Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଆଜ ବୟାନକୁ ନେଇ ସୀତାରମଣଙ୍କୁ ଟାର୍ଗେଟ୍‌ କଲେ ପି. ଚିଦାମ୍ବରମ୍‌
ଆଜିର ଖବର

ପିଆଜ ବୟାନକୁ ନେଇ ସୀତାରମଣଙ୍କୁ ଟାର୍ଗେଟ୍‌ କଲେ ପି. ଚିଦାମ୍ବରମ୍‌

December 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ୫/୧୨: ପିଆଜର ଅହେତୁକ ଦର ଦେଶରେ ହାହାକାର ସୃଷ୍ଟି କରିଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିଆଜ ଉପରେ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସେ ପିଆଜ ଖାଆନ୍ତି ନାହିଁ, ତେଣୁ ଏହାର ପ୍ରଭାବ ତାଙ୍କ ଉପରେ ପଡୁନାହିଁ । ଏହି ବୟାନକୁ ନେଇ ରାଜନୈତିକ ଘମାସନ ଆରମ୍ଭ ହୋଇଯାଇଛି । ସୀତାରମଣଙ୍କ ବୟାନକୁ ଟାର୍ଗେଟ୍‌ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ । ୧୦୬ ଦିନ ପରେ ଜେଲ୍‌ରୁ ମୁକ୍ତ ହୋଇଥିବା ଚିଦାମ୍ବରମ୍‌ କହିଛନ୍ତି ଯେ, ଯେଉଁ ସରକାର ପିଆଜ କମ୍‌ ଖାଇବାକୁ କହୁଛନ୍ତି, ତାଙ୍କୁ ଚାଲିଯିବା ଦରକାର ।

ଯେଉଁ ସରକାର ଲୋକଙ୍କୁ କମ୍‌ ପିଆଜ ଓ ରସୁଣ ଖାଇବାକୁ ଉପଦେଶ ଦେଉଛନ୍ତି, ସେମାନେ ଚାଲିଯିବା ଦରକାର ବୋଲି ପି. ଚିଦାମ୍ବରମ୍‌ କହିଛନ୍ତି ।  ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଏହି ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି । ସୀତାରମଣଙ୍କୁ ଟାର୍ଗେଟ୍‌ କରି ଚିଦାମ୍ବରମ୍‌ କହିଛନ୍ତି ଯେ, ଯଦି ନିର୍ମଳା ସୀତାରମଣ ପିଆଜ ଖାଉନାହାନ୍ତି, ତେବେ କ’ଣ ଖାଉଛନ୍ତି ? ସେ କ’ଣ ଆଭାକୋଡା ଖାଉଛନ୍ତି କି ?

ଗୁରୁବାର ସଂସଦରେ ପିଆଜର ଦର ବୃଦ୍ଧି ନେଇ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିଲା, ଏଥିରେ ପି. ଚିଦାମ୍ବରମ୍‌ ମଧ୍ୟ ଭାଗ ନେଇଛନ୍ତି । (ଏଜେନ୍ସି)

chidambaram nirmalsitharaman
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଟି-୨୦ରେ ଭାରତ ନମ୍ବର ୧: ଜିମ୍ବାୱେକୁ କ୍ଲିନ୍ ସୁଇପ୍ କଲା ଟିମ ଇଣ୍ଡିଆ

July 26, 2026

ବାଣପୁର: ୭୦ତମ ପୁଣ୍ୟତିଥିରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

July 26, 2026

ଆଜି ଭାରତ- ଜିମ୍ବାୱେ ଅନ୍ତିମ ଟି-୨୦ ମ୍ୟାଚ: ଟିମ ଇଣ୍ଡିଆର ପରିବର୍ତ୍ତନ ସମ୍ଭବ

July 26, 2026

କନଫର୍ମ ହୋଇନାହିଁ କି ଟ୍ରେନ ଟିକେଟ?: ଚେଷ୍ଟା କରନ୍ତୁ ଏହି ଗୁପ୍ତ କୌଶଳ

July 26, 2026
Latest News

ଇତିହାସ ରଚିଲେ ଓଡ଼ିଶାର ଝିଅ: ‘ଇଣ୍ଡିଆନ୍ ଆଇଡଲ୍ ୧୬’ ଜିତିଲେ ଜ୍ୟୋତିର୍ମୟୀ ନାୟକ

July 27, 2026

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ସ୍ୱର୍ଣ୍ଣ: ଇତିହାସ ରଚିଲେ ମୀରାବାଇ ଚାନୁ 

July 26, 2026

ପୁଣି ଟି-୨୦ରେ ଭାରତ ନମ୍ବର ୧: ଜିମ୍ବାୱେକୁ କ୍ଲିନ୍ ସୁଇପ୍ କଲା ଟିମ ଇଣ୍ଡିଆ

July 26, 2026

ନୂତନ ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ: ପେପର ଲିକ୍ ସମ୍ପର୍କରେ ନେଲେ ଆଉ ଏକ ବଡ଼ ପଦକ୍ଷେପ

July 26, 2026

୧୩ ଦିନ ପରେ ଆକ୍ରମଣ ବନ୍ଦ କଲା ଆମେରିକା!: ଜାଣନ୍ତୁ କାହିଁକି ଏଭଳି ନିଷ୍ପତ୍ତି ନେଲେ ଟ୍ରମ୍ଫ?

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.