Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଆରପିଏଫ୍‌ ଯବାନଙ୍କ ମଧ୍ୟରେ ଲଢେଇ : କମାଣ୍ଡରଙ୍କ ସମେତ ଦୁଇ ମୃତ
ଆଜିର ଖବର

ସିଆରପିଏଫ୍‌ ଯବାନଙ୍କ ମଧ୍ୟରେ ଲଢେଇ : କମାଣ୍ଡରଙ୍କ ସମେତ ଦୁଇ ମୃତ

December 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଞ୍ଚି,9/12: ଝାରଖଣ୍ଡରେ ସିଆରପିଏଫ୍‌ ଯବାନଙ୍କ ମଧ୍ୟରେ ଳଢେଇ କାରଣରୁ 2 ଜଣଙ୍କ ପ୍ରାଣହାନି ଘଟିଛି । ମୃତକଙ୍କ ମଧ୍ୟରେ ଜଣେ କମାଣ୍ଡର ରହିଛନ୍ତି । ଯବାନଙ୍କ ମଧ୍ୟରେ ଝଗଡାର କାରଣ ଜଣା ପଡି ନାହିଁ । ଝଗଡାରୁ ଜଣେ ଯବାନ ନିଜ କମାଣ୍ଡରଙ୍କୁ ଗୁଳି ମାଡ କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ । ରାଞ୍ଚିର ଖେଲଗାଓଁରେ ଥିବା ସିଆରପିଏଫ୍‌ କ୍ୟାମ୍ପରେ ଏହି ଅଭାବନୀୟ ଘଟଣା ଘଟିଛି । କମ୍ପାନୀ କମାଣ୍ଡର ଏବଂ ଯବାନଙ୍କ ମଧ୍ୟରେ ବଚସା ହେବାରୁ ପ୍ରଥମେ କମାଣ୍ଡର ଏବଂ ପରେ ନିଜକୁ ଗୁଳି ମାରିଥିଲେ ଯବାନ । ଦୁଇ ଯବାନ ହେଉଛନ୍ତି କମ୍ପାନୀ କମାଣ୍ଡର ମେଲା ରାମ କୁରେ ଏବଂ ଯବାନ ବିକ୍ରମ ରାଜଓ୍ବାଡେ । (ଏଜେନ୍ସୀ)

crpf ranchi
Share. Facebook Twitter LinkedIn Email WhatsApp Copy Link

Related Posts

ରାଞ୍ଚି ଛାତ୍ର ପ୍ରତିବାଦ ସ୍ଥଗିତ: ସରକାରଙ୍କୁ ୬୦ ଦିନର ଅଲ୍ଟିମେଟମ୍

August 19, 2026

କୋଲକାତାର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୯ ମୃତ

August 19, 2026

ଗାଲେ ଟେଷ୍ଟ ଜିତିଲା ଭାରତ: ୧୦ ୱିକେଟ ନେଇ ଇତିହାସ ରଚିଲେ ମାନବ ସୁଥାର

August 19, 2026

ହକି ବିଶ୍ୱକପରେ ଭୟଙ୍କର ଦୁର୍ଘଟଣା: ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଆରୁ ଛାଡ଼ିଲେ ଭାରତୀୟ ଖେଳାଳି

August 19, 2026
Latest News

ରାଞ୍ଚି ଛାତ୍ର ପ୍ରତିବାଦ ସ୍ଥଗିତ: ସରକାରଙ୍କୁ ୬୦ ଦିନର ଅଲ୍ଟିମେଟମ୍

August 19, 2026

କୋଲକାତାର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୯ ମୃତ

August 19, 2026

ଗାଲେ ଟେଷ୍ଟ ଜିତିଲା ଭାରତ: ୧୦ ୱିକେଟ ନେଇ ଇତିହାସ ରଚିଲେ ମାନବ ସୁଥାର

August 19, 2026

ହକି ବିଶ୍ୱକପରେ ଭୟଙ୍କର ଦୁର୍ଘଟଣା: ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଆରୁ ଛାଡ଼ିଲେ ଭାରତୀୟ ଖେଳାଳି

August 19, 2026

କ୍ରେଡିଟ୍ କାର୍ଡରେ ମାତ୍ର ୪୬ ପଇସା କମିବାରୁ ୧୨୦୦ ଟଙ୍କା ଜରିମାନା: ବିଜେପି ନେତାଙ୍କ ଅଭିଯୋଗ

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.