ସାତ ଲକ୍ଷ ଟଙ୍କାର ଗଞ୍ଜେଇ ଓ ଭାଙ୍ଗ ଜବତ

Published: Feb 9, 2020, 1:18 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ବେଧଡକ ନିଶା କାରବାର ନେଇ ଚଢାଉ ଜୋର୍‌ଦାର୍‌ କରାଯାଇ  କଟକ ମଙ୍ଗୁଳି ଛକରୁ 7 ଲକ୍ଷ ଟଙ୍କାର ଗଞ୍ଜେଇ ଓ ଭାଙ୍ଗ ଜବତ କରାଯାଇଛି । ନିଶା ସାମଗ୍ରୀ ସହିତ 4 ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ସ୍କ୍ବାର୍ଡ । ନିଶା ସାମଗ୍ରୀ ଚାଲାଣରେ ବ୍ୟବହୃତ ହେଉଥିବା 2ଟି ଦାମୀ ଗାଡି ଜବତ କରାଯାଇଛି ।

Related posts