Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»SIR କୁ ନେଇ କଂଗ୍ରେସରେ ଫାଟ!: କର୍ଣ୍ଣାଟକ ମନ୍ତ୍ରୀଙ୍କ ବୟାନ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ
ଆଜିର ଖବର

SIR କୁ ନେଇ କଂଗ୍ରେସରେ ଫାଟ!: କର୍ଣ୍ଣାଟକ ମନ୍ତ୍ରୀଙ୍କ ବୟାନ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ

October 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
କର୍ଣ୍ଣାଟକ
SIR କୁ ନେଇ କଂଗ୍ରେସରେ ଫାଟ!: କର୍ଣ୍ଣାଟକ ମନ୍ତ୍ରୀଙ୍କ ବୟାନ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ

ବେଙ୍ଗାଲୁରୁ: ଦେଶରେ SIR (Special Intensive Revision) କୁ ନେଇ ରାଜନୀତି ଜୋର ଧରିଥିବା ବେଳେ କର୍ଣ୍ଣାଟକରେ କଂଗ୍ରେସ ମନ୍ତ୍ରୀ ସତୀଶ ଜାରକିହୋଳିଙ୍କ ବୟାନ ନୂଆ ବିବାଦ ସୃଷ୍ଟି କରିଛି। ସେ କହିଛନ୍ତି ଯେ, କର୍ଣ୍ଣାଟକରେ SIR କୁ ନେଇ କୌଣସି ସମସ୍ୟା ନାହିଁ। ଯେଉଁ ନାମ କଟାଯାଇଛି, ସେଗୁଡିକ ମୃତ ବା ଅନ୍ୟତ୍ର ଚାଲିଯାଇଥିବା ଲୋକଙ୍କର ଅଟେ। ଅନ୍ୟ ରାଜ୍ୟକୁ ନେଇ ଦଳର ଆପତ୍ତି ଅଛି।

ରାମଲୀଲା ରାଲି ପୂର୍ବରୁ ବିଭ୍ରାଟ

ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ କଂଗ୍ରେସ ନେତୃତ୍ୱାଧୀନ INDIA ମେଣ୍ଟ SIR ରେ ଅନିୟମିତତା ଅଭିଯୋଗରେ ନଭେମ୍ବର ୧ ତାରିଖରେ ଦିଲ୍ଲୀ ରାମଲୀଲା ମୈଦାନରେ ରାଲି କରିବାକୁ ଯାଉଛି।

ବିଜେପିର ପାଲଟା ଆକ୍ରମଣ

ବିଜେପି ପ୍ରବକ୍ତା ପ୍ରଦୀପ ଭଣ୍ଡାରୀ କହିଛନ୍ତି ଯେ, କଂଗ୍ରେସ ମନ୍ତ୍ରୀ SIR କୁ ସମର୍ଥନ କରିଛନ୍ତି। ଧୀରେ ଧୀରେ କଂଗ୍ରେସର ପ୍ରତ୍ୟେକ ନେତା ରାହୁଲ ଗାନ୍ଧୀଙ୍କ ପୋଲ ଖୋଲୁଛନ୍ତି। କାରଣ SIR ବିରୋଧ ଗଣତନ୍ତ୍ର ବିରୁଦ୍ଧ।

ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

କଂଗ୍ରେସ ମନ୍ତ୍ରୀ ସତୀଶ ଜାରକିହୋଲିଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟରରେ ଲେଖିଛନ୍ତି ଯେ, କର୍ଣ୍ଣାଟକରେ SIR ପ୍ରକ୍ରିୟା ରାଜନୈତିକ ବିରୋଧାଭାସକୁ ଉଜାଗର କରିଛି। ସମଗ୍ର ବିରୋଧୀଙ୍କ ଦ୍ୱାରା ଭୁଲ ଭାବରେ ଟାର୍ଗେଟ କରାଯିବା ସତ୍ତ୍ୱେ, ଭାରତୀୟ ନିର୍ବାଚନ କମିଶନ (ECI) ଦ୍ୱାରା ବ୍ୟବସ୍ଥାଗତ ଯାଞ୍ଚ ମାଧ୍ୟମରେ ସାରା ଦେଶରେ ଭୋଟର ତାଲିକାକୁ ସୁଦୃଢ଼ ​​କରିବା ପାଇଁ ପ୍ରୟାସ ପ୍ରଶଂସନୀୟ।

BJP Congress dharmendrapradhan eci INDIAAlliance karnataka rahulgandhi SatishJarkiholi SIR VoterList
Share. Facebook Twitter LinkedIn Email WhatsApp Copy Link

Related Posts

କେଜ୍ରିୱାଲ-ସିସୋଦିଆଙ୍କ ପଞ୍ଜାବ ପ୍ରବେଶ ଉପରେ କଟକଣା ପାଇଁ କୋର୍ଟ ଯିବ ବିଜେପି

October 29, 2026

ରାଜସ୍ୱ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ

October 29, 2026

ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ନେଇ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀଙ୍କ ଆଲୋଚନା

October 29, 2026

MLC ଫଳାଫଳ: ୧୩ ଟି ଆସନ ଜିତିବା ସତ୍ତ୍ୱେ ଖୁସି ନାହିଁ ବିଜେପି

October 29, 2026
Latest News

କେଜ୍ରିୱାଲ-ସିସୋଦିଆଙ୍କ ପଞ୍ଜାବ ପ୍ରବେଶ ଉପରେ କଟକଣା ପାଇଁ କୋର୍ଟ ଯିବ ବିଜେପି

October 29, 2026

ରାଜସ୍ୱ ନିରୀକ୍ଷକଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ

October 29, 2026

ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ନେଇ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀଙ୍କ ଆଲୋଚନା

October 29, 2026

SIR କୁ ନେଇ କଂଗ୍ରେସରେ ଫାଟ!: କର୍ଣ୍ଣାଟକ ମନ୍ତ୍ରୀଙ୍କ ବୟାନ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ

October 29, 2026

MLC ଫଳାଫଳ: ୧୩ ଟି ଆସନ ଜିତିବା ସତ୍ତ୍ୱେ ଖୁସି ନାହିଁ ବିଜେପି

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.