Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଥରେ ବିବାଦୀୟ ବୟାନ ଦେଲେ କପିଲ୍‌ ମିଶ୍ରା
ଆଜିର ଖବର

ପୁଣି ଥରେ ବିବାଦୀୟ ବୟାନ ଦେଲେ କପିଲ୍‌ ମିଶ୍ରା

February 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :  ଆଉ ଚାରିଦିନ ପରେ ଦିଲ୍ଲୀ ନିର୍ବାଚନ । ସମସ୍ତ ରାଜନୈତିକ ଦଳମାନେ ଜୋର୍‌ସୋର୍‌ରେ ପ୍ରସ୍ତୁତି କରିଥିବାବେଳେ ବିଭିନ୍ନ ନେତାମାନଙ୍କର ବିବାଦୀୟ ବୟାନ ଶୁଣିବାକୁ ମିଳିଛି । ଦିଲ୍ଲୀର ମଡେଲ୍‌ ଟାଉନ୍‌ ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରୁ ନିର୍ବାଚନ ଲଢୁଥିବା କପିଲ୍‌ ମିଶ୍ରା ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । କପିଲ୍‌ ଆମ୍‌ ଆଦ୍‌ମୀ ପାର୍ଟିକୁ ମୁସଲିମ୍‌ ଲିଗ୍‌ ବୋଲି କହିଛନ୍ତି । କପିଲ୍‌ ଟୁଇଟ୍‌ କରି କହିଛନ୍ତି ଯେ, ’ଆମ୍‌ ଆଦ୍‌ମୀ ପର୍ଟିର ନୂତନ ନାମ ମୁସଲିମ୍‌ ଲିଗ୍‌ ହେବା ଦରକାର । ଓମର୍‌ ଖାଲିଦ୍‌, ଅଫଜଲ୍‌ ଗୁରୁ, ବୁରହାନ୍‌ ବାନି ପରି ଆତଙ୍କବାଦୀମାନଙ୍କୁ ନିଜର ବାପ ଭାବୁଥିବାବେଳେ ଯୋଗୀ ଆଦିତ୍ୟନାଥଙ୍କୁ ଡରୁଛନ୍ତି ।

ପୂର୍ବରୁ ମଧ୍ୟ ବିବାଦୀୟ ବୟାନ ଦେଇଥିବାରୁ ନିର୍ବାଚନ ଆୟୋଗ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ 48 ଘଣ୍ଟାର ପ୍ରଚାର ପ୍ରତିବନ୍ଧକ ଲଗାଇଥିଲେ । କପିଲ୍‌ ଆସନ୍ତା 8 ତାରିଖରେ ହେବାକୁ ଥିବା ନିର୍ବାଚନକୁ ଭାରତ ବନାମ ପାକିସ୍ତାନ ମୁକାବିଲା ବୋଲି କହିଥିଲେ ।  2015 ବିଧାନସଭା ନିର୍ବାଚନରେ ଆପ୍‌ ଟିକେଟରୁ କରାଓ୍ବଲ୍‌ ନଗରରୁ ବିଧାୟକ ରୂପେ ଜିତିଥିଲେ । ପରେ ପରେ ଆପ୍‌ ଛାଡି ସେ ବିଜେପିରେ ଯୋଗ ଦେଇଥିଲେ। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଫେରାର IIC ସୁଜିତ ଦାସଙ୍କ ନାଁରେ NBW: ଗିରଫ ପାଇଁ ବିଭିନ୍ନ ସ୍ଥାନରେ କ୍ରାଇମବ୍ରାଞ୍ଚର ଚଢ଼ଉ

August 26, 2026

ଆମେରିକା ଭିସା ନିଯୁକ୍ତି ଉପରେ ରୋକ: ଟ୍ରମ୍ପ ପ୍ରଶାସନର ବଡ଼ ନିଷ୍ପତ୍ତି

August 26, 2026

ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଭୟଙ୍କର ଦୁର୍ଘଟଣା: ୬ ମୃତ; ୨୦ ଗୁରୁତର

August 26, 2026
Latest News

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଫେରାର IIC ସୁଜିତ ଦାସଙ୍କ ନାଁରେ NBW: ଗିରଫ ପାଇଁ ବିଭିନ୍ନ ସ୍ଥାନରେ କ୍ରାଇମବ୍ରାଞ୍ଚର ଚଢ଼ଉ

August 26, 2026

ଆମେରିକା ଭିସା ନିଯୁକ୍ତି ଉପରେ ରୋକ: ଟ୍ରମ୍ପ ପ୍ରଶାସନର ବଡ଼ ନିଷ୍ପତ୍ତି

August 26, 2026

ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଭୟଙ୍କର ଦୁର୍ଘଟଣା: ୬ ମୃତ; ୨୦ ଗୁରୁତର

August 26, 2026

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ ସେପ୍ଟେମ୍ବର ୨ରୁ ପ୍ରଥମ ପର୍ଯ୍ୟାୟ ଯାତ୍ରା ଆରମ୍ଭ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.