Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତହସିଲଦାରଙ୍କୁ ହତ୍ୟା ଉଦ୍ୟମ : ୭ ଗିରଫ
ଆଜିର ଖବର

ତହସିଲଦାରଙ୍କୁ ହତ୍ୟା ଉଦ୍ୟମ : ୭ ଗିରଫ

April 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଯାଜପୁର: ଯାଜପୁର ବ୍ୟାସନଗର ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ମାମଲାରେ ୭ଜଣଙ୍କୁ ଗିରଫ କରିଛି କୋରେଇ ପୋଲିସ୍ । ଲଘୁ ଖଣିଜ ଲୁଟ୍ ଅଭିଯୋଗରେ ରେଡ୍ ପାଇଁ ଯାଉଥିବାବେଳେ ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢେଇ ଦେଇଥିଲେ । ଗତକାଲି କୋରେଇ ମୀନାବଜାର ଛକ ନିକଟରେ ହତ୍ୟା ଉଦ୍ୟମ କରାଯାଇଥିଲା । । ଏହିଘଟଣାରେ ପୋଲିସ୍ ଆକ୍ସନ ନେଇଛି । ୭ଜଣଙ୍କୁ ଗିରଫ କରିବା ସହିତ ୫ଟି ଟ୍ରାକ୍ଟର ଓ ୨ଟି ଜେସିବି ମଧ୍ୟ ଜବତ କରିଛି ।
ସୂଚନାଯୋଗ୍ୟ, ମାଫିଆମାନେ ଖୋଲାଖୋଲି ଭାବେ ଆଇନ୍ ଉଲ୍ଲଂଘନ କରି ଅପରାଧ କରିବାକୁ ମଧ୍ୟ ପଛାଉନାହାନ୍ତି । ତେବେ ଏହି ଘଟଣା ପରେ ପରିସ୍ଥିତି କିପରି ରହୁଛି, ତାହା ଦେଖିବାକୁ ବାକି ରହିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ଭାରତୀୟ ରେଳପଥରେ ଅଗ୍ରଣୀ ପୂର୍ବତଟ ରେଳପଥ

October 11, 2026

RBI ର ବଡ଼ ପଦକ୍ଷେପ: ଡଲାର ତୁଳନାରେ ମଜବୁତ ହେବ କି ଟଙ୍କା?

October 11, 2026

ASSOCHAM’s O-LEAD 2026: କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଶିକ୍ଷା, ଶିଳ୍ପ ଓ ଷ୍ଟାର୍ଟଅପ୍ ଉପରେ ଗୁରୁତ୍ବ

October 11, 2026

ପାରାଦୀପ ବନ୍ଦରର ନୂଆ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ

October 11, 2026
Latest News

ଡ୍ରୋନ୍ ଆଧାରିତ ନିରୀକ୍ଷଣରେ ଭାରତୀୟ ରେଳପଥରେ ଅଗ୍ରଣୀ ପୂର୍ବତଟ ରେଳପଥ

October 11, 2026

RBI ର ବଡ଼ ପଦକ୍ଷେପ: ଡଲାର ତୁଳନାରେ ମଜବୁତ ହେବ କି ଟଙ୍କା?

October 11, 2026

ASSOCHAM’s O-LEAD 2026: କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ଶିକ୍ଷା, ଶିଳ୍ପ ଓ ଷ୍ଟାର୍ଟଅପ୍ ଉପରେ ଗୁରୁତ୍ବ

October 11, 2026

ଶସ୍ତା ହେବ କି ଡିଜେଲ?: ଅନ୍ତର୍ଜାତୀୟ ବଜାରରେ ହଇଚଇ ସୃଷ୍ଟି ରୁଷର ନୂତନ ନିଷ୍ପତ୍ତି

October 11, 2026

ପାରାଦୀପ ବନ୍ଦରର ନୂଆ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.