Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାମ୍ବାଦିକଙ୍କ ଅମାନବୀୟ କାର୍ଯ୍ୟ: ମହିଳାଙ୍କୁ ଅସଦାଚରଣ କରି ନିର୍ଧୂମ ଛେଚା ଖାଇଲେ
ଆଜିର ଖବର

ସାମ୍ବାଦିକଙ୍କ ଅମାନବୀୟ କାର୍ଯ୍ୟ: ମହିଳାଙ୍କୁ ଅସଦାଚରଣ କରି ନିର୍ଧୂମ ଛେଚା ଖାଇଲେ

February 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା

ପାରାଦୀପ: ଗତକାଲି ପାରାଦ୍ବୀପଠାରେ ବିଳମ୍ବିତ ରାତ୍ରିରେ ଜଣେ ସାମ୍ବାଦିକଙ୍କ ଅମାନବୀୟ କାର୍ଯ୍ୟ ସାମ୍ନାକୁ ଆସିଛି। ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମାଡ ଖାଇଥିବାର ଖବର ଶୁଣିବାକୁ ମିଳିଛି। ବ୍ୟକ୍ତି ଜଣକ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇଥିବାବେଳେ ବଳପୂର୍ବକ ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ କରିଥିବାର ମହିଳାଜଣକ ଅଭିଯୋଗ କରିଛନ୍ତି। ତେବେ ମହିଳା ଜଣକ ବ୍ୟକ୍ତିଙ୍କୁ ଦେଖି ଚିତ୍କାର କରିବାରୁ ପାଖ ପଡୋଶୀର ମହିଳାମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରିବା ସହିତ ନିସ୍ତୁକ ମାଡ଼ ମାରିଛନ୍ତି।

ପୂର୍ବରୁ ଏହି ସାମ୍ବାଦିକ ଜଣକ ଅନେକ ଠକେଇ ମାମଲା ସହିତ ଦୁଷ୍କର୍ମ ମାମଲାରେ ମଧ୍ୟ ଜଡିତ ରହିଥିଲେ। ୨୦୧୪ରେ ସମ୍ପୃକ୍ତ ସାମ୍ବାଦିକ ଜଣକ ନାମରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ରହିଥିଲା। ସାମ୍ବାଦିକଙ୍କୁ ନାମରେ ପାରଦୀପ ଥାନାରେ କେଶ ନଂ ୩୯/୧୭ ଜରିଆରେ ୧୬୨/୨୦୧୪ ଦଫା ୩୫୪(କ)୧, ୩୨୩, ୩୯୪, ୫୦୬ରେ ମାମଲା ରୁଜୁ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତିଜଣକ ପାରାଦୀପ ଅଞ୍ଚଳ ଅନ୍ତର୍ଗତ ଷଣ୍ଢକୁଦ ମୌଜାରେ ବସବାସ କରନ୍ତି। ପୂର୍ବରୁ ଚିଟ୍‌ଫଣ୍ଡ୍‌ ସଂସ୍ଥା ସହ ଜଡିତ ରହି ଗରିବ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇ ଫେରାର ରହିଥିଲେ। ଏତେ ସବୁ ଅପରାଧୀକ କାର୍ଯ୍ୟକଳାପରେ ଲିପ୍ତ ରହି ମଧ୍ୟ ସେ ଦୈନିକ ଏକ ଖବରକାଗଜରେ ସାମ୍ବାଦିକ ରୂପେ କାର୍ଯ୍ୟରତ କରୁଛନ୍ତି। ସାମ୍ବାଦିକ ପରି ଏକ ବିଶ୍ବସନୀୟ ପେଶାରେ ଏପରି ଅପରାଧୀ ମାନେ ଏହାର ଗାରିମାକୁ କ୍ଷୁଣ୍ଣ କରୁଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ ପୁଟିନ୍ ନେଲେ ବଡ଼ ନିଷ୍ପତ୍ତି, ଭାରତକୁ ଦେଲେ ଦମଦାର ଅଫର

August 20, 2025

କେନ୍ଦ୍ରାପଡ଼ାରେ ଯୁବତୀଙ୍କ ଆତ୍ମାହୂତି ଘଟଣାରେ ସ୍ୱତଃ ହସ୍ତକ୍ଷେପ କଲେ ଜାତୀୟ ମାନବାଧିକାର ଆୟୋଗ

August 20, 2025

ରାଜୀବ ଗାନ୍ଧୀ ସେବା ସମ୍ମାନ- ୨୦୨୫ ରେ ସମ୍ମାନିତ ହେଲେ ଟାଙ୍ଗୀ କଲେଜର ଅଧ୍ୟାପକ

August 20, 2025

ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିବୁ: ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ

August 20, 2025
Latest News

ଆଗତ ହେଲା ଗୁରୁତ୍ୱପୂର୍ଣ୍ଣ ବିଲ: ଅପରାଧିକ ମାମଲାରେ ପଦବୀ ଛାଡିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ

August 20, 2025

ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ ପୁଟିନ୍ ନେଲେ ବଡ଼ ନିଷ୍ପତ୍ତି, ଭାରତକୁ ଦେଲେ ଦମଦାର ଅଫର

August 20, 2025

କେନ୍ଦ୍ରାପଡ଼ାରେ ଯୁବତୀଙ୍କ ଆତ୍ମାହୂତି ଘଟଣାରେ ସ୍ୱତଃ ହସ୍ତକ୍ଷେପ କଲେ ଜାତୀୟ ମାନବାଧିକାର ଆୟୋଗ

August 20, 2025

ରାଜୀବ ଗାନ୍ଧୀ ସେବା ସମ୍ମାନ- ୨୦୨୫ ରେ ସମ୍ମାନିତ ହେଲେ ଟାଙ୍ଗୀ କଲେଜର ଅଧ୍ୟାପକ

August 20, 2025

ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିବୁ: ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.