Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଣ୍ଟେନରରେ ଗୋରୁ ଚାଲାଣ ବେଳେ ୩୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର
ଆଜିର ଖବର

କଣ୍ଟେନରରେ ଗୋରୁ ଚାଲାଣ ବେଳେ ୩୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର

November 15, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
କଣ୍ଟେନରରେ ଗୋରୁ ଚାଲାଣ ବେଳେ ୩୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର
କଣ୍ଟେନରରେ ଗୋରୁ ଚାଲାଣ ବେଳେ ୩୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭୀମଭୋଇ ଛକ ନିକଟରେ ବେଆଇନ ଭାବେ ଗୋ ଚାଲାଣ ହେଉଥିବା ବେଳେ ଏକ କଣ୍ଟେନର ଗାଡ଼ିକୁ ସ୍ଥାନୀୟ ଲୋକେ ଓ ପୋଲିସ ସହାୟତାରେ ଗାଡ଼ିକୁ ଅଟକାଇ ୩୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର କରାଯାଇଛି। ଏଥିରେ ସମ୍ପୃକ୍ତି ଥିବା ଜଣେ ଗୋ ଚାଲାଣକାରିକୁ ପୋଲିସ ଗିରଫ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି।

ସୂଚନା ଅନୁଯାୟୀ, ବେଗୁନିଆରୁ ଖଡକପୁରକୁ ଏକ କଣ୍ଟେନର ଗାଡ଼ିରେ ବେଆଇନ ଭାବେ ଗୋ ଚାଲାଣ ହେଉଥିବା ଖବର ପାଇ ବଜରଙ୍ଗଦଳର କାର୍ଯ୍ୟକର୍ତ୍ତା ମାନେ ବଇଣ୍ଡାରୁ ଗାଡ଼ିକୁ ଧରିବା ପାଇଁ ପିଛା କରିଥିଲେ। ଶେଷରେ ରେଢ଼ାଖୋଲ ପୋଲିସ ସହାୟତାରେ ସ୍ଥାନୀୟ ଲୋକେ ଗାଡ଼ିକୁ ଅଟକାଇ ଥିଲେ। ଗାଡି ଭିତରୁ ଗୋରୁ ମାନଙ୍କୁ ଉଦ୍ଧାର କରି ବୈଷ୍ଣବଝୁଲି ସ୍ଥିତ ଗୋଶାଳାରେ ଜିମା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରିଥିବା ଜଣା ପଡିଛି।

ଗୋ ଚାଲାଣ ବଜରଙ୍ଗ ଦଳ ରେଢାଖୋଲ ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

Panchanga: ଆଜିର ତିଥି କଣ, ଆଜିର ଶୁଭ ମୁହୂର୍ତ୍ତ କେତେବେଳେ, ଆଜି କଣ କଲେ ଭଲ ଫଳ ମିଳିବ

December 6, 2025

ଆଜି ଡିସେମ୍ବର 6 ତାରିଖ ଶନିବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

December 6, 2025

ପ୍ରଥମରୁ ଦ୍ବାଦଶ ଶ୍ରେଣୀର ସମସ୍ତ ବହି ପରିବର୍ତ୍ତନ ହେବ, ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା, ଜାଣନ୍ତୁ କେବେ…

December 5, 2025

ପୂର୍ବ ସରକାର ଯଦି ଦୁର୍ନିତି କରିଛନ୍ତି ଦମ ଅଛି ତ ଭିଜିଲାନ୍ସ ଲଗାଅ, ବିଧାନସଭାରେ ଗର୍ଜିଲେ ବିଧାୟକ ଅରବିନ୍ଦ

December 5, 2025
Latest News

Panchanga: ଆଜିର ତିଥି କଣ, ଆଜିର ଶୁଭ ମୁହୂର୍ତ୍ତ କେତେବେଳେ, ଆଜି କଣ କଲେ ଭଲ ଫଳ ମିଳିବ

December 6, 2025

ଆଜି ଡିସେମ୍ବର 6 ତାରିଖ ଶନିବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

December 6, 2025

ପ୍ରଥମରୁ ଦ୍ବାଦଶ ଶ୍ରେଣୀର ସମସ୍ତ ବହି ପରିବର୍ତ୍ତନ ହେବ, ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା, ଜାଣନ୍ତୁ କେବେ…

December 5, 2025

India Russia Summit:ବାର୍ଷିକ ଶିଖର ସମ୍ମିଳନୀରେ ଜାତୀୟ ମୁଦ୍ରା ବ୍ୟବହାର କରି ବାଣିଜ୍ୟ ବୃଦ୍ଧି ପାଇଁ ସହମତି

December 5, 2025

ପୂର୍ବ ସରକାର ଯଦି ଦୁର୍ନିତି କରିଛନ୍ତି ଦମ ଅଛି ତ ଭିଜିଲାନ୍ସ ଲଗାଅ, ବିଧାନସଭାରେ ଗର୍ଜିଲେ ବିଧାୟକ ଅରବିନ୍ଦ

December 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.