ଦିଲ୍ଲୀ ଗୁରୁଗ୍ରାମରୁ ଉଦ୍ଧାର ହେଲେ ରାଉରକେଲାର ନାବାଳିକା

Published: Feb 9, 2020, 10:03 am IST

ସମୀକ୍ଷା ବ୍ୟୁରୋ

ରାଉରକେଲା : ରାଉରକେଲାର ନାବାଳିକା ଝିଅ ଦିଲ୍ଲୀ ଗୁରୁଗ୍ରାମରୁ ଉଦ୍ଧାର । ନାବାଳିକାକୁ ଦିଲ୍ଲୀ ଗୁରୁଗ୍ରାମରୁ ଉଦ୍ଧାର କଲା ପ୍ଲାଣ୍ଟ ସାଇଟ୍‌ ପୋଲିସ୍‌  । ଜାନୁଆରୀରେ ବିଭିନ୍ନ ଲୋଭ ଦେଖାଇ ଦିଲ୍ଲୀ ନେଇଯାଇଥିଲା ଦଲାଲ୍‌ । ଦିଲ୍ଲୀରେ ବିକ୍ରି କରି ଦେଇଥିବା ଅଭିଯୋଗ କରିଥିଲେ ପରିବାର । ନାବାଳିକା ପରିବାରର ଅଭିଯୋଗ ପରେ ଜେଣ ମହିଳା ଦଲାଲ୍‌ ଗିରଫ । ବିକ୍ରି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ନେଇ ସ୍ବତନ୍ତ୍ର ଟିମ୍‌ ଚଢାଉ କରିଛନ୍ତି ।

Related posts