Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀ ହିଂସାକାଣ୍ଡକୁ ନେଇ କେଜ୍ରିଓ୍ବାଲଙ୍କୁ ଗମ୍ଭୀରଙ୍କ ସମାଲୋଚନା
ଆଜିର ଖବର

ଦିଲ୍ଲୀ ହିଂସାକାଣ୍ଡକୁ ନେଇ କେଜ୍ରିଓ୍ବାଲଙ୍କୁ ଗମ୍ଭୀରଙ୍କ ସମାଲୋଚନା

February 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର । ଆପ୍‌ ନେତା ତାହିର୍‌ ହୁସେନ୍‌ଙ୍କ ଘର ଛାତ ଉପରୁ ପେଟ୍ରୋଲ୍‌ ବମ୍‌ ଏବଂ ଅନ୍ୟାନ୍ୟ ହତିଆର ଜବତ ହେବା ପରେ ଏହାକୁ ନେଇ ଗମ୍ଭୀର କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି । ଗୁଇନ୍ଦା ବିଭାଗର ଜନୈକ ଅଧିକାରୀ ଅଙ୍କିତଙ୍କ ହତ୍ୟା ପାଇଁ ଆପ୍‌କୁ ଦାୟୀ କରିବା ସହିତ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଥିଲେ । ହୁସେନ୍‌ଙ୍କ 5 ମହଲା କୋଠା ଉପରୁ ପଥର ଏବଂ ପେଟ୍ରୋଲ ବୋମା ଫିଙ୍ଗାଯାଇଥିବା ନେଇ ଅଙ୍କିତଙ୍କ ପଡୋଶୀ ସୂଚନା ପ୍ରଦାନ କରିଥିଲେ । ଅଙ୍କିତ କୁମାରଙ୍କ ହତ୍ୟାରେ ଯଦି ଆପ୍‌ ନେତା ସମ୍ପୃକ୍ତ ଥାନ୍ତି ତେବେ ସାଧାରଣ ଜନତା, ଆଇନ ଏବଂ ଭଗବାନ ତାଙ୍କୁ କେବେବି କ୍ଷମା କରିବେ ନାହିଁ ବୋଲି ଗମ୍ଭୀର ଟ୍ବିଟ୍‌ କରିଥିଲେ । ଏହାପରେ ଅନ୍ୟ ଏକ ଟ୍ବିଟ୍‌ରେ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ୍‌ କରିଥିଲେ ଗମ୍ଭୀର । କେଜ୍ରିଓ୍ବାଲ ଜୀ ଆପଣଙ୍କ ନୀରବତା ଦିଲ୍ଲୀ ପାଇଁ କ୍ଷତିକାରକ ବୋଲି ଟ୍ବିଟ୍‌ କରିଥିଲେ । ଏହାପରେ କେଜ୍ରିଓ୍ବାଲ ଏକ ପ୍ରେସ୍‌ମିଟ୍‌ କରି ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି କହିଥିଲେ । ଯଦି ଅଭିଯୁକ୍ତ ଜଣକ ଆପ୍‌ର ହୋଇଥାନ୍ତି ତେବେ ତାଙ୍କୁ ଦୁଇଗୁଣ କଠୋର ଦଣ୍ଡବିଧାନ କରାଯିବ ବୋଲି କେଜ୍ରିଓ୍ବାଲ କହିଥିଲେ । (ଏଜେନ୍ସି)

gambhir kejriwal
Share. Facebook Twitter LinkedIn Email WhatsApp Copy Link

Related Posts

CBSE-OSM ଅନିୟମିତତାକୁ ଉଜାଗର କରିଥିବା ୧୮ ବର୍ଷୀୟ ସାର୍ଥକଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶଂସା

June 7, 2026

ବାଣପୁର ମୁକ୍ତି ଦିବସକୁ ରାଜ୍ୟ ସ୍ତରରେ ପାଳନ କରିବାକୁ ନିବେଦନ

June 7, 2026

କକ୍ରୋଚ୍ ଜନତା ପାର୍ଟି ପରେ ‘ଚିଣ୍ଟି ଜନତା ପାର୍ଟି’: ନୂଆ ଦଳ ଗଠନ କଲେ ପୂର୍ବତନ ବିଜେପି ନେତା

June 7, 2026

“ଅସରପା ପାଇଁ ପ୍ରତିରୋଧକ ଔଷଧ ଉପଲବ୍ଧ”: CJP ର ପ୍ରତିବାଦ ଉପରେ କୁମାର ବିଶ୍ୱାସଙ୍କ କଟାକ୍ଷ

June 7, 2026
Latest News

CBSE-OSM ଅନିୟମିତତାକୁ ଉଜାଗର କରିଥିବା ୧୮ ବର୍ଷୀୟ ସାର୍ଥକଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶଂସା

June 7, 2026

ବାଣପୁର ମୁକ୍ତି ଦିବସକୁ ରାଜ୍ୟ ସ୍ତରରେ ପାଳନ କରିବାକୁ ନିବେଦନ

June 7, 2026

Kathmandu KLF 2026: ନେପାଳରେ ଉଦଘାଟିତ ହେଲା କାଠମାଣ୍ଡୁ-କଳିଙ୍ଗ ସାହିତ୍ୟ ମହୋତ୍ସବ

June 7, 2026

ଖୋର୍ଦ୍ଧାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

June 7, 2026

କକ୍ରୋଚ୍ ଜନତା ପାର୍ଟି ପରେ ‘ଚିଣ୍ଟି ଜନତା ପାର୍ଟି’: ନୂଆ ଦଳ ଗଠନ କଲେ ପୂର୍ବତନ ବିଜେପି ନେତା

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.