Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ଟିଭି ଆପ୍ ରେ ଓଡ଼ିଆ କଣ୍ଟେଣ୍ଟ ସମ୍ଭାର
ଆଜିର ଖବର

ଜିଓ ଟିଭି ଆପ୍ ରେ ଓଡ଼ିଆ କଣ୍ଟେଣ୍ଟ ସମ୍ଭାର

June 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓ ଟିଭି ଆପ୍ ରେ ଓଡ଼ିଆ କଣ୍ଟେଣ୍ଟ ସମ୍ଭାର
ଜିଓ ଟିଭି ଆପ୍ ରେ ଓଡ଼ିଆ କଣ୍ଟେଣ୍ଟ ସମ୍ଭାର
ଭୁବନେଶ୍ବର: ଜିଓ ଟିଭି ଆପ୍ ରେ ଏବେ ସମସ୍ତ ପ୍ରମୁଖ ଓଡ଼ିଆ ନ୍ୟୁଜ ଓ ମନୋରଞ୍ଜନ ଚ୍ୟାନେଲ ସହିତ ତରଙ୍ଗ ପ୍ଲସ ଓ କଞ୍ଚା ଲଙ୍କା ଭଳି ଲୋକପ୍ରିୟ ଓଡ଼ିଆ ଓଟିଟି କଣ୍ଟେଣ୍ଟ ଉପଲବ୍ଧ ହୋଇଛି।
ମାତ୍ର ୨୦୦ ଟଙ୍କାର ‘ଜିଓ ଓଟିଟି ପାସ୍’, ଗ୍ରାହକମାନଙ୍କୁ ତରଙ୍ଗ ପ୍ଲସ ଓ କଞ୍ଚା ଲଙ୍କା ସମେତ ୧୫ ଟି ପ୍ରିମିୟମ୍ ଓଟିଟି ଆପ୍, ୧୦୦୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍, ୩୦ ଜିବି ହାଇ-ସ୍ପିଡ୍ ଡାଟା ଏବଂ ଅସୀମିତ ୫ଜି ସଂଯୋଗର ଲାଭ ପ୍ରଦାନ କରୁଛି।
ଏହା ଦ୍ୱାରା ନିଜ ପସନ୍ଦର ବିଭିନ୍ନ ଓଟିଟି ଆପ୍ ପାଇଁ ଗ୍ରାହକଙ୍କୁ ଅଲଗା ଅଲଗା ବାରମ୍ବାର ରିଚାର୍ଜ କରିବାର ଅସୁବିଧାରୁ ମୁକ୍ତି ମିଳିବ। ଏହି ପ୍ୟାକର ବୈଧତା ୨୮ ଦିନ ରହିଛି।
ଏହି ପ୍ୟାକରେ ୟୁଟ୍ୟୁବ ପ୍ରିମିୟମ, ଜିଓହଟଷ୍ଟାର ମୋବାଇଲ + ହଲିଉଡ଼ ଏବଂ ପ୍ରାଇମ ଭିଡିଓ ମୋବାଇଲ ଏଡିସନ ଅନ୍ତର୍ଭୁକ୍ତ ରହିଛି। ଏହା ସହିତ ସୋନି ଲିଭ, ଜି-ଫାଇଭ, ଲାୟନ୍ସଗେଟ ପ୍ଲେ, ଡ଼ିସକଭରୀ ପ୍ଲସ, ସନ ନେକ୍ସଟ, ଫ୍ୟାନକୋଡ, ତରଙ୍ଗ ପ୍ଲସ, କଞ୍ଚା ଲଙ୍କା, ପ୍ଲାନେଟ ମରାଠୀ, ଚଉପାଲ, ହୋଇଚୋଇ ଏବଂ ଟାଇମ୍ସ ପ୍ଲେ, ଭଳି ଆଉ ୧୨ଟି ଅନ୍ୟ ଓଟିଟି ପ୍ଲାଟଫର୍ମ ଜିଓଟିଭି ଆପ୍ପ ମାଧ୍ୟମରେ ଉପଲବ୍ଧ ହେଉଛି। ଗ୍ରାହକମାନେ ଜିଓଟିଭି ଆପରେ ୧୦୦୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲର ମଧ୍ୟ ମଜା ନେଇପାରିବେ।
ଏହି ଅଫରରେ ଷ୍ଟାର, ସୋନି, ସନ୍ ଟିଭି ଏବଂ ଡ଼ିସକଭରୀ ଭଳି ନେଟୱାର୍କରୁ ବିଭିନ୍ନ ପ୍ରକାରର ମନୋରଞ୍ଜନ, ଚଳଚ୍ଚିତ୍ର, କ୍ରୀଡ଼ା ଏବଂ ଆଞ୍ଚଳିକ ଚ୍ୟାନେଲ ଅନ୍ତର୍ଭୁକ୍ତ ରହିଛି। ଏହି ଅଫରର ଲାଭ ଉଠାଇବା ପାଇଁ, ଗ୍ରାହକମାନଙ୍କର ପୂର୍ବରୁ ଏକ ସକ୍ରିୟ ମୂଳ ଜିଓ ପ୍ଲାନ୍ ଥିବା ଆବଶ୍ୟକ। ଗ୍ରାହକମାନେ ମାଇଁ ଜିଓ ଆପ୍, ଜିଓ ୱେବସାଇଟ Jio.com, ରିଟେଲ ଷ୍ଟୋର କିମ୍ବା ଅନ୍ୟାନ୍ୟ ତୃତୀୟ-ପକ୍ଷ ରିଚାର୍ଜ ଆପ୍ଲିକେସନ୍ ମାଧ୍ୟମରେ ୨୦୦ ଟଙ୍କା ଜିଓ ଓଟିଟି ପାସ୍ ଏକ୍ଟିଭେଟ କରିପାରିବେ।
ଏହି ପ୍ୟାକ୍ ବିଶେଷ ଭାବରେ ସେହି ଗ୍ରାହକମାନଙ୍କ ପାଇଁ ଡିଜାଇନ୍ କରାଯାଇଛି ଯେଉଁମାନେ ଗୋଟିଏ ରିଚାର୍ଜ ମଧ୍ୟରେ ମନୋରଞ୍ଜନ, ଲାଇଭ୍ ଟିଭି ଏବଂ ଇଣ୍ଟରନେଟ୍ ଡାଟାର ଉତ୍ତମ ଓ ସୁଲଭ ସମିଶ୍ରଣ ଚାହୁଁଛନ୍ତି।
ଓଡ଼ିଆ କଣ୍ଟେଣ୍ଟ ସମ୍ଭାର ଓଡ଼ିଆ ନ୍ୟୁଜ କଞ୍ଚା ଲଙ୍କା ଜିଓ ଟିଭି ଆପ୍ ତରଙ୍ଗ ପ୍ଲସ ମନୋରଞ୍ଜନ ଚ୍ୟାନେଲ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ଟି-୨୦ରେ ଜାକବ୍ ବେଥେଲ୍‌ଙ୍କ ବିସ୍ଫୋରକ ପାଳି: ଇଂଲଣ୍ଡଠାରୁ ଭାରତର ଲଜ୍ଜାଜନକ ପରାଜୟ

