୍ବଣ ସ୍ୱତନ୍ତ୍ର ଟ୍ରେନ୍ (ଟ୍ରେନ୍ ନମ୍ବର ୦୪୪୦୮/୦୪୪୦୭)

ଟ୍ରେନ୍ ନମ୍ବର ୦୪୪୦୮, ଆନନ୍ଦ ବିହାର – ପୁରୀ ପାର୍ବଣ ସ୍ୱତନ୍ତ୍ର ଏକ୍ସପ୍ରେସ୍, ତାରିଖ ୧୮.୧୦.୨୦୨୫ (ଶନିବାର) ରାତି ୨୩:୦୦ ଘଣ୍ଟା (ରାତି ୧୧ଟା) ରେ ଆନନ୍ଦ ବିହାର ଟର୍ମିନାଲରୁ ଛାଡ଼ିବ। ଟ୍ରେନ୍ ନମ୍ବର ୦୪୪୦୭, ପୁରୀ – ଆନନ୍ଦ ବିହାର ପାର୍ବଣ ସ୍ୱତନ୍ତ୍ର ଏକ୍ସପ୍ରେସ୍, ତାରିଖ ୨୦.୧୦.୨୦୨୫ (ସୋମବାର) ଦିନ ସନ୍ଧ୍ୟା ୧୬:୩୦ ଘଣ୍ଟା (ସନ୍ଧ୍ୟା ୪.୩୦ ଘଣ୍ଟା) ରେ ପୁରୀରୁ ଛାଡ଼ିବ।

ପୁରୀ ଏବଂ ଆନନ୍ଦ ବିହାର ମଧ୍ୟରେ ଏହି ଟ୍ରେନ୍‌ ଗୁଡିକର ପ୍ରମୁଖ ରହଣି ସ୍ଥାନ ହେଉଛି, ଖୋର୍ଦ୍ଧ ରୋଡ, ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ୱର, ଟାଟାନାଗର, ବୋକରୋ ଷ୍ଟିଲ ସିଟି, ହଜରିବାଗ ରୋଡ, ଗୟା, ପଣ୍ଡିତ ଡିନ୍ ଦୟାଲ ଉପାଧ୍ୟାୟ ଜଙ୍କସନ, ମିର୍ଜ଼ାପୁର ଏବଂ ଘାଜିଆବାଦ

କୋଚ୍ ସଂରଚନା: ସାଧାରଣ ଏବଂ ସ୍ଲିପର୍‌ କୋଚ୍‌ – ୧୫, ଲଗେଜ୍ କମ୍ ବ୍ରେକ୍‌ ଭ୍ୟାନ୍‌ – ୧, ଦିବ୍ୟାଙ୍ଗଜନ କୋଚ୍‌ -୧

୨. ପୁରୀ–ନିଜାମୁଦ୍ଦିନ (ଟ୍ରେନ୍‌ ସଂଖ୍ୟା ୦୮୪୭୫) ଏକପଥୀ ସ୍ପେଶାଲ୍‌ ଏକ୍ସପ୍ରେସ୍‌ (ସମ୍ବଲପୁର ସିଟି–ଝାରସୁଗୁଡା ରୋଡ୍‌ ମାର୍ଗରେ)

ଟ୍ରେନ୍ ନମ୍ବର ୦୮୪୭୫, ପୁରୀ- ହଜରତ ନିଜାମୁଦ୍ଦିନ ସ୍ପେଶାଲ୍‌ ଏକ୍ସପ୍ରେସ୍‌ ତାରିଖ ୧୯.୧୦.୨୦୧୫ (ରବିବାର) ପୁରୀରୁ ପ୍ରଭାତ ୦୪:୫୦ ଘଣ୍ଟାରେ ଯାତ୍ରା ଆରମ୍ଭ କରିବ | ପୁରୀ ଏବଂ ନିଜାମୁଦିନ ମଧ୍ୟରେ ଏହି ଟ୍ରେନ୍‌ର ପ୍ରମୁଖ ରହଣି ସ୍ଥାନଗୁଡ଼ିକ ହେଉଛି, ଖୋର୍ଦ୍ଧ ରୋଡ, ଭୁବନେଶ୍ୱର, ଢେଙ୍କାନାଳ, ସମ୍ବଲପୁର ସିଟି, ଝାରସୁଗୁଡା ରୋଡ୍‌, ବିଳାସପୁର, ଝାନ୍ସୀ ଏବଂ ଆଗ୍ରା କ୍ୟାଣ୍ଟ।

କୋଚ୍ ସଂରଚନା: ସାଧାରଣ କୋଚ୍‌ – ୪, ସ୍ଲିପର୍‌ – ୧୪, ଲଗେଜ୍‌ କମ୍‌ ବ୍ରେକ୍‌ ଭ୍ୟାନ୍‌–କମ୍‌ ଦିବ୍ୟାଙ୍ଗଜନ – ୨ ।

ପାର୍ବଣ ଋତୁର ଯାତ୍ରୀଙ୍କ ଚାହିଦା ଏବଂ ସୁବିଧାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍ ସେବାଗୁଡ଼ିକର ବ୍ୟବସ୍ଥା କରାଯାଇଛି, ଯାହା ପୂର୍ବତଟ ରେଳପଥର ପ୍ରମୁଖ ଷ୍ଟେସନ ଦେଇ ଯାତ୍ରା କରିବା ।

Naveen Turns 79: Sudarsan Greets with Sand Art at Puri Beach

Diwali Diwali Festival eastcoastrailway New Train For Diwali ଦୀପାବଳୀ ପାଇଁ ନୂଆ ଟ୍ରେନ ପୂଜା ପାଇଁ ରେଳବାଇର ଘୋଷଣା
Share. Facebook Twitter LinkedIn Email WhatsApp Copy Link

Related Posts

RCB ପରେ ଆଉ ଏକ ପୂର୍ବ IPL ଚାମ୍ପିଅନ୍ ଦଳ ବିକ୍ରୟ ପାଇଁ ପ୍ରସ୍ତୁତ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 28, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ: ପୂର୍ବ-ପଶ୍ଚିମ ଓଡ଼ିଶା ସଂଯୋଗୀକରଣରେ ମହତ୍ଵପୂର୍ଣ୍ଣ ମାଇଲଖୁଣ୍ଟ

November 28, 2025

ଶନିବାର ଠାରୁ ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫

November 28, 2025

ଆକଳନଠାରୁ ଅଧିକ ଗତିରେ ଦୌଡିଲା ଭାରତର GDP: ଆସିଲା ରିପୋର୍ଟ

November 28, 2025
Latest News

RCB ପରେ ଆଉ ଏକ ପୂର୍ବ IPL ଚାମ୍ପିଅନ୍ ଦଳ ବିକ୍ରୟ ପାଇଁ ପ୍ରସ୍ତୁତ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 28, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ: ପୂର୍ବ-ପଶ୍ଚିମ ଓଡ଼ିଶା ସଂଯୋଗୀକରଣରେ ମହତ୍ଵପୂର୍ଣ୍ଣ ମାଇଲଖୁଣ୍ଟ

November 28, 2025

ଶନିବାର ଠାରୁ ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫

November 28, 2025

ଆକଳନଠାରୁ ଅଧିକ ଗତିରେ ଦୌଡିଲା ଭାରତର GDP: ଆସିଲା ରିପୋର୍ଟ

November 28, 2025

ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରୁଛି ସିପିଗ୍ରାମ୍ସ ପୋର୍ଟାଲ

November 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.