Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସାମ, କେରଳମ୍ ଓ ପୁଡୁଚେରୀରେ ଭୋଟିଂ ଜାରି
ଆଜିର ଖବର

ଆସାମ, କେରଳମ୍ ଓ ପୁଡୁଚେରୀରେ ଭୋଟିଂ ଜାରି

April 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଦୁଇଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟିଂ ଜାରି ରହିଛି । ପୁଡୁଚେରୀରେ ମୋଟ୍ ୩୦ଟି ଆସନ ପାଇଁ ଏଠାରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ ।  ଆସାମରେ ୧୨୨ଟି ଆସନ କେରଳମ୍‌ରେ ୧୪୦ଟି ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ କରୁଛନ୍ତି ଜନତା ।
ଆସମାରେ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱାଧୀନ ବିଜେପି ସରକାରର କ୍ଷମତା ଥିବାବେଳେ ଏହାକୁ ଗାଦିଚ୍ୟୁତ କରିବାକୁ କଂଗ୍ରେସ ଅଣ୍ଟା ଭିଡ଼ିଛି । ଆସାମରେ ଏଥର ବି ବିଜେପି ବନାମ୍ କଂଗ୍ରେସ ଲଢ଼େଇ ହେଉଛି। ଆସାମରେ ନୂଆ କଂଗ୍ରେସ ଅଧ୍ୟକ୍ଷ ଭାବେ ସାଂସଦ ଗୌରବ ଗୋଗଇଙ୍କ ନେତୃତ୍ବରେ ଦଳ ଲଢ଼ୁଛି। ତେଣୁ ଏଥର କମବ୍ୟାକ୍ କରିବା ନା ମାତ୍ ଖାଇବ ତା ଉପରେ ନଜର।
କେରଳମ୍‌ରେ ପିନରାୟ ବିଜୟନ୍‌ଙ୍କ ଏଲଡିଏଫ୍‌ର ସରକାର ଥିବାବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁଡ଼ିଏଫ୍ କ୍ଷମତାକୁ ଆସିବା ପାଇଁ କରସତ ଚଲାଇଛି । ସେହିପରି ପୁଡୁଚେରୀରେ ଏନଆର କଂଗ୍ରେସ ଓ ବିଜେପିର ମେଣ୍ଟ ସରକାର ଥିବାବେଳେ ପୁଣିଥରେ କ୍ଷମତାକୁ ଆସିବା ପାଇଁ ଗୋଟି ଚଳାଇଛନ୍ତି । ତେବେ ଏହି ନିର୍ବାଚନକୁ ନେଇ ବହୁତ ଆଶା ରହିଛି । ମେ’ ୪କୁ ଅପେକ୍ଷା । ସାମ୍ପ୍ରତିକି ସ୍ଥିତି ଓ ପରିସ୍ଥିତିରେ ଏହି ତିନୋଟି ସ୍ଥାନର ନିର୍ବାଚନୀ ଫଳ ଭାରତୀୟ ରାଜନୀତିର ସ୍ଥିତିକୁ ନୂଆ ଦିଶା ଦେବ ବୋଲି ଆଶା କରାଯାଉଛି ।

#election2026 #Asam #Puduchery #Kerelam #Highvolate
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ଦର କମିଲା, ରୂପା ମଧ୍ୟ ଶସ୍ତା: ଜାଣନ୍ତୁ ଆଜିର ମୂଲ୍ୟ

August 28, 2026

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

August 28, 2026

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୩୮୯ କୁ ବୃଦ୍ଧି, ଏବେ ବି ନିଖୋଜ ୧୪୦୦

August 28, 2026

୧୨ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ଜମା ରାଶି ୩.୧୭ ଲକ୍ଷ କୋଟି

August 28, 2026
Latest News

ସୁନା ଦର କମିଲା, ରୂପା ମଧ୍ୟ ଶସ୍ତା: ଜାଣନ୍ତୁ ଆଜିର ମୂଲ୍ୟ

August 28, 2026

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

August 28, 2026

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୩୮୯ କୁ ବୃଦ୍ଧି, ଏବେ ବି ନିଖୋଜ ୧୪୦୦

August 28, 2026

୧୨ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ଜମା ରାଶି ୩.୧୭ ଲକ୍ଷ କୋଟି

August 28, 2026

‘ଫୁଟ ଓଭର ବ୍ରିଜ’ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ: ଭୁବନେଶ୍ଵର ସାଂସଦଙ୍କୁ ଟାର୍ଗେଟ କଲା କଂଗ୍ରେସ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.