Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାନ୍ତାଳୀ ଭାଷାରେ ଭାରତୀୟ ସମ୍ବିଧାନ ପରି ଐତିହାସିକ ପଦକ୍ଷେପକୁ ଅମିତ ଶାହଙ୍କ ପ୍ରଶଂସା
ଆଜିର ଖବର

ସାନ୍ତାଳୀ ଭାଷାରେ ଭାରତୀୟ ସମ୍ବିଧାନ ପରି ଐତିହାସିକ ପଦକ୍ଷେପକୁ ଅମିତ ଶାହଙ୍କ ପ୍ରଶଂସା

December 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅମିତ ଶାହ
'SIR ସମେତ ସବୁ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ': ରାହୁଲଙ୍କୁ ବିତର୍କ ଚ୍ୟାଲେଞ୍ଜ ଦେଲେ ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ସାନ୍ତାଳୀ ଭାଷାରେ ଭାରତୀୟ ସମ୍ବିଧାନ ପ୍ରକାଶନର ଐତିହାସିକ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।

‘ଏକ୍ସ’ର ଏକ ପୋଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଭାରତୀୟ ଭାଷାଗୁଡ଼ିକୁ ସମ୍ମାନ ଦେବା ଦିଗରେ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ କହିଥିଲେ, ସାନ୍ତାଳୀ ଭାଷାରେ ଆମ ସମ୍ବିଧାନର ପ୍ରକାଶନ ସାନ୍ତାଳୀ ସମ୍ପ୍ରଦାୟ ଏବଂ ସମଗ୍ର ଦେଶ ପାଇଁ ଗର୍ବର ବିଷୟ। ଶ୍ରୀ ଶାହ କହିଥିଲେ ଯେ, ଓଲ ଚିକୀ ଲିପିରେ  ପ୍ରକାଶିତ ଏହି ସମ୍ବିଧାନ, ଆଦିବାସୀ ସମ୍ପ୍ରଦାୟକୁ ଆମ ସମ୍ବିଧାନର ଆଦର୍ଶ ଏବଂ ମୂଲ୍ୟବୋଧକୁ ଅଧିକ ସ୍ପଷ୍ଟ ଭାବରେ ଜଣାଇବ ଏବଂ ଆମ ସମ୍ବିଧାନ ନିର୍ମାତାଙ୍କ ସ୍ୱପ୍ନକୁ ପୂରଣ କରିବ।

ଅମିତ ଶାହ ଆଦିବାସୀ ସମ୍ପ୍ରଦାୟ ଓଲ ଚିକୀ ଲିପି ନରେନ୍ଦ୍ର ମୋଦୀ ଭାରତୀୟ ଭାଷା ଭାରତୀୟ ସମ୍ବିଧାନ ସାନ୍ତାଳୀ ଭାଷା
Share. Facebook Twitter LinkedIn Email WhatsApp Copy Link

Related Posts

ଚାକିରି ନୁହେଁ, ଏବେ ନିଜେ ହେବେ ମାଲିକ! ଫୁଡ୍ ବିଜନେସ୍ ପାଇଁ ମିଳିବ ୭୫% ସବସିଡି

November 16, 2026

ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

November 15, 2026

ରାହୁଲଙ୍କୁ ଅମିତ ଶାହଙ୍କ କଡ଼ା ଟାର୍ଗେଟ୍: ଦେଶକୁ ବଦନାମ କରି କ୍ଷମତା ମିଳିବନି, କଂଗ୍ରେସକୁ ଶୁଣାଇଲେ ୧୨ ଲକ୍ଷ କୋଟିର ହିସାବ!

November 15, 2026

ମଦ୍ୟପ ସ୍ୱାମୀଙ୍କ ନିର୍ଯାତନାର ଭୟଙ୍କର ପରିଣତି! ବିଦ୍ୟୁତ୍ ଆଘାତ ଦେଇ ହତ୍ୟା ଅଭିଯୋଗ

November 15, 2026
Latest News

ସମ୍ଭାବ୍ୟ ବର୍ଷା ଓ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ଜୋରଦାର

November 16, 2026

ଜନଜାତି ସାହିତ୍ୟ ଓ ଭାଷା ସଂରକ୍ଷଣ ଦେଶର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବ : ରାଜ୍ୟପାଳ

November 16, 2026

ଚାକିରି ନୁହେଁ, ଏବେ ନିଜେ ହେବେ ମାଲିକ! ଫୁଡ୍ ବିଜନେସ୍ ପାଇଁ ମିଳିବ ୭୫% ସବସିଡି

November 16, 2026

ହାତୀ ମୃତ୍ୟୁ ମାମଲା: ଫରେଷ୍ଟର, ଫରେଷ୍ଟ ଗାର୍ଡ ସସ୍‌ପେଣ୍ଡ

November 16, 2026

ଡାଇବେଟିସ୍ ହେବା ପୂର୍ବରୁ ମିଳେ ସତର୍କ ସଙ୍କେତ, ରକ୍ତରେ ସୁଗାର କେତେ ରହିଲେ କୁହାଯାଏ ପ୍ରିଡାଇବେଟିସ୍?

November 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.