Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଠାକ୍‌ରେ ବିରୋଧୀ ମନ୍ତବ୍ୟ ପଡିଲା ମହଙ୍ଗା : ଯୁବକଙ୍କୁ ଲଣ୍ଡା କଲେ ଶିବ ସେନା କର୍ମୀ
ଆଜିର ଖବର

ଠାକ୍‌ରେ ବିରୋଧୀ ମନ୍ତବ୍ୟ ପଡିଲା ମହଙ୍ଗା : ଯୁବକଙ୍କୁ ଲଣ୍ଡା କଲେ ଶିବ ସେନା କର୍ମୀ

December 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ, 24/12 : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡିଛି । ସୋସିଆଲ ମିଡିଆରେ ଠାକ୍‌ରେଙ୍କୁ ସମାଲୋଚନା କରିବାରୁ ଓ୍ବାଡାଲା ବାସିନ୍ଦା ହିରାମୟୀ ତିଓ୍ବାରୀଙ୍କୁ ଶିବସେନା କର୍ମୀ ମାଡ ମାରିବା ସହିତ ଲଣ୍ଡା କରି ଦେଇଛନ୍ତି । ଜାମିଆ ମାଲିଆ ହିଂସାକୁ ଉଦ୍ଧବ ଜାଲିଓ୍ବାନାଓ୍ବାଲାବାଗ କାଣ୍ଡ ସହିତ ତୁଳନା କରୁଥିବା ଏକ ଭିଡିଓକୁ ଟ୍ବିଟ୍ଟରରେ ପୋଷ୍ଟ କରିଥିଲେ ହିରାମୟୀ ତିଓ୍ବାରୀ । ଡିସେମ୍ବର 19ରେ ହିରାମୟୀ ତିଓ୍ବାରୀ ଏହି ଭିଡିଓ ପୋଷ୍ଟ କରିବା ପରେ ଶିବସେନା କର୍ମୀଙ୍କ ପକ୍ଷରୁ ଏହାର ଦୃଢ ବିରୋଧ କରାଯାଇଥିଲା । ସୋମବାର 30ରୁ ଅଧିକ ଶିବସେନା କର୍ମୀ ହିରାମୟୀଙ୍କୁ ନେଇ ମାଡ ମାରିବା ସହିତ ଲଣ୍ଡା କରି ଦେଇଥିଲେ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍‌ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହାପରେ ପୁନର୍ବାର ସୋସିଆଲ ମିଡିଆରେ ଅଭିଯୋଗ କରିଥିଲେ ହିରାମୟୀ ତିଓ୍ବାରୀ । ଉଲ୍ଲେଖଯୋଗ୍ୟ ଯେ, ଶିବସେନା ଲୋକସଭାରେ ସିଏବିକୁ ସମର୍ଥନ କରିଥିବା ବେଳେ ରାଜ୍ୟସଭାରେ ବିରୋଧ କରିଥିଲା । (ଏଜେନ୍ସୀ)

mumbai
Share. Facebook Twitter LinkedIn Email WhatsApp Copy Link

Related Posts

CJP ର ୟୁ-ଟର୍ନ!: ଏବେ ସରକାରଙ୍କ ସହିତ ଆଲୋଚନାକୁ ନାଁ

July 23, 2026

ଦିଲ୍ଲୀ ପ୍ରତିବାଦରେ ବିଦେଶୀ ପାଣ୍ଠି?: ଆବେଦନ ଉପରେ ତୁରନ୍ତ ଶୁଣାଣି ପାଇଁ ହାଇକୋର୍ଟ ରାଜି

July 23, 2026

ଭାରତରେ ଛାତ୍ର ପ୍ରତିବାଦ: ବିବାଦ ସୃଷ୍ଟି କଲା ଦାନିଶ କାନେରିଆଙ୍କ ମନ୍ତବ୍ୟ

July 23, 2026

ଫ୍ୟାନକୋଡ୍ ଆପ୍‌ରେ ଷ୍ଟ୍ରିମିଂ ହେବ ଭାରତ-ଜିମ୍ବାୱେ ଟି-୨୦ ମ୍ୟାଚ୍: ଜାଣନ୍ତୁ କେତେ ଖର୍ଚ୍ଚ ହେବ?

July 23, 2026
Latest News

CJP ର ୟୁ-ଟର୍ନ!: ଏବେ ସରକାରଙ୍କ ସହିତ ଆଲୋଚନାକୁ ନାଁ

July 23, 2026

ଦିଲ୍ଲୀ ପ୍ରତିବାଦରେ ବିଦେଶୀ ପାଣ୍ଠି?: ଆବେଦନ ଉପରେ ତୁରନ୍ତ ଶୁଣାଣି ପାଇଁ ହାଇକୋର୍ଟ ରାଜି

July 23, 2026

ଭାରତରେ ଛାତ୍ର ପ୍ରତିବାଦ: ବିବାଦ ସୃଷ୍ଟି କଲା ଦାନିଶ କାନେରିଆଙ୍କ ମନ୍ତବ୍ୟ

July 23, 2026

ଫ୍ୟାନକୋଡ୍ ଆପ୍‌ରେ ଷ୍ଟ୍ରିମିଂ ହେବ ଭାରତ-ଜିମ୍ବାୱେ ଟି-୨୦ ମ୍ୟାଚ୍: ଜାଣନ୍ତୁ କେତେ ଖର୍ଚ୍ଚ ହେବ?

July 23, 2026

CJP ପ୍ରତିବାଦ ମଧ୍ୟରେ ଅଖିଳେଶ ଏବଂ ରାହୁଲଙ୍କୁ କଡ଼ା ବାର୍ତ୍ତା ଦେଲେ ମାୟାବତୀ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.