Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ ନିଆଁ ଜଳୁଛି, କିନ୍ତୁ ଏମାନେ ପୋଷାକକୁ ଦେଖୁଛନ୍ତି : ମମତା ବାନାର୍ଜୀ
ଆଜିର ଖବର

ଦେଶରେ ନିଆଁ ଜଳୁଛି, କିନ୍ତୁ ଏମାନେ ପୋଷାକକୁ ଦେଖୁଛନ୍ତି : ମମତା ବାନାର୍ଜୀ

December 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କଲିକତା, 17/12: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ମମତା କହିଛନ୍ତି ଯେ, ସାରା ଦେଶ ଜଳୁଛି, ସେମାନଙ୍କୁ ପୋଷାକ ଦେଖୁଛନ୍ତ। ରବିବାର ଝାରଖଣ୍ଡରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନକୁ ମମତା ସମାଲୋଚନା କରିଛନ୍ତି। ମମତା କହିଛନ୍ତି ଯେ, ଆପଣ ପୋଷାକରୁ କେମିତି କାହାର ପରିଚୟ କରିପାରିବେ । ଟୋପି ପିନ୍ଧିବା ଅର୍ଥ ନୁହେଁ ଯେ ସେ ମୁସଲମାନ । ଏହି ଅବସରରେ ମମତା ପ୍ରଶ୍ନ କରିଛନ୍ତି ଯେ, ମୋ ପୋଷାକରୁ କ’ଣ ଆପଣ କହିପାରିବେ ମୁଁ କିଏ ବୋଲି ?

ସୂଚନାଯୋଗ୍ୟ, ରବିବାର ଝାରଖଣ୍ଡରେ ଏକ ନିର୍ବାଚନୀ ରାଲିରେ ମୋଦି ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ କରୁଥିବା ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲ ଯେ, ହିଂସା ଉସୁକାଉଥିବା ଲୋକର ପରିଚୟ ତା’ ପୋଷାକରୁ ଜଣାପଡିଥାଏ। କଂଗ୍ରେସ ଓ ତାଙ୍କ ସାଥୀମାନେ ଏହାକୁ ନେଇ ଏକ ବିରାଟ ତୁଫାନ ସୃଷ୍ଟି କରିଛନ୍ତି। ଏହାକୁ ନେଇ ଦେଶ ସାରା ନିଆଁ ଲଗାଉଛନ୍ତି। ଏପରି ଲୋକଙ୍କ ପରିଚୟ ତାଙ୍କ ପୋଷାକରୁ ମିଳିଯାଉଛି। ଆଜି  ମମତା କଲିକତାର ଯାଧପୁରଠାରୁ ଏକ ଜାଦୁ ବାବୁ ବଜାର ପର୍ଯ୍ୟନ୍ତ ସିଏବିକୁ ନେଇ ଏକ ବିରୋଧୀ ରାଲି ବାହାର କରିଥିଲେ। ଏହି ରାଲିରେ ସାଂସଦ ମିମି ଚକ୍ରବର୍ତ୍ତୀ, ନୁସରତ୍‌ ଜହାଁ ପ୍ରମୁଖ ସାମିଲ୍‌ ରହିଥିଲେ। ମମତା ଏହି ଅବସରରେ  ନୋ କେବ୍‌, ନୋ ଏନ୍‌ଆରସି ଇନ୍‌ ବଙ୍ଗାଲ ବୋଲି  ନାରା ଦେଇଥିଲେ।   (ଏଜେନ୍ସି)

caa cab mamatabanarjee protest rally
Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026

ଆନ୍ତର୍ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ରାଜ୍ୟର ଚାରି କ୍ରୀଡ଼ାବିତ୍ ସମ୍ମାନିତ

February 1, 2026

କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

February 1, 2026

ଆଜି ଖୋଲିବ କି ସେୟାର ବଜାର?: ବଜେଟ୍ ଉପସ୍ଥାପନ ପୂର୍ବରୁ ଅଖିଳେଶ ଯାଦବଙ୍କ ତାଚ୍ଛଲ୍ୟ

February 1, 2026
Latest News

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026

Budget 2026 ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ଖାଇଲେ ଦହିଚିନି

February 1, 2026

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ: ସେମିଫାଇନାଲ ପାଇଁ ହେବ ବଡ଼ ଲଢେଇ

February 1, 2026

Union Budget 2026: ଆପଣ କେଉଁଠାରେ ସିଧା ପ୍ରସାରଣ ଦେଖିପାରିବେ ବଜେଟ୍?

February 1, 2026

ବଜେଟ୍ ଉପସ୍ଥାପନ ସହିତ ରେକର୍ଡ ସୃଷ୍ଟି କରିବେ ସୀତାରମଣ: ଇତିହାସର ପୃଷ୍ଠାରେ ଲିପିବଦ୍ଧ ହେବ ନାମ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.