Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶଦ୍ରୋହୀଙ୍କୁ ଗୁଳି ଦରକାର, ବିରିୟାନୀ ନୁହେଁ : ସିଟି ରବି
ଆଜିର ଖବର

ଦେଶଦ୍ରୋହୀଙ୍କୁ ଗୁଳି ଦରକାର, ବିରିୟାନୀ ନୁହେଁ : ସିଟି ରବି

January 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଲୁରୁ : ଦେଶଦ୍ରୋହୀଙ୍କୁ ବିରିୟାନ ଖାଇବାକୁ ଦିଆଯିବା ପରିବର୍ତ୍ତେ ଗୁଳି ମରାଯିବା ଉଚିତ୍‌ ବୋଲି କର୍ଣ୍ଣାଟକ ମନ୍ତ୍ରୀ ସିଟି ରବି ମତ ଦେଇଛନ୍ତି । ଅନୁରାଗ ଠାକୁରଙ୍କ ‘ଦେଶକେ ଗଦ୍ଦାରୋଙ୍କ ,ଗୋଲୀ ମାରୋ ***’ ମତକୁ ମଧ୍ୟ ସମର୍ଥନ କରିଛନ୍ତି କର୍ଣ୍ଣାଟକ ମନ୍ତ୍ରୀ ରବି । କର୍ଣ୍ଣାଟକର ପର୍ଯ୍ୟଟନ ମନ୍ତ୍ରୀ ରବି ଟ୍ବିଟ୍ଟର ଜରିଆରେ ଅନୁରାଗ ଠାକୁରଙ୍କ ମନ୍ତବ୍ୟ ପ୍ରତି ନିଜର ସମର୍ଥନ ଜାହିର କରିଛନ୍ତି । ଅନୁରାଗଙ୍କ ମନ୍ତବ୍ୟ ପରେ ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନା କରାଯିବା ସହିତ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ମଧ୍ୟ ଜାରି କରାଯାଇଛି । ଅନୁରାଗଙ୍କୁ ବିରୋଧ କରୁଥିବା ବ୍ୟକ୍ତି ହେଉଛନ୍ତି ସେମାନେ ଯେଉଁମାନେ କସାବକୁ ଫାଶୀ ଦିଆଯିବା ନିଷ୍ପତ୍ତିକୁ ବିରୋଧ କରୁଥିଲେ । ସିଏଏକୁ ନେଇ ମିଥ୍ୟା ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ବିରିୟାନୀ ଖାଇବାକୁ ଦେବା ପରିବର୍ତ୍ତେ ଗୁଳି ମରାଯିବା ଉଚିତ୍‌ ବୋଲି ରବି କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

Big Breaking: ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

July 25, 2026

କୋକରୋଚ୍ ଜନତା ପାର୍ଟିର ବଡ଼ ଘୋଷଣା: ଆସନ୍ତାକାଲି ସାରା ଦେଶରେ କରିବ ମହମବତୀ ମାର୍ଚ୍ଚ

July 25, 2026

ଛାତ୍ରଛାତ୍ରୀଙ୍କ ସ୍ୱରକୁ ଗମ୍ଭୀରତାର ସହ ଶୁଣିବା ଉଚିତ”: NEET ପ୍ରସଙ୍ଗରେ କହିଲେ ମିସ୍ ଇଣ୍ଡିଆ ୟୁନିଭର୍ସ

July 25, 2026

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ବିନା କୌଣସି ବୁଝାମଣା ନାହିଁ”: ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

July 25, 2026
Latest News

Big Breaking: ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

July 25, 2026

କୋକରୋଚ୍ ଜନତା ପାର୍ଟିର ବଡ଼ ଘୋଷଣା: ଆସନ୍ତାକାଲି ସାରା ଦେଶରେ କରିବ ମହମବତୀ ମାର୍ଚ୍ଚ

July 25, 2026

ଛାତ୍ରଛାତ୍ରୀଙ୍କ ସ୍ୱରକୁ ଗମ୍ଭୀରତାର ସହ ଶୁଣିବା ଉଚିତ”: NEET ପ୍ରସଙ୍ଗରେ କହିଲେ ମିସ୍ ଇଣ୍ଡିଆ ୟୁନିଭର୍ସ

July 25, 2026

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ବିନା କୌଣସି ବୁଝାମଣା ନାହିଁ”: ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

July 25, 2026

“ଏଆଇର ଅପବ୍ୟବହାରକୁ ସହ୍ୟ କରାଯିବ ନାହିଁ…”: ନକଲି ଭିଡିଓ ଉପରେ କେନ୍ଦ୍ର ମନ୍ତ୍ରୀ କ୍ଷୁବ୍ଧ

July 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.