Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଆଳିରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ୪୦ ଛେଳି ଜୀବନ୍ତ ଦଗ୍ଧ
ଆଜିର ଖବର

ନିଆଳିରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ୪୦ ଛେଳି ଜୀବନ୍ତ ଦଗ୍ଧ

September 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ: କଟକ ଜିଲ୍ଲା ନିଆଳି ଅଞ୍ଚଳର ସୁଆଁଲୋ ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ଫାଟିଲା ଗ୍ୟାସ୍‌ ସିଲିଣ୍ଡର। ଅଗ୍ନିକାଣ୍ଡରେ ୪ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ପ୍ରାୟ ୪୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି।

ସୂଚନା ଅନୁସାରେ, ନିଆଳି ତହସିଲ ଅନ୍ତର୍ଗତ ସଗଡ଼ାଇଲୋ ପଞ୍ଚାୟତର ସୁଆଁଲୋ ଗାଁରେ ବିଳମ୍ବିତ ରାତିରେ ହଠାତ୍ ଘରେ ନିଆଁ ଲାଗିଥିଲା। ଦେଖୁଦେଖୁ ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା। ଏହି ସମୟରେ ଘରେ ଥିବା ଗ୍ୟାସ୍‌ ସିଲିଣ୍ଡର ଫାଟିଯିବାରୁ ପରିସ୍ଥିତି ଆହୁରି ଭୟଙ୍କର ହୋଇଥିଲା।

ଅଗ୍ନିକାଣ୍ଡରେ ୪ ବଖରା ଘର ସହ ଘରର ସମସ୍ତ ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଘରେ ରଖାଯାଇଥିବା ପ୍ରାୟ ୭ ହଜାର ଟଙ୍କା ମଧ୍ୟ ନିଆଁରେ ପୋଡ଼ିଯାଇଥିବା ଜଣାପଡ଼ିଛି।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିଶମ ଟିମ୍‌ ପହଞ୍ଚିବା ବେଳକୁ ଘରର ଅଧିକାଂଶ ଅଂଶ ଜଳିପୋଡ଼ି ନଷ୍ଟ ହୋଇସାରିଥିଲା।

ଏହି ଅଗ୍ନିକାଣ୍ଡରେ ପରିବାରର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ସରକାରଙ୍କ ପକ୍ଷରୁ ତୁରନ୍ତ କ୍ଷତିପୂରଣ ଓ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଛେଳି ଜୀବନ୍ତ ଦଗ୍ଧ ଭୟାବହ ଅଗ୍ନିକାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ପାଳଲହଡ଼ାରେ ଭୟଙ୍କର ଦୁର୍ଘଟଣା: ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ, ଚାପି ହୋଇ ଚାଳକ ମୃତ

September 7, 2026

ପାରାଦ୍ୱୀପ ବନ୍ଦରରେ ପ୍ରଥମ ଥର ପାଇଁ ବର୍ଥିଂ ହେଲା ବିଶାଳ କ୍ୟାପ୍‌ସାଇଜ୍ ଜାହାଜ

September 7, 2026

୭ ଦିନ ମଧ୍ୟରେ ବନାନ ତ୍ରୁଟି ସଂଶୋଧନ ନିର୍ଦ୍ଦେଶ: ହଟିବ ପୁରୁଣା ଇଂରାଜୀ ନାମଫଳକ

September 7, 2026

ନୂଆ ନ୍ୟାୟ ସଂହିତା ଯୋଗୁଁ ଗୋଆରେ ଦଣ୍ଡବିଧାନ ହାର ୨୨% ରୁ ୫୩% କୁ ବୃଦ୍ଧି

September 7, 2026
Latest News

ନିଆଳିରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ୪୦ ଛେଳି ଜୀବନ୍ତ ଦଗ୍ଧ

September 7, 2026

ପାଳଲହଡ଼ାରେ ଭୟଙ୍କର ଦୁର୍ଘଟଣା: ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ, ଚାପି ହୋଇ ଚାଳକ ମୃତ

September 7, 2026

ପାରାଦ୍ୱୀପ ବନ୍ଦରରେ ପ୍ରଥମ ଥର ପାଇଁ ବର୍ଥିଂ ହେଲା ବିଶାଳ କ୍ୟାପ୍‌ସାଇଜ୍ ଜାହାଜ

September 7, 2026

ଜୁନିୟର ହକି ଏସିଆ କପ୍: ମାଲେସିଆକୁ ୧୧-୧ ଗୋଲ୍‌ରେ ହରାଇଲା ଭାରତ

September 7, 2026

୭ ଦିନ ମଧ୍ୟରେ ବନାନ ତ୍ରୁଟି ସଂଶୋଧନ ନିର୍ଦ୍ଦେଶ: ହଟିବ ପୁରୁଣା ଇଂରାଜୀ ନାମଫଳକ

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.