ଦିଗପହଣ୍ଡି : ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ପାଟପୁର ଥାନା କଉଡିଆ ଗାଁରେ ଅନ୍ୟ ଜଣେ ଯୁବକଙ୍କ ଆକ୍ରମଣ । ପ୍ରେମ ପାଇଁ ଏହି ଆକ୍ରମଣ ହୋଇଥିବାର ସୂଚନା ରହିଛି । ବେକରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବାବେଳେ ଆକ୍ରମଣକାରୀ ଫେରାର ଅଛନ୍ତି ।


