Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪୧ ବର୍ଷ ବୟସରେ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବଲାନ୍‌
ଆଜିର ଖବର

୪୧ ବର୍ଷ ବୟସରେ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବଲାନ୍‌

January 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ, 1/1:ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବଲାନ୍‌ ୪୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ମୁମ୍ବାଇର ଚେମ୍ବୁରଠାରେ 1979 ମସିହା ଜାନୁଆରୀ 1 ତାରିଖରେ ଜନ୍ମଗ୍ରହଣ କରିଥିଲେ । 1995ରେ ଫିଲ୍ମ ‘ହମ୍‌ ପାଞ୍ଚ’ ଜରିଆରେ ପ୍ରଥମେ ଅଭିନୟ କରିଥିବାବେଳେ 2005 ମସିହାରେ ‘ପରୀଣିତା’ ରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ । ପରବର୍ତ୍ତୀ ସମୟରେ ବିଦ୍ୟାଙ୍କୁ ‘ଲଗେ ରହୋ ମୁନ୍ନାଭାଇ’, ‘ବେବି’, ‘କିସମତ୍‌ କନେକସନ୍‌’, ‘ଭୁଲ୍‌ ଭୁଲେୈୟାଁ, ‘ପା’, ‘ଇଶ୍କିୟା’, ‘ନୋ ଓ୍ବାନ୍‌ କିଲ୍ଡ ଜେସିକା’, ‘କାହାନୀ’ ସିରିଜ୍‌, ‘ତୁମ୍‌ହାରୀ ସୁଲ୍ଲୁ’, ‘ମିଶନ୍‌ ମଙ୍ଗଲ୍‌’ ଆଦି ଫିଲ୍ମରେ ବେଶ୍‌ ଉଚ୍ଚକୋଟୀର ଅଭିନୟ କରିଛନ୍ତି । ତେବେ ବିଦ୍ୟା ବଲାନ୍‌ ସାଉଥ୍‌ ଫିଲ୍ମ ଷ୍ଟାର୍‌ ସିଲ୍କ ସ୍ମିଥାଙ୍କ ଜୀବନୀକୁ ନେଇ ଫିଲ୍ମ ‘ଦ ଡାର୍ଟି ପିକ୍ଚର’ରେ ଭିନ୍ନ ଧରଣର ଅଭିନୟ କରି ବଲିଉଡ୍‌ରେ ବେଶ୍‌ ଚହଳ ସୃଷ୍ଟି କରିଥିଲେ । ବିଦ୍ୟା ପ୍ରତ୍ୟେକ ଫିଲ୍ମରେ ନିଜର ନିଆରା ଅଭିନୟ ପ୍ରଦର୍ଶନ କରିଥା’ନ୍ତି । 2012 ମସିହାରେ ବିଦ୍ୟା ଫିଲ୍ମ ନିର୍ମାତା ସିଦ୍ଧାର୍ଥ ରୟ କପୁରଙ୍କୁ ବିବାହ କରିଛନ୍ତି । ଫିଲ୍ମ ବ୍ୟତୀତ ସର୍ବଦା ନିଜ ଚେହେରାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି ଏହି ଅଭିନେତ୍ରୀ ଜଣକ । ଜିରୋ ଫିଗର୍‌କୁ ପସନ୍ଦ କରୁନଥିବା ଏହି ଅଭିନେତ୍ରୀଜଣକ ନିଜର ବଳିଷ୍ଠ ଅଭିନୟ ଜରିଆରେ ବଲିଉଡ୍‌ରେ ବେଶ୍‌ ସକ୍ରିୟ ରହିଛନ୍ତି । ନିକଟରେ ବିଦ୍ୟା ଶକୁନ୍ତଳା ଦେବୀଙ୍କ ବାୟୋପିକ୍‌ରେ ନଜର ଆସୁଛନ୍ତି ।

Bollywood vidyabalan
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.