Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଏଏ ଆନ୍ଦୋଳନ : ମହାରାଷ୍ଟ୍ରରେ ଶାନ୍ତି ବଜାୟ ରଖିବାକୁ ଉଦ୍ଧବଙ୍କ ନିବେଦନ
ଆଜିର ଖବର

ସିଏଏ ଆନ୍ଦୋଳନ : ମହାରାଷ୍ଟ୍ରରେ ଶାନ୍ତି ବଜାୟ ରଖିବାକୁ ଉଦ୍ଧବଙ୍କ ନିବେଦନ

December 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ,19/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶରେ ଆନ୍ଦୋଳନ ଚାଲିଥିବା ବେଳେ ମହାରାଷ୍ଟ୍ରରେ ଶାନ୍ତି ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ନିବେଦନ କରିଛନ୍ତି । ଏହି ଆଇନକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ବିଭିନ୍ନ ମୁସଲିମ୍‌ ସମ୍ପ୍ରଦାୟର ମୁଖ୍ୟଙ୍କ ସହିତ ଉଦ୍ଧବ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ସହିତ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ । ବିଭିନ୍ନ ବିରୋଧୀ ଦଳର ନେତା ରାଷ୍ଟ୍ରପତିଙ୍କୁ ଭେଟି ସିଏଏ ପ୍ରତ୍ୟାହାର ପାଇଁ ଅନୁରୋଧ କରିବା ପରେ ଉଦ୍ଧବ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହିତ ଜାମିଆ ବିଶ୍ବ ବିଦ୍ୟାଳୟରେ ଆକ୍ରମଣକୁ ଉଦ୍ଧବ ନିନ୍ଦା କରିଥିଲେ । (ଏଜେନ୍ସୀ)

caa maharastra udhhab
Share. Facebook Twitter LinkedIn Email WhatsApp Copy Link

Related Posts

ତେଜ ପ୍ରତାପ ଯାଦବଙ୍କୁ ବଡ଼ ଝଟକା: ବାଙ୍କିପୁର ପ୍ରାର୍ଥୀ ବୀଣା ମାନବୀଙ୍କ ନାମାଙ୍କନ ବାତିଲ

July 14, 2026

ଇଂଲଣ୍ଡ ଦିନିକିଆ ସିରିଜ ପରେ ଟିମ୍ ଇଣ୍ଡିଆର ପ୍ରଶିକ୍ଷକଙ୍କ ଛୁଟି!: ଆଶ୍ଚର୍ଯ୍ୟ କରିବ କାରଣ

July 14, 2026

ବିଜୟଲକ୍ଷ୍ମୀଙ୍କ ଗଳ୍ପପୁସ୍ତକ “କେରାଏ ଦୁବ ଅରାଏ ଆକାଶ” ଉନ୍ମୋଚିତ

July 14, 2026

ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ: କେତେବେଳେ ଆରମ୍ଭ ହେବ ମ୍ୟାଚ୍?

July 14, 2026
Latest News

ତେଜ ପ୍ରତାପ ଯାଦବଙ୍କୁ ବଡ଼ ଝଟକା: ବାଙ୍କିପୁର ପ୍ରାର୍ଥୀ ବୀଣା ମାନବୀଙ୍କ ନାମାଙ୍କନ ବାତିଲ

July 14, 2026

ଇଂଲଣ୍ଡ ଦିନିକିଆ ସିରିଜ ପରେ ଟିମ୍ ଇଣ୍ଡିଆର ପ୍ରଶିକ୍ଷକଙ୍କ ଛୁଟି!: ଆଶ୍ଚର୍ଯ୍ୟ କରିବ କାରଣ

July 14, 2026

ଦୁଇ ଭାଗ ହେଲା ପାକିସ୍ତାନ!: ନିଜକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କଲା ବଲୁଚିସ୍ତାନ

July 14, 2026

ବିଜୟଲକ୍ଷ୍ମୀଙ୍କ ଗଳ୍ପପୁସ୍ତକ “କେରାଏ ଦୁବ ଅରାଏ ଆକାଶ” ଉନ୍ମୋଚିତ

July 14, 2026

ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ: କେତେବେଳେ ଆରମ୍ଭ ହେବ ମ୍ୟାଚ୍?

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.