Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂସଦରେ ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ବିଜେପି ତରଫରୁ ଜାରୀ କରାଗଲା ହୁଇପ୍
ଆଜିର ଖବର

ସଂସଦରେ ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ବିଜେପି ତରଫରୁ ଜାରୀ କରାଗଲା ହୁଇପ୍

December 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
BJP issues whip to MPs to be present in House till Dec 11

ସମୀକ୍ଷା ବ୍ୟୁରୋ

ନୂଆଦିଲ୍ଲୀ: ସଂସଦର ବୈଠକରେ ନିଶ୍ଚିତ ଯୋଗ ଦେବା ପାଇଁ ଆଜି ବିଜେପି ତରଫରୁ ଦୁଇ ଧାଡିଆ ହୁଇପ୍ ଜାରୀ କରାଯାଇଛି। ଦଳର ସମସ୍ତ ସାଂସଦଙ୍କ ପାଖକୁ ଏହି ଦୁଇ ଧାଡିଆ ହୁଇପ ମୋବାଇଲ ମେସେଜ ମାଧ୍ୟମରେ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଆସନ୍ତା 9 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ସମସ୍ତେ ନିଶ୍ଚିତ ଉପସ୍ଥିତ ରହିବେ। କାରଣ ଏହି ତିନିଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ କେତେକ ଗୁରୁତ୍ବ ପୂର୍ଣ୍ଣ ବିଷୟ ରହିଥିବାରୁ ସାଂସଦମାନେ ଯୋଗଦେବାର ନିହାତି ଆବଶ୍ୟକ। ସରକାରଙ୍କ ନିଷ୍ପତିକୁ ସମର୍ଥନ କରିବା ଆବଶ୍ୟକ ରହିଛି ବୋଲି ଏହି ମେସେଜରେ କୁହାଯାଇଛି। ହୁଇପ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।ସଂସଦୀୟ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ତିନିଦିନରେ ଯେଉଁ ସବୁ ଗୁରୁତ୍ବ ପୂର୍ଣ୍ଣ ବିଲ୍ ଆସିବାର ଅଛି ସେଥିରେ ରହିଛି “ନାଗରିକ ସଂଶୋଧନ ଆଇନି 2019″।  ଏହି ଆଇନକୁ କଂଗ୍ରେସ ବିରୋଧ କରିବ ବୋଲି ଘୋଷଣା କରିଛି। ସେଥିପାଇଁ ଏପରି ହୁଇପ ଜାରୀ କରାଯାଇଛି ବୋଲି କୁହାଯାଉଛି। ସେହିପରି ଗୃହମନ୍ତ୍ରୀ ଅମିତ ଶାହା “ଆର୍ମ ସଂଶୋଧନ ବିଲ 2019”  ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର “ଆଣ୍ଟି ମାରାଟାଇମ ପାଇରସି ସଂଶୋଧନ ଆଇନି 2019”  ପାଶ ହେବାକୁ ବାକି ଅଛି।

ନାଗରିକ ସଂଶୋଧନ ବିଲ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜରାସ୍ତାରେ ନ୍ୟାୟ ମାଗୁଛି ଶିକ୍ଷକ ସମାଜ, ନିରବଦ୍ରଷ୍ଟା ସାଜିଛି ସରକାର: ସମନ୍ୱୟ ସମିତି

August 24, 2026

ଅଗଷ୍ଟ ୨୪ ତାରିଖ ରାଶିଫଳ: ସାତୋଟି ରାଶିର ବ୍ୟକ୍ତିଙ୍କ ଖୋଲିଲା ଭାଗ୍ୟ

August 24, 2026

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହାତାହାତି

August 23, 2026

ନକଲି ଇ-ଚାଲାଣ ନାଁରେ ବଡ଼ ସାଇବର ଠକେଇ: ଖାଲି ହୋଇପାରେ ବ୍ୟାଙ୍କ ଖାତା

August 23, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

ରାଜରାସ୍ତାରେ ନ୍ୟାୟ ମାଗୁଛି ଶିକ୍ଷକ ସମାଜ, ନିରବଦ୍ରଷ୍ଟା ସାଜିଛି ସରକାର: ସମନ୍ୱୟ ସମିତି

August 24, 2026

ଅଗଷ୍ଟ ୨୪ ତାରିଖ ରାଶିଫଳ: ସାତୋଟି ରାଶିର ବ୍ୟକ୍ତିଙ୍କ ଖୋଲିଲା ଭାଗ୍ୟ

August 24, 2026

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହାତାହାତି

August 23, 2026

ନକଲି ଇ-ଚାଲାଣ ନାଁରେ ବଡ଼ ସାଇବର ଠକେଇ: ଖାଲି ହୋଇପାରେ ବ୍ୟାଙ୍କ ଖାତା

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.