ଡମ୍ପର ସହ ଜଳିଗଲେ ଡ୍ରାଇଭର

Published: Feb 15, 2020, 12:16 pm IST

ସମୀକ୍ଷା ବ୍ୟୁରୋ

କେନ୍ଦ୍ରାପଡ଼ା :  11 କେଭି ବିଦ୍ୟୁତ୍‌ ତା’ର ଯୋଗୁଁ ଗୋଳନ୍ଥରାର ବସ୍‌ ଟ୍ରାଜେଡି କାହାଣୀ ନ ଲିଭୁଣି ପୁଣିଥରେ ବିଦ୍ୟୁତ୍‌ ତାର ଜନିତ ଏକ ମୃତ୍ୟ ଖବର ସାମ୍ନାକୁ ଆସିଛି । 11 କେଭି ବିଦ୍ୟୁତ୍‌ ତାର ଲାଗି ଜଣେ ଡମ୍ପର୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଅନଲୋଡ ବେଳେ 11 କେଭି ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ଗତ ଫେବୃଆରୀ 2 ତାରିଖରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଟୁଲୁ ରାସ୍ତାରେ 11 କେଭି ବିଦ୍ୟୁତ ତାର ଲାଗି ବସ୍‌ ଜଳିଯିବାରୁ 10 ଜଣଙ୍କର ମୃତ୍ୟୁ ଘଟିଛି ।

Related posts