Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀ ହିଂସା : ମୌଜପୁର ଓ ବ୍ରହ୍ମପୁରୀ ଅଞ୍ଚଳରେ ପୁଣିଥରେ ପଥର ମାଡ ଆରମ୍ଭ
ଆଜିର ଖବର

ଦିଲ୍ଲୀ ହିଂସା : ମୌଜପୁର ଓ ବ୍ରହ୍ମପୁରୀ ଅଞ୍ଚଳରେ ପୁଣିଥରେ ପଥର ମାଡ ଆରମ୍ଭ

February 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :  ସିଏଏକୁ ନେଇ ଆରମ୍ଭ ହୋଇଥିବା ବିରୋଧ ଏବେ ଉଗ୍ର ରୂପ ଧାରଣ କରିଛି । ଉତ୍ତର ପୂର୍ବ ଦିଲ୍ଲୀରେ ଏବେ ଏହାକୁ ନେଇ ବେଶ୍‌ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତରପୂର୍ବ ଦିଲ୍ଲୀରେ ସୋମବାର ପ୍ରବଳ ହିଂସା ଅନୁଭୂତ ହୋଇଛି । ଏହି ହିଂସାକାଣ୍ଡରେ ଜଣେ ହେଡ୍‌ କନେଷ୍ଟବଳଙ୍କ ସମେତ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 100ଜଣରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ମଙ୍ଗଳବାର ଦିନ ମଧ୍ୟ ମୌଜପୁର ଓ ବ୍ରହ୍ମାପୁରୀ ଅଞ୍ଚଳରେ ପଥରମାଡ ଆରମ୍ଭ ହୋଇଯାଇଛି ।

ଆଜି ସକାଳୁ ମଧ୍ୟ ଉତ୍ତେଜନାପୂର୍ଣ୍ଣ ପରିବେଶ ରହିଥିବାରୁ ସେଠାରେ ପୋଲିସ୍‌ ଛାଉଣୀ ରହିଛନ୍ତି । ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମୌଜପୁର ଓ ଆଖପାଖ ଅଞ୍ଚଳରେ ପୋଡାଜଳା ଲାଗିଥିବାର 45ଟି କଲ୍‌ ଆସିଥିବାର ସୂଚନା ରହିଛି । ଯେଉଁଥିରେ ଏକ ଦମକଳ ଗାଡି ଉପରେ ପଥର ମାଡ କରାଯାଇଥିବାବେଳେ ଗୋଟିଏ ଦମକଳ ଗାଡିରେ ନିଆଁ ଲଗାଇ ଦିଆଯାଇଥିଲା । ଏଥିରେ ତିନି ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି । ଗତକାଲି ହିଂସକାଣ୍ଡ ଘଟିଥିବା ସମେତ ଉତ୍ତର ପୂର୍ବ ଦିଲ୍ଲୀ ଅଞ୍ଚଳରେ 144 ଧାରା ଜାରି କରାଯାଇଛି । ଏତଦ୍‌ବ୍ୟତୀତ ପାଞ୍ଚୋଟି ମେଟ୍ରୋ ଷ୍ଟେସନ୍‌ ଓ ସ୍କୁଲ-କଲେଜ ବନ୍ଦ କରାଯାଇଛି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ସିଲିଣ୍ଡର ବିତରଣ ନାମରେ ନୂଆ ଠକେଇ: ମାର୍ଗଦର୍ଶିକା ଜାରି କଲେ ଗ୍ୟାସ୍ କମ୍ପାନୀ

June 11, 2026

ଆଫଗାନିସ୍ତାନକୁ 350 ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ: ପୁଣି ଚମକିଲେ ଋତୁରାଜ-ତିଲକ

June 11, 2026

ଏବେ କଲ୍ୟାଣ ବାନାର୍ଜୀଙ୍କର ବିଦ୍ରୋହର ସ୍ଵର!: ମମତା ବାନାର୍ଜୀଙ୍କ ସମ୍ମୁଖରେ ରଖିଲେ ବଡ ସର୍ତ୍ତ

June 11, 2026

ବିବାହର ଏକ ବର୍ଷ ପରେ ମହିଳାଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

June 11, 2026
Latest News

ସିଲିଣ୍ଡର ବିତରଣ ନାମରେ ନୂଆ ଠକେଇ: ମାର୍ଗଦର୍ଶିକା ଜାରି କଲେ ଗ୍ୟାସ୍ କମ୍ପାନୀ

June 11, 2026

ଆଫଗାନିସ୍ତାନକୁ 350 ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ: ପୁଣି ଚମକିଲେ ଋତୁରାଜ-ତିଲକ

June 11, 2026

ଏବେ କଲ୍ୟାଣ ବାନାର୍ଜୀଙ୍କର ବିଦ୍ରୋହର ସ୍ଵର!: ମମତା ବାନାର୍ଜୀଙ୍କ ସମ୍ମୁଖରେ ରଖିଲେ ବଡ ସର୍ତ୍ତ

June 11, 2026

ବିବାହର ଏକ ବର୍ଷ ପରେ ମହିଳାଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

June 11, 2026

ତିନି ଦିନ ମଧ୍ୟରେ ତୃତୀୟ ଆକ୍ରମଣ: ଓମାନରେ ଆଉ ଏକ ଜାହାଜ ଉପରେ ଆକ୍ରମଣ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.