Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନେତାଙ୍କ ଦଳବଦଳକୁ ନେଇ ଦିଲ୍ଲୀ ରାଜନୀତି ସରଗରମ : ଆପ୍‌କୁ ଟାର୍ଗେଟ୍‌ କଲା କଂଗ୍ରେସ
ଆଜିର ଖବର

ନେତାଙ୍କ ଦଳବଦଳକୁ ନେଇ ଦିଲ୍ଲୀ ରାଜନୀତି ସରଗରମ : ଆପ୍‌କୁ ଟାର୍ଗେଟ୍‌ କଲା କଂଗ୍ରେସ

January 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ରାଜନୀତିରେ ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ଏକ ସ୍ବାଭାବିକ ପ୍ରକ୍ରିୟା । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ତିନି ନେତା ଆପ୍‌ରେ ସାମିଲ୍‌ ହୋଇଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନୋମିନେସନ୍‌ ପ୍ରକ୍ରିୟା ଆରମ୍ଭ ହେବାର ଗୋଟିଏ ଦିନର ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟିକୁ ବଡ ସଫଳତା ମିଳିଛି । ଆପ୍‌ରେ ତିନି କଂଗ୍ରେସ ନେତା ବିନୟ ମିଶ୍ର, ରାଜକୁମାରୀ ଢିଲୋ, ଦୀପୁ ଚେୌଧୁରୀ ସମେତ ପୂର୍ବତନ ବିଧାୟକ ରାମ ସିଂହ ଆପ୍‌ରେ ଯୋଗ ଦେଇଛନ୍ତି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଟୁଇଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ତେବେ କଂଗ୍ରେସ ଏହାକୁ ନେଇ ଆପ୍‌କୁ ଟାର୍ଗେଟ୍‌ କରିଛି । ଦିଲ୍ଲୀ ପ୍ରଦେଶ କଂଗ୍ରେସ କହିଛି ଯେ, ଦଳ ଯେଉଁମାନଙ୍କୁ ଟିକେଟ ଦେବାକୁ ମନା କଲା କେଜରୀଓ୍ବାଲ ତାଙ୍କୁ ତାଙ୍କ ଦଳରେ ସାମିଲ୍‌ କରାଇଛନ୍ତି । ଆପ ପାଖରେ 70ଜଣ ପ୍ରାର୍ଥୀ ନାହାନ୍ତି ବୋଲି କଟାକ୍ଷ କରିଛି କଂଗ୍ରେସ । କଂଗ୍ରେସର ନେତା ମୁକେଶ ଶର୍ମା କହିଛନ୍ତି ଯେ, ଆମ୍‌ ଆଦ୍‌ମୀ ପାର୍ଟିର ସ୍ଥିତି ବହୁତ ଖରାପ ରହିଛି, ସେଥିପାଇଁ କଂଗ୍ରେସର ରିଜେକ୍ଟେଡ୍‌ ମାଲ୍‌କୁ ନେଉଛି । ଆମକୁ 70 ଜଣ ପ୍ରାର୍ଥୀ ନିମେନ୍ତ 600ରୁ ଅଧିକ ଜଣ ଟିକେଟ ପାଇଁ ଆବେଦନ କରିଛନ୍ତି । କେଜରୀଓ୍ବାଲଙ୍କ ଅହଂକାର ଓ ଗର୍ବ ତାଙ୍କୁ କ୍ଷମତାରୁ ବାହାର କରିବା । ଆମ ସହିତ ଏୟା ବି ହୋଇଥିଲା ।

ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସିବାରୁ ଏବେ ଦଳରେ ଟିକେଟ ବଣ୍ଟାକୁ ନେଇ ଜୋଡ୍‌-ତୋଡ୍‌ର ରାଜନୀତି ଆରମ୍ଭ ହୋଇଛି । କଂଗ୍ରେସର କିଛି ବରିଷ୍ଠ ନେତା ତାଙ୍କ ପୁଅ-ଝିଅ ତାଙ୍କ ପିତା ଓ ପରିବାରର ରାଜନୀତି ସାମ୍ରାଜ୍ୟକୁ ଆଗକୁ ନେବା ପାଇଁ ବିଧାନସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି । (ଏଜେନ୍ସି)

aap delhielection
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ସମୟରେ ବଡ଼ ସଙ୍କଟ: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଫସି ରହିଲେ ଏହି ଖେଳାଳି

March 2, 2026

ଆଧାର କେନ୍ଦ୍ର ଖୋଜିବା ଏବେ ବହୁତ ସହଜ!: ଗୋଟିଏ କ୍ଲିକ୍‌ରେ ପାଇବେ ସଠିକ୍ ସ୍ଥାନ

March 2, 2026

ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ନିହତ ହେଲା ହିଜବୁଲ୍ଲାର ଶୀର୍ଷ କମାଣ୍ଡର

March 2, 2026

ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଆନନ୍ଦ

March 2, 2026
Latest News

ଟି-୨୦ ବିଶ୍ୱକପ୍ ସମୟରେ ବଡ଼ ସଙ୍କଟ: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ଫସି ରହିଲେ ଏହି ଖେଳାଳି

March 2, 2026

ଆଧାର କେନ୍ଦ୍ର ଖୋଜିବା ଏବେ ବହୁତ ସହଜ!: ଗୋଟିଏ କ୍ଲିକ୍‌ରେ ପାଇବେ ସଠିକ୍ ସ୍ଥାନ

March 2, 2026

ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ନିହତ ହେଲା ହିଜବୁଲ୍ଲାର ଶୀର୍ଷ କମାଣ୍ଡର

March 2, 2026

ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଆନନ୍ଦ

March 2, 2026

ଓଡିଶାରେ ଉର୍ଫି ଜାଭେଦ୍: ହୋଟେଲ ସାଣ୍ଡିସ ଟାୱାରରେ ଖେଳିବେ ହର୍ବାଲ ହୋଲି

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.