Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵାଣେ ହେବେ ପରବର୍ତ୍ତୀ ସେନାଧ୍ୟକ୍ଷ
ଆଜିର ଖବର

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵାଣେ ହେବେ ପରବର୍ତ୍ତୀ ସେନାଧ୍ୟକ୍ଷ

December 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, 17/12: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵାଣେ ସେନାର ପରାବର୍ତ୍ତୀ ସେନାଧ୍ୟକ୍ଷ ହେବା ନେଇ ସୂଚନା ରହିଛି। ଦେଶର 28ତମ ସ୍ଥଳସେନା ମୁଖ୍ୟ ହେବେ ନରଓ୍ବାଣେ। ଡିସେମ୍ବର 31 ତାରିଖରେ ବର୍ତ୍ତମାନ ସ୍ଥଳସେନା ପ୍ରମୁଖ ରହିଥିବା ବିପିନ୍‌ ରାଓ୍ବତ୍‌ ଅବସର ନେବେ। ସମ୍ପ୍ରତି ମନୋଜ ମୁକୁନ୍ଦ ନରଓ୍ବାଣେ ଭାଇସ୍ ଚିଫ୍ ଅଫ ଆର୍ମି ଷ୍ଟାଫର ଦାୟିତ୍ଵରେ ରହିଛନ୍ତି। ଅପରେସନ ଓ କମାଣ୍ଡରେ ଦୀର୍ଘ ସମୟର ଅନୁଭବ ରଖିଥିବା ଲେଫ୍ଟନାଣ୍ଟ ଜେନେରାଲ ନରଓ୍ଵାଣେ ସଂପ୍ରତି ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତଙ୍କ ପରେ ସବୁଠୁ ବରିଷ୍ଠତମ ଅଧିକାରୀଙ୍କ ମଧ୍ୟରୁ ଜଣେ। ୨୦୧୮ ସେପ୍ଟେମ୍ବରରେ ଲେଫ୍ଟନାଣ୍ଟ ଜେନେରାଲ ମୁକୁନ୍ଦ ନରଓ୍ଵାଣେଙ୍କୁ ଅପରେସନ ଦୃଷ୍ଟିରୁ ମହତ୍ଵପୂର୍ଣ୍ଣ ଇଷ୍ଟର୍ଣ୍ଣ କମାଣ୍ଡର ଦାୟିତ୍ଵ ଦିଆଯାଇଥିଲା।  ମହାରାଷ୍ଟ୍ର ପୁଣେର ନରଓ୍ବାଣେ ଜଣେ ରାଗୀ ତଥା କଠୋର ଅଧିକାରୀ ରୂପେ ଜଣାଶୁଣା। ଲେଫନାଣ୍ଟ ଜେନେରାଲ୍‌ ରଣବୀର ସିଂହ ସେନା ପ୍ରମୁଖଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା। ମିଳିଥିବା ସୂଚନା ଅନୁସାରେ ସରକାର ଜେନେରାଲ୍‌ ବିପିନ୍‌ ରାଓ୍ବତଙ୍କୁ ଦେଶର ସର୍ବପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) କରିବା ନଇ ସୂଚନା ରହୁଛି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଜୁନ ୧୩ ତାରିଖ ଶନିବାରରେ ୭ଟି ରାଶି ଉପରେ ଶନିଦେବଙ୍କ ରହିଛି ଆଶୀର୍ବାଦ

June 13, 2026

ଇରାନ–ଆମେରିକା ଚୁକ୍ତି ନିକଟତର!: ଆରାଘଚିଙ୍କ ମନ୍ତବ୍ୟ ଓ ଆଶାର ସଙ୍କେତ

June 13, 2026

କ୍ୟାବିନେଟ ବୈଠକ : ୮ ଟି ପ୍ରସ୍ତାବ ଉପରେ ମୋହର

June 12, 2026

ମେଡିକାଲ୍ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁ ଗିରଫ

June 12, 2026
Latest News

ବିସ୍ତୃତ ରାଶିଫଳ: ଜୁନ ୧୩ ତାରିଖ ଶନିବାରରେ ୭ଟି ରାଶି ଉପରେ ଶନିଦେବଙ୍କ ରହିଛି ଆଶୀର୍ବାଦ

June 13, 2026

ଇରାନ–ଆମେରିକା ଚୁକ୍ତି ନିକଟତର!: ଆରାଘଚିଙ୍କ ମନ୍ତବ୍ୟ ଓ ଆଶାର ସଙ୍କେତ

June 13, 2026

କ୍ୟାବିନେଟ ବୈଠକ : ୮ ଟି ପ୍ରସ୍ତାବ ଉପରେ ମୋହର

June 12, 2026

ମେଡିକାଲ୍ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁ ଗିରଫ

June 12, 2026

ଆଇଏନଏସ ଚିଲିକାରେ ୨୦୨୬ ସଂସ୍କରଣ ପ୍ରଥମ୍ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ ସମାରୋହ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.