Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗେଟଓ୍ବେ ଅଫ୍‌ ଇଣ୍ଡିଆରେ ଜେଏନ୍‌ୟୁ ଆକ୍ରମଣର ପ୍ରତିବାଦ : ବିକ୍ଷୋଭକାରୀଙ୍କୁ ସ୍ଥାନାନ୍ତର କଲା ପୋଲିସ୍‌
ଆଜିର ଖବର

ଗେଟଓ୍ବେ ଅଫ୍‌ ଇଣ୍ଡିଆରେ ଜେଏନ୍‌ୟୁ ଆକ୍ରମଣର ପ୍ରତିବାଦ : ବିକ୍ଷୋଭକାରୀଙ୍କୁ ସ୍ଥାନାନ୍ତର କଲା ପୋଲିସ୍‌

January 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ନୂଆଦିଲ୍ଲୀ ଜଓ୍ବାହାର ଲାଲ ନେହେରୁ ୟୁନଭର୍ସିଟି (ଜେଏନ୍‌ୟୁ)ରେ ଛାତ୍ର ଏବଂ ଅଧ୍ୟାପକଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ମୁମ୍ବାଇର ଇଣ୍ଡିଆ ଗେଟ୍‌ରେ ଶତାଧିକ ବିକ୍ଷୋଭକାରୀ ଜମା ହୋଇଥିଲେ । ମାତ୍ର ଟ୍ରାଫିକ୍‌ ସମସ୍ୟା ଦେଖା ଦେବାରୁ ପୋଲିସ୍‌ ବିକ୍ଷୋଭକାରୀଙ୍କୁ ସ୍ଥାନାନ୍ତର କରିଥିଲା । ଗେଟଓ୍ବେ ଅଫ୍‌ ଇଣ୍ଡିଆରୁ 2 କିମି ଦୂର ଆଜାଦ ମୈଦାନକୁ ସମସ୍ତ ବିକ୍ଷୋଭକାରୀଙ୍କୁ ସ୍ଥାନାନ୍ତର କରିଥିଲା । ପୋଲିସ୍‌ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପ୍ରୟାସ କରି ବିଫଳ ହେବା ପରେ ବଳପୂର୍ବକ ବିକ୍ଷୋଭକାରୀଙ୍କୁ ନେଇ ଆଜାଦ ମୈଦାନରେ ଛାଡିଥିଲା । ମୁମ୍ବାଇ ପୋଲିସ୍‌ର କାର୍ଯ୍ୟଶୈଳୀକୁ ସୋସିଆଲ ମିଡିଆରେ ନାପସନ୍ଦ କରାଯାଇଛି ।

gatewayofindia jnuattack mumbai
Share. Facebook Twitter LinkedIn Email WhatsApp Copy Link

Related Posts

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026

ଗୁଜରାଟରେ ଦେଶର ପ୍ରଥମ ବନ୍ଦର-ଭିତ୍ତିକ ‘ଇ-ମିଥାନଲ୍’ ପ୍ଲାଣ୍ଟ: ୩୫୦୦ରୁ ଅଧିକ ସୃଷ୍ଟି ହେବ ନିଯୁକ୍ତି

September 27, 2026
Latest News

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026

କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.