Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜୟଙ୍କ 64 ତମ ଫିଲ୍ମରେ ନଜର ଆସିବେ ମାଲବିକା ମୋହନନ୍‌
ଆଜିର ଖବର

ବିଜୟଙ୍କ 64 ତମ ଫିଲ୍ମରେ ନଜର ଆସିବେ ମାଲବିକା ମୋହନନ୍‌

December 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ,30/12 : ତାମିଲ ଫିଲ୍ମ ଅଭିନେତା ବିଜୟଙ୍କ 64 ତମ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ମାଲାୟଲମ ଅଭିନେତ୍ରୀ ମାଲବିକା ମୋହନନ୍‌ । ଲୋକେଶ କଙ୍ଗାରାଜଙ୍କ ଅଭିନୀତ ଏହି ଅନ୍‌ଟାଇଟଲ୍‌ଡ ଫିଲ୍ମର ସୁଟିଂ ଆଫ୍ରିକା ଏବଂ ଟାଞ୍ଜାନିଆରେ ଆରମ୍ଭ ହୋଇଛି । ମାଲବିକା ମୋହନନ ଟାଞ୍ଜାନିଆର ଏକ ଚିଡିଆଖାନାର ଫଟୋ ସେୟାର କରିଛନ୍ତି । ବିଜୟ ଏବଂ ମାଳବିକାଙ୍କ ବ୍ୟତୀତ ବିଜୟ ସେଥୁପତି, ଶାନ୍ତନୁ, ଅର୍ଜୁନ ଦାସ, ଗୌରୀ କିଶାନ ଏବଂ ଭିଜେ ରମ୍ୟା ପ୍ରମୁଖ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ପ୍ରଥମ ଥର ବିଜୟ ଏବଂ ବିଜୟ ସେଥୁପତି ଏକତ୍ର ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି ଜୁନ୍‌ 2020ରେ ରିଲିଜ୍‌ ହେବାକୁ ଯାଉଛି ।

vijay
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳାଙ୍କ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ ପାଇଁ ରିଲାଏନ୍ସ ଫାଉଣ୍ଡେସନର ୨୦୦ କୋଟିର ପ୍ରୟାସ ଆରମ୍ଭ

May 7, 2026

ବିଶାଖାପାଟଣା ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ

May 7, 2026

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା

May 6, 2026

‘ସ୍କୁଲ ମ୍ୟାନେଜମେଣ୍ଟ କମିଟି ଗାଇଡଲାଇନ-୨୦୨୬’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

May 6, 2026
Latest News

“ଜଣେ ମହାନ ଯୋଦ୍ଧା, କିନ୍ତୁ…”: ଇସ୍ତଫା ଉପରେ ମମତା ବାନାର୍ଜୀଙ୍କୁ କୁମାର ବିଶ୍ୱାସଙ୍କ ପରାମର୍ଶ

May 7, 2026

ଆଜି ଜାତୀୟ ସ୍ତରରେ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ

May 7, 2026

ମହିଳାଙ୍କ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ ପାଇଁ ରିଲାଏନ୍ସ ଫାଉଣ୍ଡେସନର ୨୦୦ କୋଟିର ପ୍ରୟାସ ଆରମ୍ଭ

May 7, 2026

ଇନଷ୍ଟାଗ୍ରାମରୁ ହଟିବ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍, ଆପଣଙ୍କର ବ୍ୟକ୍ତିଗତ ଚାଟ୍ ଆଉ ସୁରକ୍ଷିତ ରହିବ ନାହିଁ କି ଜାଣନ୍ତୁ

May 7, 2026

ବିଶାଖାପାଟଣା ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.