Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନଦୀରେ ବୁଡ଼ି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ: ମୃତ ଘୋଷଣା କଲେ ଡାକ୍ତର
ଆଜିର ଖବର

ନଦୀରେ ବୁଡ଼ି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ: ମୃତ ଘୋଷଣା କଲେ ଡାକ୍ତର

August 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ନଦୀରେ ବୁଡ଼ି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ: ମୃତ ଘୋଷଣା କଲେ ଡାକ୍ତର
ନଦୀରେ ବୁଡ଼ି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ: ମୃତ ଘୋଷଣା କଲେ ଡାକ୍ତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ଘୋଡାହାଡ ନଦୀରେ ସ୍ନାନ ସମୟରେ ଗଭୀର ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ମହିଗୁଡା ଗ୍ରାମର କାମେଶ୍ବର ଲେଙ୍କା ଓ ସେ ଗତ ଶନିବାର ସନ୍ଧ୍ୟାରେ ନଦୀକୁ ଗାଧୋଇବାକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ସନ୍ଧାନ ପାଇନଥିଲେ। ପରବର୍ତ୍ତୀ ସମୟରେ ସେମାନେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଅଭିଯୋଗ କରିଥିଲେ।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବୁଡିଥିବା ଅବସ୍ଥାରେ କାମେଶ୍ୱରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ୧୭/୨୬ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଅଗ୍ନିଶମ ବିଭାଗ ଘୋଡାହାଡ ନଦୀ ମୃତ ଘୋଷଣା କଲେ ଡାକ୍ତର ହିଞ୍ଜିଳି ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ରଛାତ୍ରୀମାନଙ୍କ ନିକଟରେ ମୁଣ୍ଡ ନୁଆଁଇଲେ ଝାଡ଼ଖଣ୍ଡ ସରକାର!: ରଦ୍ଦ ହେବ ୧୪ତମ JPSC ପରୀକ୍ଷା

August 17, 2026

ହକି ବିଶ୍ଵକପ-୨୦୨୬: ଆଜି ଇଂଲଣ୍ଡ ବିରୋଧରେ ଇତିହାସ ରଚିବ ଟିମ୍ ଇଣ୍ଡିଆ

August 17, 2026

ଜଳବନ୍ଦୀ ପ୍ରବଣ ଅଞ୍ଚଳଗୁଡ଼ିକରେ ଟ୍ରେନ୍ ଚଳାଚଳ ସୁଗମ କରିବା ପାଇଁ ରେଳ ମନ୍ତ୍ରୀଙ୍କ ସମୀକ୍ଷା

August 17, 2026

90,000 କୋଟିର ଚୁକ୍ତି!: ଭାରତକୁ ଛଅଟି ଘାତକ ବୁଡ଼ାଜାହାଜ ଯୋଗାଇବ ଜର୍ମାନୀ

August 17, 2026
Latest News

ନଦୀରେ ବୁଡ଼ି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ: ମୃତ ଘୋଷଣା କଲେ ଡାକ୍ତର

August 17, 2026

ଛାତ୍ରଛାତ୍ରୀମାନଙ୍କ ନିକଟରେ ମୁଣ୍ଡ ନୁଆଁଇଲେ ଝାଡ଼ଖଣ୍ଡ ସରକାର!: ରଦ୍ଦ ହେବ ୧୪ତମ JPSC ପରୀକ୍ଷା

August 17, 2026

ହକି ବିଶ୍ଵକପ-୨୦୨୬: ଆଜି ଇଂଲଣ୍ଡ ବିରୋଧରେ ଇତିହାସ ରଚିବ ଟିମ୍ ଇଣ୍ଡିଆ

August 17, 2026

ଜଳବନ୍ଦୀ ପ୍ରବଣ ଅଞ୍ଚଳଗୁଡ଼ିକରେ ଟ୍ରେନ୍ ଚଳାଚଳ ସୁଗମ କରିବା ପାଇଁ ରେଳ ମନ୍ତ୍ରୀଙ୍କ ସମୀକ୍ଷା

August 17, 2026

90,000 କୋଟିର ଚୁକ୍ତି!: ଭାରତକୁ ଛଅଟି ଘାତକ ବୁଡ଼ାଜାହାଜ ଯୋଗାଇବ ଜର୍ମାନୀ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.