Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା
ଆଜିର ଖବର

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆସିଛି ବୁଥ ବାହୁଡା ମତ । ଏହାସହ କିଏ କେଉଁଠି ଅଧିକ ସିଟ ପାଉଛି । ଆଉ କିଏ ବହୁ ମତରେ ସରକାର ଗଢୁଛି ତାକୁ ନେଇ ବିଭିନ୍ନ ସଂସ୍ଥା ନିଜର ସର୍ଭେ ରିପୋର୍ଟ ପ୍ରଦାନ କରିଛନ୍ତି । ତେବେ ବୁଥ ବାହୁଡା ମତ ସହ ପଶ୍ଚିମବଙ୍ଗକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବୁଥ ବାହୁଡା ମତ ଅନୁସାରେ ଏଥର ଟିଏମସିକୁ ଝଟକା ଲାଗିପାରେ । ଏହି କ୍ରମରେ ବିଜେପି ୧୫୦ରୁ ୧୭୫ ଆସନ ଜିତିବା ନେଇ ଆକଳନ କରାଯାଇଥିବାବେଳେ ଟିଏମସି ୧୧୮ ରୁ ୧୩୮ ଆସନ ଜିତବା ନେଇ ଆକଳନ କରାଯାଇଛି ।

ପୋଲ ଡାଏରୀ ଅନୁଯାୟୀ, ଟିଏମସିକୁ ୯୯-୧୨୭ ଆସନ, ବିଜେପିକୁ ୧୪୨-୧୭୧, କଂଗ୍ରେସକୁ ୩ ରୁ ୫ ଏବଂ ଅନ୍ୟାନ୍ୟଙ୍କୁ ୫ ରୁ ୯ ଆସନ ମିଳିବ ବୋଲି ଆଶା କରାଯାଉଛି।

ପ୍ରଜା ପୋଲ ସର୍ଭେ ବିଜେପି ପାଇଁ ଏକ ଦୃଢ଼ ବିଜୟର ପୂର୍ବାନୁମାନ କରିଛି। ଟିଏମସି 85 ରୁ 110 ଆସନ, ବିଜେପି 178 ରୁ 208 ଆସନ ଏବଂ ଅନ୍ୟାନ୍ୟ 0 ରୁ 5 ଆସନ ଜିତିବେ ବୋଲି ଆକଳନ କରାଯାଇଛି।

ବଙ୍ଗଳା ପାଇଁ MATRIZE ଏକଜିଟ୍ ପୋଲ ଆଧାରରେ  TMC 125-140 ଆସନ ଜିତିପାରେ ଓ BJP 146-161 ଆସନ ଜିତିପାରେ ଅନ୍ୟମାନେ 6-10 ଆସନ ଜିତିବେ ବୋଲି ଆକଳନ କରାଯାଇଛି । 

 

exitpoll westbengal2026
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରକକୁ ପିଟିଲା ଟ୍ରକ : ୨ ମୃତ 

September 20, 2026

ମହଙ୍ଗା ପଡ଼ିଲା ଜେଲ ଭିତରେ ମୋବାଇଲ ଦେବା ଘଟଣା: ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ସସ୍‌ପେଣ୍ଡ

September 20, 2026

ଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

September 20, 2026

କଫ ସିରଫ ବେପାରୀଙ୍କୁ ଏନକାଉଣ୍ଟର, ପୋଲିସ ଗୁଳିରେ ଜଣେ ଆହତ

September 20, 2026
Latest News

ଟ୍ରେନ୍‌ରେ କାହିଁକି ଏବଂ କେଉଁ ସ୍ଥାନରେ ବାଜିଥାଏ ୧୧ ପ୍ରକାର ହର୍ଣ୍ଣ

September 20, 2026

ଆସନ୍ତୁ ଜାଣିବା ଲାଲ ଅଙ୍ଗୁର ଆମ ଦେହ ପାଇଁ କେତେ ଉପକାରୀ

September 20, 2026

ଟ୍ରକକୁ ପିଟିଲା ଟ୍ରକ : ୨ ମୃତ 

September 20, 2026

ମହଙ୍ଗା ପଡ଼ିଲା ଜେଲ ଭିତରେ ମୋବାଇଲ ଦେବା ଘଟଣା: ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ସସ୍‌ପେଣ୍ଡ

September 20, 2026

ଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.