Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସଭାରେ ଉଠିଲା ମହାନଦୀ ପ୍ରସଙ୍ଗ : ଓଡିଆରେ ବିବୃତ୍ତି ରଖିଲେ ଡ.ସସ୍ମିତ ପାତ୍ର
ଆଜିର ଖବର

ରାଜ୍ୟସଭାରେ ଉଠିଲା ମହାନଦୀ ପ୍ରସଙ୍ଗ : ଓଡିଆରେ ବିବୃତ୍ତି ରଖିଲେ ଡ.ସସ୍ମିତ ପାତ୍ର

February 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଆଜି ରାଜ୍ୟସଭାର ଶୂନ୍ୟକାଳରେ ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ସସ୍ମିତ ପାତ୍ର ଓଡ଼ିଆରେ ବିବୃତ୍ତି ରଖିଛନ୍ତି ଡ. ପାତ୍ର । ମାତୃଭାଷାରେ ଡ. ପାତ୍ର ବିବୃତ୍ତି ରଖିଥିବାରୁ ଭେଙ୍କେୟା ନାଇଡୁ ଖୁସି ପ୍ରକାଶ କରିବା ସହିତ ଉତ୍ତମ କହୁଛି ବୋଲି କହିବା ସହିତ ଧନ୍ୟବାଦ ଆପ୍‌କୋ ବୋଲି କହିଛନ୍ତି ଉପସଭାପତି ଭେଙ୍କେୟା ନାଇଡୁ ।

ସସ୍ମିତ ପାତ୍ର ରାଜ୍ୟରେ ମହାନଦୀ ପ୍ରସଙ୍ଗ ଉଠାଇ ଛତିଶଗଡ ପକ୍ଷରୁ ବେଆଇନ ବ୍ୟାରେଜ୍‌ ପ୍ରସଙ୍ଗକୁ ମଧ୍ୟ ଆଲୋଚନା କରିଛନ୍ତି । ଓଡ଼ିଶା ଜଳ ପାଇଁ ସଂଘର୍ଷ କରୁଥିବାବେଳେ ବେଆଇନ ବ୍ୟାରେଜ ପାଇଁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି ବୋଲି କହିଛନ୍ତି ଡ. ପାତ୍ର । ସେହିପରି ପୋଲାଭରମ୍‌ ସମ୍ପର୍କରେ ମତ ରଖି ଏଥି ଯୋଗୁଁ 6 ହଜାର ଆଦିବାସୀ ପ୍ରଭାବିତ ହେବେ ବୋଲି କହିଛନ୍ତି ଡ. ପାତ୍ର । କେନ୍ଦ୍ର ସରକାର ତୁରନ୍ତ ଏହା ସମ୍ପର୍କରେ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ସସ୍ମିତ  ପାତ୍ର ।

Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ଏକାଦଶୀରେ ଦ୍ୱୀତିୟ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ: ରୂପା ବେଶରେ ସଜେଇ ହେଲେ ତିନି ଠାକୁର

July 25, 2026

ଶ୍ରୀଜୀଉଙ୍କ ସୁନାବେଶ: ମହଣ ମହଣ ସୁନାରେ ଝଟକିଲେ ତିନିଠାକୁର

July 25, 2026

ହିନ୍ତରାଇ ଗ୍ରାମରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା: ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

July 25, 2026

ପ୍ରଦୀପ କୁମାର ରାୟଙ୍କ ‘ଅନନ୍ୟା ଅତୁଳନୀୟା’ ପୁସ୍ତକ ଲୋକାର୍ପିତ

July 25, 2026
Latest News

ବଡ଼ ଏକାଦଶୀରେ ଦ୍ୱୀତିୟ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ: ରୂପା ବେଶରେ ସଜେଇ ହେଲେ ତିନି ଠାକୁର

July 25, 2026

ଶ୍ରୀଜୀଉଙ୍କ ସୁନାବେଶ: ମହଣ ମହଣ ସୁନାରେ ଝଟକିଲେ ତିନିଠାକୁର

July 25, 2026

ହିନ୍ତରାଇ ଗ୍ରାମରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା: ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

July 25, 2026

ପ୍ରଦୀପ କୁମାର ରାୟଙ୍କ ‘ଅନନ୍ୟା ଅତୁଳନୀୟା’ ପୁସ୍ତକ ଲୋକାର୍ପିତ

July 25, 2026

ଏବେ ବିହାର ମୁଖ୍ୟମନ୍ତ୍ରୀଙ୍କ ପାଳି?: CJP ର ବଡ଼ ଘୋଷଣା, ପାଟନାରେ ଏକାଠି ହେବେ ‘କକ୍ରୋଚ’ 

July 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.