Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ
ଆଜିର ଖବର

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

ରେଢ଼ାଖୋଲ (କନ୍ଦର୍ପ ବେହେରା): ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ସକାଳେ ପ୍ରଭୁଜୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ବୃନ୍ଦାବନ ବିହାର ଠାରେ ପ୍ରମୁଖ ଜନ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ଜିଲ୍ଲାର ଯୁଯୁମୁରା, ନାକଟିଦେଉଳ ଓ ରେଢ଼ାଖୋଲ ଖଣ୍ଡର ସବୁ ଶ୍ରେଣୀର ବ୍ୟକ୍ତି ମାନେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓଡ଼ିଶା ପଶ୍ଚିମ ପ୍ରାନ୍ତର ସହ ସଂପର୍କ ପ୍ରମୁଖ ତଥା କୁଚିଣ୍ଡା କେସେଇ ବାହାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ଦାସ ଯୋଗଦେଇ ସଂଘର ଉତ୍ପତ୍ତି ରୁ ଆରମ୍ଭ କରି ଆଜି ୧୦୦ ବର୍ଷରେ ପହଞ୍ଚିଥିବା ସଂଗଠନ ବିଷୟରେ ଆଲୋକପାତ କରିଥିଲେ। ଉପସ୍ଥିତ ସତଜନ ମାନେ ସଂଘ ବିଷୟରେ ମୁଖ୍ୟ ବକ୍ତାଙ୍କ ସହିତ ଆଲୋଚନା କରିଥିଲେ।

ଦିଲ୍ଲିପ ସାମନ୍ତ, ପୁଷ୍ପାଞ୍ଜଳି ସାମନ୍ତରାୟ, ପ୍ରକାଶ ମୁଖୀ, ମହାବୀର ସିଂ ଦେଓ, କରୁଣାକର ପ୍ରଧାନ, ଇଶ୍ଵର ଚନ୍ଦ୍ର ପୃଷ୍ଟି, କନ୍ଦର୍ପ ସାହୁ, ମହେଶ୍ୱର ପ୍ରଧାନ, ଗୁଣମଣି ବିଶ୍ବାଳ ପ୍ରମୁଖ ଆଲୋଚନାରେ ଯୋଗଦେଇ ଭାରତରେ ବସବାସ କରୁଥିବା ଏବଂ ହିନ୍ଦୁ ସଂସ୍କୃତି ପର୍ବପର୍ବାଣୀ କୁ ପାଳନ କରୁଥିବା ପ୍ରତ୍ୟେକ ଭାରତୀୟ ହିନ୍ଦୁ ତେଣୁ ହିନ୍ଦୁ ଏକତା ହିଁ ରାଷ୍ଟ୍ରୀୟ ସୁରକ୍ଷା ବୋଲି ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶା ପଶ୍ଚିମ ପ୍ରାନ୍ତର ସହ ବ୍ୟବସ୍ଥା ପ୍ରମୁଖ ଖଗେଶ୍ବର ବେହେରା, ରେଢ଼ାଖୋଲ ଖଣ୍ଡର ସଂଘ ଚାଳକ ସନ୍ତୋଷ କୁମାର ରଥ , କାର୍ଯ୍ୟବାହ ସୁବାସ ପ୍ରଧାନ , ସମ୍ବଲପୁର ଜିଲ୍ଲା ର ସହ କାର୍ଯ୍ୟବାହ ସନ୍ତୋଷ କୁମାର ପ୍ରଧାନ , ଜିଲ୍ଲା ବୌଦ୍ଧିକ ପ୍ରମୁଖ ସୁରଥ ସାହୁ , ରାକେଶ ଦେହୁରୀ , ମନୋଜ୍ ସାହୁ , ଦେବବ୍ରତ ସାହୁ , ଚିରଞ୍ଜିବୀ ପ୍ରଧାନ , ପଞ୍ଚାନନ ଗଡ଼ନାୟକ ପ୍ରମୁଖ ସହଯୋଗ କରିଥିଲେ।

ଓଡ଼ିଶା ପଶ୍ଚିମ ପ୍ରାନ୍ତ ନାକଟିଦେଉଳ ପ୍ରମୁଖ ଜନ ସଂଗୋଷ୍ଠୀ ଯୁଯୁମୁରା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026

ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

April 12, 2026
Latest News

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026

ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.