Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକଜିଟ୍‌ ପୋଲ୍‌ ରିପୋର୍ଟ ଓ ନିର୍ବାଚନ ପରିଣାମ ମଧ୍ୟରେ ହେବ ବହୁତ ଅନ୍ତର : ପ୍ରକାଶ ଜାଭେଡ୍‌କର୍‌
ଆଜିର ଖବର

ଏକଜିଟ୍‌ ପୋଲ୍‌ ରିପୋର୍ଟ ଓ ନିର୍ବାଚନ ପରିଣାମ ମଧ୍ୟରେ ହେବ ବହୁତ ଅନ୍ତର : ପ୍ରକାଶ ଜାଭେଡ୍‌କର୍‌

February 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଦିନ ମତଦାନ ଅନୁଷ୍ଠିତ ହୋଇଟାଇଛି । ଏବେ ନିର୍ବାଚନୀ ଫଳାଫଳକୁ ଅପେକ୍ଷା । ତେବେ ବୁଥ୍‌ ବାହୁଡା ମତ ଅନୁସାରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟିକୁ ପ୍ରଚଣ୍ଡ ବହୁମତ ମିଳୁଛି । ଇଣ୍ଡିଆ ଟୁଡେ ଓ ଏକ୍ସିସ୍‌ ମାୟ ଇଣ୍ଡିଆର ଏକ୍‌ଜିଟ୍‌ ରିପୋର୍ଟ ମୁତାବକ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ 59ରୁ 68ଟି ଆସନ ଓ ଭାରତୀୟ ଜନତା ଦଳ ( ବିଜେପି)କୁ ମାତ୍ର 2ରୁ 11ଟି ଆସନ ମିଳିବାର ସମ୍ଭାବନା ରହିଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନୀ ପ୍ରଚାରର ପୂରା ଶକ୍ତି ଲଗାଇଥିବାବେଳେ ବାଜି କିନ୍ତୁ ପଲଟିବାର ଚାନ୍ସ ନାହିଁ ବୋଲି ଜଣାପଡୁଛି । ଏତଦ୍‌ବ୍ୟତୀତ ଏକ୍‌ଜିଟ୍‌ ପୋଲ୍‌ରେ କଂଗ୍ରେସକୁ ମଧ୍ୟ ଗତ ଥର ଚଳିତ ଥର ମଧ୍ୟ କୌଣସି ଆସନ ମିଳିବା ନ ନେଇ ମଧ୍ୟ ସମ୍ଭାବନା ରହିଛି । ତେବେ ଭାରତୀୟ ଜନତା ପାର୍ଟି ଏହି ରିପୋର୍ଟକୁ ନେଇ ପ୍ରଶ୍ନ କରିଛି ।

କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରୀ ଓ ଭାରତୀୟ ଜନତା ଦଳର ନେତା ପ୍ରକାଶ ଜାଭେଡ୍‌କର୍‌ କହିଛନ୍ତି – ‘ଏକଜିଟ୍‌ ପୋଲ୍‌ ଓ ନିର୍ବାଚନୀ ପରିଣାମରେ ବହୁତ କିଛି ଅନ୍ତର ରହିବ । ଆମେ ନିର୍ବାଚନୀ ପରିଣାମକୁ ଅପେକ୍ଷା କରିବା ଉଚିତ୍‌ ବୋଲି କହିଛନ୍ତି ଜାଭେଡକର । ପୂର୍ବରୁ ଏକଜିଟ୍‌ ପୋଲ୍‌ ବିଫଳ ମଧ୍ୟ ହୋଇଛି ।  ସେହିପରି ବିଜେପି ସାଂସଦ ପ୍ରବେଶ ବର୍ମା କହିଛନ୍ତି ଯେ, ‘ଆମେ  କେତେ ନିର୍ବାଚନ ଦେଖିଛୁ ଯେଉଁଠି ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌ ସାବ୍ୟସ୍ତ ହୋଇଛି । ଏଥର ବି ଏକଜିଟ୍‌ ପୋଲ୍‌ ଭୁଲ୍‌ ସାବ୍ୟସ୍ତ ହେବ ।  ସେହିପରି ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ସୁଭାଷ ଚୋପ୍ରା ମଧ୍ୟ ଏକଜିଟ୍‌ ପୋଲ୍‌ ରିପୋର୍ଟ ଭୁଲ୍‌ ହେବ ବୋଲି କହିଛନ୍ତି । ବିଜେପିକୁ ଯଦି ବିଧାନସଭା ନିର୍ବାଚନରେ 20ଟି ଆସନ ମିଳିବ, ତେବେ ଅରବିନ୍ଦ କେଜରୀଓ୍ବାଲ ଦିଲ୍ଲୀରେ ସରକାର ହେବ ନାହିଁ । ଏକଜିଟ୍‌ ପୋଲ୍‌ ରିପୋର୍ଟଠାରୁ ଦଳ ଭଲ ପ୍ରଦର୍ଶନ କରିଥିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ସୁଭାଷ ଚୋପ୍ରା ।(ଏଜେନ୍ସି)

 

Share. Facebook Twitter LinkedIn Email WhatsApp Copy Link

Related Posts

ବିସିସିଆଇର କଡା ଆଭିମୁଖ୍ୟ: ପିସିବି ମୁଖ୍ୟଙ୍କ ବଢିପାରେ ସମସ୍ୟା

September 30, 2025

ମହାଅଷ୍ଟମୀ-ନବମୀରେ କରନ୍ତୁ ଯଜ୍ଞ, ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

September 30, 2025

ଅକ୍ଟୋବର ୧ ରୁ ୩ ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ 

September 30, 2025

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025
Latest News

ବିସିସିଆଇର କଡା ଆଭିମୁଖ୍ୟ: ପିସିବି ମୁଖ୍ୟଙ୍କ ବଢିପାରେ ସମସ୍ୟା

September 30, 2025

ମହାଅଷ୍ଟମୀ-ନବମୀରେ କରନ୍ତୁ ଯଜ୍ଞ, ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

September 30, 2025

ଅକ୍ଟୋବର ୧ ରୁ ୩ ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ 

September 30, 2025

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025

ଲଦାଖ ପ୍ରସଙ୍ଗ: ଲେହ ଓ କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟ ସହିତ ଆଲୋଚନା ପାଇଁ ସରକାର ପ୍ରସ୍ତୁତ

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.