ବାଲିଗୁଡା : କଦମପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବଡ ଭାଇ ନେଲା ମଝିଆ ଭାଇର ଜୀବନ । ବାଉଁଶ କାଟିବାକୁ ନେଇ ଟାଙ୍ଗିଆ ଆକ୍ରମଣରେ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ଅଭିଯୁକ୍ତ ବଡଭାଇକୁ ଗିରଫ କରି ତୁମୁଡିବନ୍ଧ ପୋଲିସ ତଦନ୍ତ ଆରମ୍ଭ କରିଛି ।