Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂସଦରେ ବଜେଟ 2020 ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ
ଆଜିର ଖବର

ସଂସଦରେ ବଜେଟ 2020 ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ

February 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଆଜି ସଂସଦରେ ଚଳିତ ବର୍ଷର ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ପାଠ ବେଳେ ଯେଉଁ ମୁଖ୍ୟ ପ୍ରସଂଗଗୁଡିକ ଥିଲା ତାହା ହେଲା

1-ଜିଏସଟି ଧିରେ ଧିରେ ଶସକ୍ତ ହେବାକୁ ଯାଉଛି। ଏହି ଜିଏସଟିକୁ ଏପ୍ରିଲ 2020 ରେ ସରଳିକରଣ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି।

2-ଏହି ବଜେଟ ସାଧାରଣ ଲୋକେ କିଣାବିକା ଏବଂ ଆୟ ବୃଦ୍ଧି କରିବାରେ ବହୁ ବ୍ୟବସ୍ଥା କରାଯାଇଛି।

3-ଜିଏସଟି ପାଇଁ ଭାରତୀୟ ଜନସାଧାରଣ 4 ପ୍ରତିଶତ ଅର୍ଥ ବଞ୍ଚାଇବାରେ ସମର୍ଥ ହୋଇପାରିଛନ୍ତି।

4-ସାଧାରଣ ଲୋକେ ବଞ୍ଚିବା ପାଇଁ ସର୍ବନିମ୍ନ ବଞ୍ଚିବାର ସୁବିଧା ପ୍ରଦାନ କରାଯିବ

5-ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାମ୍ମୁକାଶ୍ମୀର ଉପରେ ଏକ ଛୋଟିଆ କବିତା ପାଠ କରିଥିଲେ

6-ଭାରତ ବର୍ତ୍ତମାନ 217 ମିଲିୟନ ଜନତାଙ୍କୁ ଗରିବ ରେଖାରୁ ଉପରକୁ ଉଠାଇବାରେ ସାହାର୍ଯ୍ୟ କରିପାରିଛି

7-ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ଦେଶର 6 କୋଟି କୃଷକଙ୍କୁ ବୀମାଭୁକ୍ତ କରାଯାଇପାରିଛି

8-ଚଳିତ ବଜେଟରେ ସୋଲାର ପାୱାରକୁ ପ୍ରଧାନ୍ୟ ଦିଆଯାଇଛି। ଆଗାମୀ ବର୍ଷରେ ଏହାକୁ ଏକ ଲୋକଙ୍କ ଆୟର ପ୍ରମୁଖ ମାଧ୍ୟମ ଭାବେ ପରିଣତ କରାଯିବ

9-ସୀତାରମଣ 16 ଟି ନୂଆ ଆକ୍ସନ ପ୍ଲାନ ଲାଗୁ କରିବେ ଯାହା କୃଷକଙ୍କ ଆୟକୁ ଦୁଇଗୁଣା କରିପାରିବ

10-କୃଷି ଉତ୍ପାଦିତ ପଦାର୍ଥକୁ ପରିବହନ କରିବା ପାଇଁ ଲାଗୁ କରାଯିବ କୃଷି ଉଡାଣ ଯୋଜନା

Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ ପୂର୍ବତନ କଲେଜ ଅଧ୍ୟକ୍ଷ: ଅଢେଇ କୋଟି ଟଙ୍କା ହେରଫେର ଅଭିଯୋଗ

August 26, 2026

ଇସଲାମାବାଦ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୧୫ ନବଜାତ ଶିଶୁଙ୍କ ମୃତ୍ୟୁ

August 26, 2026

ସ୍କର୍ପିଓକୁ ପଛରୁ ପିଟିଲା ଟୁରିଷ୍ଟ ବସ୍‌, ୨ ଆହତ

August 26, 2026

ପୁରୀରେ ପୁଣି ହତ୍ୟାକାଣ୍ଡ : ପଥରରେ ଛେଚି ଜଣଙ୍କୁ ହତ୍ୟା

August 26, 2026
Latest News

ଭିଜିଲାନ୍ସ ଜାଲରେ ପୂର୍ବତନ କଲେଜ ଅଧ୍ୟକ୍ଷ: ଅଢେଇ କୋଟି ଟଙ୍କା ହେରଫେର ଅଭିଯୋଗ

August 26, 2026

ଇସଲାମାବାଦ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୧୫ ନବଜାତ ଶିଶୁଙ୍କ ମୃତ୍ୟୁ

August 26, 2026

ସ୍କର୍ପିଓକୁ ପଛରୁ ପିଟିଲା ଟୁରିଷ୍ଟ ବସ୍‌, ୨ ଆହତ

August 26, 2026

ପୁରୀରେ ପୁଣି ହତ୍ୟାକାଣ୍ଡ : ପଥରରେ ଛେଚି ଜଣଙ୍କୁ ହତ୍ୟା

August 26, 2026

ଜମି ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: କୋମନା ତହସିଲଦାର ଓ ARI ସସପେଣ୍ଡ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.