ଟିଟିଲାଗଡ : ସାଙ୍ଗକୁ ପଥରରେ ଛେଚି ହତ୍ୟା କଲା ସାଙ୍ଗ । ଏଭଳି ଏକ ଅଭାବନୀୟ ଘଟଣା ଟିଟିଲାଗଡ ରେଲୱେ ଷ୍ଟେସନ ନିକଟ ୫ ନମ୍ବର ପ୍ଲାଟଫର୍ମ ଘଟିଛି । ସାମାନ୍ୟ ବଚସାକୁ ନେଇ ପଥରରେ ଛେଚି ହତ୍ୟା ହୋଇଛି । ଅଭିଯୁକ୍ତକୁ ପୋଲିସ ଅଟକ ରଖିଛି ।