Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»OBCC Tender: ଖୋର୍ଦ୍ଧା ଜିଲ୍ଲାର ପାଞ୍ଚଟି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ବାହାରିଲା ଟେଣ୍ଡର
ଆଜିର ଖବର

OBCC Tender: ଖୋର୍ଦ୍ଧା ଜିଲ୍ଲାର ପାଞ୍ଚଟି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ବାହାରିଲା ଟେଣ୍ଡର

July 11, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
OBCC Tender
OBCC Tender: ଖୋର୍ଦ୍ଧା ଜିଲ୍ଲାର ପାଞ୍ଚଟି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ବାହାରିଲା ଟେଣ୍ଡର

OBCC Tender: ରାଜ୍ୟ ସରକାରଙ୍କ ଏକ ଡ୍ରିମ ପ୍ରୋଜେକ୍ଟ ହେଉଛି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା। ଏହି ଯୋଜନା ଅନୁସାରେ ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ଟି ସ୍କୁଲ ନିର୍ମାଣ କରାଯିବ। ଏସବୁ ସ୍କୁଲ ପାଇଁ ଜିଲ୍ଲାପାଳ ଜମି ଚିହ୍ନଟ କରି ଶିଘ୍ର ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜିଲ୍ଲାର ଯେଉଁ ଯେଉଁ ସ୍ଥାନରେ ଜମି ଚିହ୍ନଟ ସରିଛି ସେଠାରେ କାମ ପାଇଁ ଟେଣ୍ଡର ପକ୍ରିୟା ଆରମ୍ଭ ହୋଇଛି। ଏହି ଟେଣ୍ଡର ଓବିସିସି ବା ଓଡିଶା ସେତୁ ନିର୍ମାଣ ନିଗମ ଆହ୍ବାନ କରିଛି।

ଟେଣ୍ଡର ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ପାଞ୍ଚ ସ୍ଥାନରେ ଏହି ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଏ କ୍ଲାସ କଣ୍ଟ୍ରାକ୍ଟରଙ୍କୁ ଆହ୍ବାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଯେଉଁ ସ୍ଥାନଗୁଡିକରେ ପ୍ରଥମ ପର୍ଯ୍ୟାୟରେ କାମ ଆରମ୍ଭ ହେବ ସେଗୁଡିକ ହେଲା ଭୁବନେଶ୍ବର ତମାଣ୍ଡୋ ନିଟକସ୍ଥ ନାରଗୋଦା, କାଇପଦର, ଗୋଳବାଇ, ଟାଙ୍ଗୀ ବଡପାରି ଏବଂ ବାଣପୁର। ଏହି ପାଞ୍ଚଟି ମଧ୍ୟରୁ କେବଳ ବାଣପୁରଟି ମଡେଲ-2 ହୋଇଥିବା ବେଳେ ଅନ୍ୟ ଚାରିଟି ମଡେଲ-1 ରହିଛି। ଚଳିତ ମାସ 30 ତାରିଖ ଟେଣ୍ଡର ପକାଇବାର ଶେଷ ତାରିଖ ରଖାଯାଇଛି।

OBCC Tender ଖୋର୍ଦ୍ଧା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ମାଛଧରା ବନ୍ଦର ଓ ମାଛ ଅବତରଣ କେନ୍ଦ୍ରର ସୁରକ୍ଷା ସୁନିଶ୍ଚିତ କରିବାକୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

July 11, 2026

ଭୁବନେଶ୍ବରରେ ‘ସିଇଏ ନିୟମାବଳୀ ଏବଂ ବୈଷୟିକ ମାନକ’ ଉପରେ ଆଞ୍ଚଳିକ କର୍ମଶାଳା ଆୟୋଜିତ

July 11, 2026

ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କଲା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ

July 11, 2026

ଆଜି ଜୁଲାଇ ୧୧ ତାରିଖ ଶନିବାରରେ ଏହି ରାଶିଗୁଡିକର ଖୋଲିବ ଭାଗ୍ୟ

July 11, 2026
Latest News

OBCC Tender: ଖୋର୍ଦ୍ଧା ଜିଲ୍ଲାର ପାଞ୍ଚଟି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ବାହାରିଲା ଟେଣ୍ଡର

July 11, 2026

ମାଛଧରା ବନ୍ଦର ଓ ମାଛ ଅବତରଣ କେନ୍ଦ୍ରର ସୁରକ୍ଷା ସୁନିଶ୍ଚିତ କରିବାକୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

July 11, 2026

ଭୁବନେଶ୍ବରରେ ‘ସିଇଏ ନିୟମାବଳୀ ଏବଂ ବୈଷୟିକ ମାନକ’ ଉପରେ ଆଞ୍ଚଳିକ କର୍ମଶାଳା ଆୟୋଜିତ

July 11, 2026

ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କଲା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ

July 11, 2026

ଆଜି ଜୁଲାଇ ୧୧ ତାରିଖ ଶନିବାରରେ ଏହି ରାଶିଗୁଡିକର ଖୋଲିବ ଭାଗ୍ୟ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.