Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବ ସୁଟିଂ ଚାମ୍ପିୟନ୍‌ସିପ୍‌ : ମାନୁ ଭାକେରଙ୍କୁ ସ୍ବର୍ଣ୍ଣ
ଆଜିର ଖବର

ବିଶ୍ବ ସୁଟିଂ ଚାମ୍ପିୟନ୍‌ସିପ୍‌ : ମାନୁ ଭାକେରଙ୍କୁ ସ୍ବର୍ଣ୍ଣ

November 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ସୁଟର ମାନୁ ଭାକେର ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ଇତିହାସ ସୃଷ୍ଟି କରିଛନ୍ତି । ଏହି 17 ବର୍ଷୀୟ ସୁଟିଂ ସେନ୍‌ସେସନ ଗୁରୁବାର ଦିନ ନିଜର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ସହିତ ଏହି ଅବସରରେ ମାନୁ ଜୁନିୟର ବର୍ଗରେ ରହିଥିବା ବିଶ୍ବ ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି । ହିନା ସିଦ୍ଧୁଙ୍କ ପରେ ଦ୍ବିତୀୟ ଭାରତୀୟ ଭାବରେ ବିଶ୍ବକପ୍‌ରେ ସ୍ବର୍ଣ୍ଣ ଜିତିଥିବା ଭାକେର 244.7 ପଏଣ୍ଟ ସ୍କୋର କରିବାରେ ସଫଳ ହୋଇଥିଲେ । ଅନ୍ୟତମ ଭାରତୀୟ ଖେଳାଳି ଯଶଶ୍ବିନୀ ଦେଶାଇ ଷଷ୍ଠ ସ୍ଥାନରେ ରହିଥିଲେ । ସର୍ବିଆର ଜୋରାନା ଅରୁଣୋଭିକ୍‌ 241.9 ପଏଣ୍ଟ ସହିତ ଦ୍ବିତୀୟ ଏବଂ ଚୀନ୍‌ର କ୍ବି ଆନ୍ ଓ୍ବାଙ୍ଗ 221.8 ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଥିଲେ । ପୂର୍ବରୁ ଭାକେର ଏସିଆନ୍‌ ଚାମ୍ପିୟନ୍‌ସିପ୍‌ ଏବଂ ଯୁବ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ହେବା ସବହିତ ଙଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ସାରିଛନ୍ତି ।

tokyo2020
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

June 29, 2026

ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ ନିଷ୍ପତ୍ତି: ଏହି ଟ୍ରେନଗୁଡ଼ିକରେ ସଂଯୋଗ ହେଲା ଅତିରିକ୍ତ କୋଚ୍

June 29, 2026

ଗୁଜରାଟକୁ ଚୋରାଚାଲାଣ ବେଳେ ୧୦୦ କେଜି ଗଞ୍ଜେଇ ଜବତ: ୪ ଅଭିଯୁକ୍ତ ଗିରଫ

June 29, 2026

ଜୁଲାଇ ୪ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

June 29, 2026
Latest News

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୨୦ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

June 29, 2026

ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ ନିଷ୍ପତ୍ତି: ଏହି ଟ୍ରେନଗୁଡ଼ିକରେ ସଂଯୋଗ ହେଲା ଅତିରିକ୍ତ କୋଚ୍

June 29, 2026

ଗୁଜରାଟକୁ ଚୋରାଚାଲାଣ ବେଳେ ୧୦୦ କେଜି ଗଞ୍ଜେଇ ଜବତ: ୪ ଅଭିଯୁକ୍ତ ଗିରଫ

June 29, 2026

ଜୁଲାଇ ୪ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

June 29, 2026

ସୌମ୍ୟ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ: ଗିରଫଦାରୀ ସଂଖ୍ୟା ୨୦ରେ ପହଞ୍ଚିଲା

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.