ରାସ୍ତା ଖରାପ ଯୋଗୁଁ : ଚଳାଚଳ ଠପ୍‌

Published: Feb 9, 2020, 12:27 pm IST

ବଣାଇ : ରାସ୍ତା ଖରାପ ଯୋଗୁଁ ଚଳାଚଳ ଏକପ୍ରକାର ଠପ୍‌ ହୋଇଯାଇଛି । ଟେନ୍‌ସା କେଲଇପୋଷ ରୋଡ୍‌ ବରସୁଆଁ କୁରାଡି ନାଳ ପାଖରେ ରାସ୍ତା ଜାମ ରହିଛି । 20 କି.ମି ଯାଏ ଗାଡି ଲମ୍ବି ରହିଛି । ନୂଆ ବ୍ରିଜ୍‌ ଦାବି ପୂରଣ ନ ହେବାରୁ ଅନେକ ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ । ତିନି ଦିନ ଧରି ଉକ୍ତ ରାସ୍ତା ଜାମ୍‌ ଯୋଗୁଁ ଲୋକଙ୍କୁ ନାହିଁ ନଥିବାର ଅସୁବିଧା ହେଉଛି ।

Related posts