ଲୋକସେବା ଭବନରେ ଅନୁଷ୍ଠିତ ପୂର୍ବାଞ୍ଚଳ ପରିଷଦ ବୈଠକ ଅବସରରେ ପ୍ରସ୍ତୁତ ଫୁଲ ରଙ୍ଗୋଲି

Published: Feb 28, 2020, 4:54 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର :ପୂର୍ବାଞ୍ଚଳ ପରିଷଦ ବୈଠକ ଅବସରରେ ଲୋକସେବା ଭବନର ସମ୍ମିଳନୀ କେନ୍ଦ୍ରରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ତରଫରୁ ପ୍ରସ୍ତୁତ ହୋଇଥିଲା ଫୁଲ ରଙ୍ଗୋଲି। ଏହି ରଙ୍ଗୋଲିର ନିର୍ଦ୍ଦେଶନା ଓ ଡିଜାଇନ୍‌ ପ୍ରସ୍ତୁତ କରିଥିଲେ ଜନହବି ବେହେରା। ଏହି ଫୁଲ ରଙ୍ଗୋଲି ପ୍ରସ୍ତୁତିରେ ମାର୍ଗଦର୍ଶନ ଦେଇଥିଲେ ପ୍ରଖ୍ୟାତ ନୃତ୍ୟାଙ୍ଗନା ତଥା ଗୁରୁ ଅରୁଣା ମହାନ୍ତି।

 

ସୌଜନ୍ୟ :କିଟ୍‌ରୁ ରିତିକା, ମଧୁ, ସସମିତା, ସୋନି ଏବଂ ସୁଶାନ୍ତ ବାବୁ ।

Related posts