ପୁରୀ : ଭଣ୍ଡାର ଘରେ ଦୁଇ ମେକାପ ସେବକ ଙ୍କ ମଧ୍ୟର ମାରପିଟ ଘଟଣାରେ କିଷାନ ମେକାପଙ୍କୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅନ୍ୟଦେଶ ପର୍ଯ୍ୟନ୍ତ ସେବା ଓ ପୂଜାରୁ ନିଲମ୍ବିତ ରହିବେ ମେକାପ ସେବକ । ରତ୍ନଭଣ୍ଡାର ପ୍ରବେଶକୁ ନେଇଥିଲା ବଚସା । ସମ୍ପର୍କୀୟ ଦାଦା – ପୁତୁରାଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।