July 5, 2026

ଆଜି ଜୁଲାଇ ୫ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ, ଜାଣନ୍ତୁ ରାଶିଫଳ

July 5, 2026

ଡ୍ରେନରେ ଭାସି ନିଖୋଜ : ଉଦ୍ଧାର କାର୍ଯ୍ୟ ସ୍ଥଗିତ

July 5, 2026

ବଦଳି, ଶେଷ ଫୋନ୍ କଲ୍ ଓ ରହସ୍ୟମୟ ମୃତ୍ୟୁ: ବିୟୁଟି ମହାନ୍ତି ମୃତ୍ୟୁ ଘଟଣାରେ ବଢ଼ୁଛି ପ୍ରଶ୍ନ

July 4, 2026
Latest News

ଦ୍ୱିତୀୟ ଟି-୨୦ରେ ଜାକବ୍ ବେଥେଲ୍‌ଙ୍କ ବିସ୍ଫୋରକ ପାଳି: ଇଂଲଣ୍ଡଠାରୁ ଭାରତର ଲଜ୍ଜାଜନକ ପରାଜୟ

July 5, 2026

ଆଜି ଜୁଲାଇ ୫ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ, ଜାଣନ୍ତୁ ରାଶିଫଳ

July 5, 2026

ଡ୍ରେନରେ ଭାସି ନିଖୋଜ : ଉଦ୍ଧାର କାର୍ଯ୍ୟ ସ୍ଥଗିତ

July 5, 2026

ବଦଳି, ଶେଷ ଫୋନ୍ କଲ୍ ଓ ରହସ୍ୟମୟ ମୃତ୍ୟୁ: ବିୟୁଟି ମହାନ୍ତି ମୃତ୍ୟୁ ଘଟଣାରେ ବଢ଼ୁଛି ପ୍ରଶ୍ନ

July 4, 2026

ଫିଟନେସ ସାର୍ଟିଫିକେଟ୍ ନଥିଲେ ଗାଡ଼ିର ପଞ୍ଜୀକରଣ ବନ୍ଦ, ସମସ୍ତ RTOଙ୍କୁ କଡ଼ା ନିର୍ଦ୍ଦେଶ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.